ଶେଷ ଚିଠି *********** ମୋ ଆଖି ଲୁହରେ ଲେଖୁଛି ମୁଁ ଆଜି ତୁମପାଇଁ ପ୍ରେମର ଏ ଶେଷଚିଠି ମୋରାଣ ତୁମକୁ ରହିଲା ପ୍ରିୟା ଗୋ ପଢିସାରି ଫିଙ୍ଗିବନି ଯମା ଏଠି ସେଠି ମୋ ପ୍ରେମର ପରା ଶେଷ ସନ୍ତକଟେ ତୁମ ପାଇଁ ଆଶାକରେ ହୃଦୟେ ରଖିବ ସାଇତି ଏଠି ସେଠି ଫିଙ୍ଗି ଦେଲେ ତୁମେ କୁହ ତ ପ୍ରିୟା ମୋର ଏ ଜୀବନ ସହିବ କେମିତି ଦିନେ ଭଲ ପାଉଥିଲ ତୁମେ ବି ତ ପରା ମତେ ତୁମେ ତୁମ ନିଜ ଜୀବନଠୁ ବେଶି ଅକାରଣେ ତୁମେ ତ ମୋ ହାତ ଛାଡି ଚାଲିଗଲ କୁହ ଏବେ କେମିତି ରହୁଛ ଖୁସି ସେ ଯାହା ଘଟିଗଲା ସେ ସବୁରେ ତ ମୁଁ ଖୁସି କେବଳ ରୁହ ଖାଲି ସୁଖଶାନ୍ତିରେ ତୁମଖୁସିରେ ତ ମୋଖୁସି ପ୍ରିୟା ଏକଥା ତୁମଠୁ ଆଉ କିଏ ବା ବେଶି ଭଲ ବୁଝିପାର।। ***** ©Subrat Kanungo #GoldenHour