ଚୁମ୍ବକ୍ ବିନା ପାଖକୁ ଟାଣି ହେଇ ଲୁହା ଯାଏନି, ସମସ୍ତ ଙ୍କୁ ସବୁ କଥା କୁହା ଯାଏନି, କେବେ କେବେ ଆମେ ଜାଣିଥିବା କଥା ହିଁ ଆମକୁ ବିପଦ ରେ ପକାଏ; ତେଣୁ ଯଦି ତୁମକୁ କେହି କିଛି ଲୁଚାଉଛି, ସବୁବେଳେ ତା ଅର୍ଥ ଏଇୟା ନୁହେଁ ଯେ ସେ ତୁମକୁ ଭଲ ପାଏନି । @suvam@ ©Saipada Brajamohan #share #my #shayari #suvam #saipadabrajamohan #FadingAway