Nojoto: Largest Storytelling Platform

White ପ୍ରେମ କରି ଶେଷରେ ତୁମକୁ ପ୍ରତାରଣା ଦେଲି କହି କହି

White ପ୍ରେମ କରି ଶେଷରେ
ତୁମକୁ ପ୍ରତାରଣା ଦେଲି
କହି କହି ଦୁନିଆରେ 
ବଦନାମ କଲ ଖାଲି
ମତେ ତୁମେ ସତରେ
ଧନ୍ୟବାଦ ଦେବା କଥା
ପ୍ରେମିକରୁ ତୁମକୁ ମୁଁ 
କବି କରିଦେଲି।
#ଶୁଭ ସକାଳ #

©Joy Krishna Behera କବି କରିଦେଲି
White ପ୍ରେମ କରି ଶେଷରେ
ତୁମକୁ ପ୍ରତାରଣା ଦେଲି
କହି କହି ଦୁନିଆରେ 
ବଦନାମ କଲ ଖାଲି
ମତେ ତୁମେ ସତରେ
ଧନ୍ୟବାଦ ଦେବା କଥା
ପ୍ରେମିକରୁ ତୁମକୁ ମୁଁ 
କବି କରିଦେଲି।
#ଶୁଭ ସକାଳ #

©Joy Krishna Behera କବି କରିଦେଲି