Nojoto: Largest Storytelling Platform

ତୁ ଫେରନ୍ତା ଫଗୁଣ ମୁଁ ଆଗନ୍ତ ଚୋରା ଚଇତି ତୁ ଗାଉ ଫଗୁ ଭ

ତୁ ଫେରନ୍ତା ଫଗୁଣ 
ମୁଁ ଆଗନ୍ତ ଚୋରା ଚଇତି
ତୁ  ଗାଉ ଫଗୁ ଭରା ପ୍ରେମଗୀତି
ମୁଁ ଭୋଗେ ଝାଞ୍ଜି ପିରତୀ !!

#ଚଇତି
#ନୀରବନାୟିକା

©Nirlipta
  #me