Nojoto: Largest Storytelling Platform
mrutyunjaypatra2069
  • 3Stories
  • 15Followers
  • 19Love
    0Views

Mrutyunjay patra

love Odia ❤️

  • Popular
  • Latest
  • Video
0f80b29f5a0c124aa847ca8d473b3083

Mrutyunjay patra

 #ଓଡ଼ିଆ
#Poetry
#odisha

#ଓଡ଼ିଆ #Poetry #Odisha #nojotophoto

0f80b29f5a0c124aa847ca8d473b3083

Mrutyunjay patra

 #odia
#poetry
#quotes
0f80b29f5a0c124aa847ca8d473b3083

Mrutyunjay patra

ତମେ ଶବ୍ଦ
ତମେ ରାସ,ତମେ ରସ,ତମେ ତରଙ୍ଗ
ତମେ ସୃଷ୍ଟି,ସ୍ଥିତି,ବିଲୟ
ତମେ ପୁଣି ଓଁକାର ନାଦ,ସାରସ୍ଵତ ବୀଣାତାନ
ତମେ ରାତ୍ରିର ପ୍ରଥମ ପ୍ରହର,
ତମେ କେବେ ସରଳ ପୁଣି ଜଟିଳ
କିଏ କହେ ତୁମକୁ ସ୍ଵତଃସ୍ପୃତ୍ତ
ଆଉ କିଏ ସଂବୋଧି ର ସଂଳାପ।
ତମେ ଜ୍ଞାନ ସାଗର ସଙ୍ଗମ
ତୁମେ ସ୍ୱର,ଲୟ ଯିଏ ଶୁଣେ 
ଆଙ୍କିଦିଅ ହୃଦୟେ ତାର ଅଲିଭା ସ୍ମୃତିର ଆଲେଖ୍ୟ।
ତୁମେ ପୁଣି ପ୍ରେମିକର ମାନସୀ କନ୍ୟା
ତା ଶବ୍ଦ ତୁମ ପାଇଁ ଠିକଣା
ମୁଁ କହିବିନି ତୁମକୁ ଅନାମିକା
କବିତା - ତୁମେ ନିଜେ ନିଜର ଠିକଣା। #କବିତା ତୁମେ
#ଓଡ଼ିଆ
#ପ୍ରଥମ

#କବିତା ତୁମେ #ଓଡ଼ିଆ #ପ୍ରଥମ #Quote


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile