Nojoto: Largest Storytelling Platform

ଆକାଶକୁ ଚାହିଁ ଆଶା ବୁଣୁ ଥାଏ, ନିରାଶାକୁ ମନେ ରଖି, ସବୁ ଦ

ଆକାଶକୁ ଚାହିଁ ଆଶା ବୁଣୁ ଥାଏ, ନିରାଶାକୁ ମନେ ରଖି,
ସବୁ ଦେଖେ ହେଲେ ଶାନ୍ତ ଥାଏ ଏଇ ଅଶାନ୍ତ ମନର ସାକ୍ଷୀ,
ତୁନି ଓଠ ତଳ ଅକୁହା କଥାକୁ ନିଏ ସିନା ସେ ପରଖି,
କୋହରେ କୁହୁଳି ନିତି ଜଳିଲେବି; କାନ୍ଦି ପାରେନା ଏ ଆଖି !
@suvam@ #Eyes #Eye #Aankh #aankhe #ଆଖି
#କାନ୍ଦିପାରେନା 

#MoonHiding

#Eyes #Eye #Aankh #aankhe #ଆଖି #କାନ୍ଦିପାରେନା #MoonHiding