୨୦୨୦ ରୁ ପାଇଥିବା କିଛି ଶିକ୍ଷା 🌼 ପରିବାର ଠୁ କିଛି ବଡ଼ ନୁହେଁ । 🌼 ଘର ର ରୋଷେଇ ସବୁ ଠାରୁ ସ୍ୱାସ୍ଥ୍ୟକର ଏବଂ ସ୍ୱାଦିଷ୍ଠ । 🌼 ଧର୍ଯ୍ୟ ଜୀବନ ର ଏକ ଅବିଚ୍ଛେଦ୍ୟ ଅଙ୍ଗ । 🌼 ଜୀବନ ରେ ଯିଏ ନିଜ କୁ ଭଲ ପାଇବା ଶିଖିଛି ସେ ସବୁ ଠାରେ ଜିତିଛି । 🌼 ବିଦେଶ ଯେତେ ସୁନ୍ଦର ହୋଇ ଥାଉ , ସନ୍ଧ୍ୟା ହେଲେ ଘର ବାହୁଡ଼ା ସମସ୍ତେ ହେବେ । 🌼 ଜୀବନ ରେ ଟଙ୍କା ସୁଖ ଦେଇ ଥାଏ କିନ୍ତୁ ଶାନ୍ତି ନୁହେଁ । 🌼 ଟଙ୍କା ଥିଲେ ମଣିଷ କେବେ ଧନୀ ନୁହେଁ । 🌼 ଛୁଟି ସପ୍ତାହ ରେ ଗୋଟିଏ ଦିନ ହେଲେ ହିଁ ଖୁସି ଦେଇ ଥାଏ । 🌼 ସୁଖ ର ସାଥୀ ଏଠି ସମସ୍ତେ କିନ୍ତୁ ଦୁଃଖ ରେ କେବଳ ଭଗବାନ ହିଁ ଥାନ୍ତି । 🌼 ଅଛୁଆଁ ରୋଗ ହେତୁ ମୃତ୍ୟୁ ବେଳେ ପରିବାର ମଧ୍ୟ ଛୁଇଁ ପାରିବ ନାହିଁ । 🌼 ରୋଷେଇ କରିବା ସବୁ ଠାରୁ ବଢିଆ କଳା , ଯାହା ଲକ୍ ଡାଉନ୍ ଶିଖେଇଚି । 🌼 ମଣିଷ ତା ଅନ୍ତର୍ନିହିତ କଳା ରେ ସବୁ ବେଳେ ଖୁସି ପାଇଥାଏ ଏବଂ ଏକୁଟିଆ ଅନୁଭବ କରି ନଥାଏ । 🌼 ସମୟ ସବୁ ବେଳେ ସୁଖ ଦୁଃଖ ତା ସହ କିଛି ଶିକ୍ଷା ଦେଇଥାଏ । - ସସ୍ମିତା ସିଂହ Wordsfromtheheart #LessonByTeacher