Nojoto: Largest Storytelling Platform

ନୁହଁଇ ସେ ସ୍ମୃତି ଅବାଞ୍ଛିତ ନିଷ୍ପେସିତ ନୁହଁଇ ସେ ଆଗନ୍ତୁ

ନୁହଁଇ ସେ ସ୍ମୃତି ଅବାଞ୍ଛିତ ନିଷ୍ପେସିତ
ନୁହଁଇ ସେ ଆଗନ୍ତୁକ ଅପରିଚିତ
ସମୟର ଅବମାନନା ରେ
ଏବେ କେବଳ କ୍ଷୀଣ ମୂର୍ଚ୍ଛିତ
କଲମ ମୁନର ପରଶ ପାଇ ନବଯୌବନ ପ୍ରାପ୍ତ
ପଚାର ସେ କଲମ କୁ
ହୃଦୟ ଗହ୍ଵରର ଚାବିକାଠିର ରୂପ ନେଇ
କେତେ ସେ ଆପ୍ୟାୟିତ ଆଉ ଗର୍ବିତ
ଫର୍ଦ୍ଦ ଫରେ ଫର୍ଦ୍ଦ ସ୍ଯାହି ପିପାସୁ
ଯେବେ ପାଆନ୍ତି ପୂର୍ଣ୍ଣତା
ଲେଖକୀୟ କୃତି ନୁହଁ ଭାବୁକ ହୁଏ ଜଗତଜିତା
ଅମୂଲ୍ୟ ଭାବନା କୁ କବିତାରେ କରି ରୂପାୟିତ
ସେ ଲୁହର ଶ୍ରାବଣୀ ବି ଦିନେ କରିବ ମଥାନତ
ଭାସି ଆସିବ ଦିନେ ଖୁସିର ଲହରୀ ହେଇ ଝଙ୍କୃତ
ଆଉ ରହିବ ନାହିଁ ସେ ଆପଣାର ସ୍ମୃତି ହେଇ ନିଭୃତ 

#yqodia #yqbhaina #କଲମ #ସ୍ମୃତି  #YourQuoteAndMine
Collaborating with Tapaswini Dash Sarangi
ନୁହଁଇ ସେ ସ୍ମୃତି ଅବାଞ୍ଛିତ ନିଷ୍ପେସିତ
ନୁହଁଇ ସେ ଆଗନ୍ତୁକ ଅପରିଚିତ
ସମୟର ଅବମାନନା ରେ
ଏବେ କେବଳ କ୍ଷୀଣ ମୂର୍ଚ୍ଛିତ
କଲମ ମୁନର ପରଶ ପାଇ ନବଯୌବନ ପ୍ରାପ୍ତ
ପଚାର ସେ କଲମ କୁ
ହୃଦୟ ଗହ୍ଵରର ଚାବିକାଠିର ରୂପ ନେଇ
କେତେ ସେ ଆପ୍ୟାୟିତ ଆଉ ଗର୍ବିତ
ଫର୍ଦ୍ଦ ଫରେ ଫର୍ଦ୍ଦ ସ୍ଯାହି ପିପାସୁ
ଯେବେ ପାଆନ୍ତି ପୂର୍ଣ୍ଣତା
ଲେଖକୀୟ କୃତି ନୁହଁ ଭାବୁକ ହୁଏ ଜଗତଜିତା
ଅମୂଲ୍ୟ ଭାବନା କୁ କବିତାରେ କରି ରୂପାୟିତ
ସେ ଲୁହର ଶ୍ରାବଣୀ ବି ଦିନେ କରିବ ମଥାନତ
ଭାସି ଆସିବ ଦିନେ ଖୁସିର ଲହରୀ ହେଇ ଝଙ୍କୃତ
ଆଉ ରହିବ ନାହିଁ ସେ ଆପଣାର ସ୍ମୃତି ହେଇ ନିଭୃତ 

#yqodia #yqbhaina #କଲମ #ସ୍ମୃତି  #YourQuoteAndMine
Collaborating with Tapaswini Dash Sarangi