ଜଣଙ୍କ ଅଭାବ ପାଇଁ ଲୋଡ଼ା ଆଉ ଜଣେ, ଜଣଙ୍କ ସ୍ଵଭାବ ପରି ଗଢ଼ା ଆଉ ଜଣେ, ଅଧା ଅଧା ଦୁଇ ଆତ୍ମା ମିଶି ହୁଏ ପୁରା; ଯେମିତି, ସ୍ବାହା ଙ୍କ ବିନା ଅଗ୍ନିରେ ଆହୁତି ଅଧୁରା । @suvam@ ©Saipada Brajamohan #share #my #shayari #suvam #saipadabrajamohan #IntimateLove