Nojoto: Largest Storytelling Platform

ଏ ସର୍-ମିଲି ସରମ୍ ଥି ହେଇଗଲା ନ ଲାଲ୍ ତୋର ଗାଲ୍ ଦେଖି କରି

ଏ ସର୍-ମିଲି ସରମ୍ ଥି ହେଇଗଲା ନ ଲାଲ୍ ତୋର ଗାଲ୍
ଦେଖି କରି ମତେ ଭାଏଲ୍ ବଦ୍ ଲି  ଗଲାନ ତୋର୍ ଚାଲ୍।
ପେରେମ୍ ର ରସ୍ ଟିପ୍ କୁଛେ ତୋର୍ ଅାଏଖ୍ ନୁ ଜେନ୍
ଚାଲ୍ ଖୁଲମ୍ ଖୁଲା ପ୍ରେମ୍ କର ମା ହଜେଇ କରି ଚେନ୍। (ଏ ଲାଜକୁଳୀ ଲାଜରେ ହେଇଗଲାଣି ଗାଲ ତୋ ଲାଲି
ମତେ ଦେଖି ବୋଧେ ବଦଳି ଗଲାଣି ତୋର ଚାଲି
ପ୍ରେମର ରସ ଯେଉଁ ଝରି ପଡ଼ୁଛି ତୋ ଆଖିରୁ
ଚାଲେ ଖୋଲା ଖୋଲି ପ୍ରେମ କରିବା ହଜେଇ ନିଦ ଆଖିରୁ।)
Mr Pairabi Suna nka ଆଗ୍ରହରେ ଗୋଟେ ଚେଷ୍ଟା
#yqbhaina #କୋଶଳୀ #munodia #yqodia #odiawritings