Nojoto: Largest Storytelling Platform

White କବି ପଦ୍ମ ପତ୍ର ସଦୃଶ ଜଳ ଭିତରେ ଥାଇ ମଧ୍ୟ ଓଦା ହ

White କବି ପଦ୍ମ ପତ୍ର ସଦୃଶ 
ଜଳ ଭିତରେ ଥାଇ ମଧ୍ୟ 
ଓଦା ହୁଏ ନାହିଁ 
ବରଂ ଜଳ ଟୋପା ପଦ୍ମ ପତ୍ର ରେ
ମୁକ୍ତା ପାଲଟି ଯାଏ 
ଟଳମଳ ଜଳ ବିନ୍ଦୁ ସୂର୍ଯ୍ୟ କିରଣ ରେ
ଝଳମଳ ଝଳମଳ ଦିଶୁଥାଏ।
#ଶୁଭ ସକାଳ #

©Joy Krishna Behera କବିତା
White କବି ପଦ୍ମ ପତ୍ର ସଦୃଶ 
ଜଳ ଭିତରେ ଥାଇ ମଧ୍ୟ 
ଓଦା ହୁଏ ନାହିଁ 
ବରଂ ଜଳ ଟୋପା ପଦ୍ମ ପତ୍ର ରେ
ମୁକ୍ତା ପାଲଟି ଯାଏ 
ଟଳମଳ ଜଳ ବିନ୍ଦୁ ସୂର୍ଯ୍ୟ କିରଣ ରେ
ଝଳମଳ ଝଳମଳ ଦିଶୁଥାଏ।
#ଶୁଭ ସକାଳ #

©Joy Krishna Behera କବିତା