Nojoto: Largest Storytelling Platform
priyadarshinisen8814
  • 23Stories
  • 25Followers
  • 177Love
    160Views

Priyadarshini Senapati

  • Popular
  • Latest
  • Video
1802913f44ee4b6f61fb069b72ca120f

Priyadarshini Senapati


quotes

quotes #Quotes

1802913f44ee4b6f61fb069b72ca120f

Priyadarshini Senapati

#b_foryou badtameez dil

#b_foryou badtameez dil

1802913f44ee4b6f61fb069b72ca120f

Priyadarshini Senapati

ଏ ସୁନ୍ ସାନ୍ ରାତିରେ ଥଣ୍ଡା ଥଣ୍ଡା ପାଗରେ। ନରମ୍ ଚାଦର୍ ତଳେ ଶୋଇବାର ଯୋଉ ନିଆରା ଅନୁଭୂତି ତା ସହିତ ଦେହରେ ବାଜୁଥିବା ତୁମର ସେଇ ଯୋଉ ଗରମ୍ ନିଃଶ୍ୱାସ ହାଏ🙈…………

©Priyadarshini Senapati
1802913f44ee4b6f61fb069b72ca120f

Priyadarshini Senapati

#MyPenStory
1802913f44ee4b6f61fb069b72ca120f

Priyadarshini Senapati

ଦେଖନା Dhana,
                  ଆଜି କେମିତି ସେ ଜହ୍ନ ମୋ ଠାରୁ ନିଜକୁ ଲୁଚେଇ ରଖୁଛି। ସେ ଜହ୍ନ ବି ବହୁତ ଭଲଭାବେ ଜାଣିଛି କି ମୋ ମନ ଆଜି ବହୁତ ଦୁଃଖ ଅଛି। ମୁଁ ମୋ ମନ କଥା ତାକୁ କହିବାକୁ ଚାହୁଁଛି। ହେଲେ, ସେ ଜହ୍ନ ମୋ ସହ କେମିତି ଲୁଚକାଳି ଖେଳୁଛି।

               ସତରେ, ସେ ଜହ୍ନ ବି ଠିକ୍ ତମ ପରି ବହୁତ ଦୁଷ୍ଟ ହେଇଗଲାଣି। ଏଇ ଦେଖୁନ ସେ କେମିତି ମୋ ସହ ଦୁଷ୍ଟାମୀ କରୁଛି। କଣ Dhana ସେ ଜହ୍ନ କୁ କିଛି ଯାଦୁ କରିଦେଇଛ ନା କଣ। ଆଜି କାଲି ସେ ବି ତମ ପରି ମୋ ସହ ଦୁଷ୍ଟାମୀ କଲାଣି।

©Priyadarshini Senapati #Moon
1802913f44ee4b6f61fb069b72ca120f

Priyadarshini Senapati

ଆମ ଭିତରେ ଏ ସୁନ୍ଦର ସମ୍ପର୍କ ଯୋଡିବା ପଛରେ ହୁଏତ ଭଗବାନଙ୍କର ହାତ ଥିଲା। ହେଲେ, ସେ ସମ୍ପର୍କକୁ ବଞ୍ଚାଇ ରଖିବାର ଦାୟିତ୍ଵ ତ ଆମର ନା।

©Priyadarshini Senapati #MusicLove
1802913f44ee4b6f61fb069b72ca120f

Priyadarshini Senapati

ମୁଁ ଜାଣିନି ମୋ ଭବିଷ୍ୟତ କଣ, 
କିନ୍ତୁ ମୁଁ ସବବେଳେ 
ତୁମ ସାଥେ ରହିବାକୁ ଚାହେଁ।

©Priyadarshini Senapati
1802913f44ee4b6f61fb069b72ca120f

Priyadarshini Senapati

"ଜୀବନ" ମତେ ତୁ ଏତେ ଠୋକର  ଦେଇଥିବାରୁ ଧନ୍ୟବାଦ।  ଏବେ ଯାଏଁ ଚାଲିବା ଶିଖିନି ସତ କିନ୍ତୁ, ନିଜକୁ ସମ୍ଭାଳିବା ଶିଖି ଯାଇଛି।

Success ମିଳିନି ସତ.... 

କିନ୍ତୁ, Failure କୁ Overcome କରିବା ଶିଖି ଯାଇଛି।  ଜୀବନରେ ଯଦି କିଛି ଖରାପ ଘଟିଛି। ତା ହେଲେ Busy ରୁହନ୍ତୁ। ନ ହେଲେ ଟିକେ ସମୟ କୁ ଅପେକ୍ଷା କରନ୍ତୁ। 
କାରଣ, କାନ୍ଦିବା ପରେ ହସିବାର ମଜା ହିଁ କିଛି ଅଲଗା।
🤷‍♀️

©Priyadarshini Senapati #hills
1802913f44ee4b6f61fb069b72ca120f

Priyadarshini Senapati

ନାରୀ ପ୍ରତି ଯୋଉ ଅନ୍ୟାୟ ହଉଛି ବୋଲି ଆମେ କହୁଛେ, ତା ପାଇଁ କେବଳ ପୁରୁଷ ନୁହେଁ, ନାରୀ ମଧ୍ୟ ଅନେକ ଯାଗାରେ ଦାୟୀ। ଗୋଟେ ହାତରେ କେବେ ତାଳି ବାଜେନି ଏକଥା ଆମେ ସମସ୍ତେ ଜାଣିଛେ।

 ଆଉ ପୁରୁଷ ମାତ୍ରେ କେବଳ ଖରାପ୍ ହିଁ ଖରାପ୍। ସେ କଥା ମୁଁ ଜମାବି ବିଶ୍ୱାସ କରେନି। କାରଣ ଆଜି ମୁଁ ଯେଉଁଠି ପହଞ୍ଚି ପାରିଛି। ତା ପଛରେ ମୋ ବାପା, ମୋ ଭାଇ, ଏମାନଙ୍କର ହାତ ଅଛି। ଏମାନେ ବିତ ପୁରୁଷ ନା, ଗୋଟେ ଚକରେ କେବେ ଜୀବନ ଗାଡ଼ି  ଆଗକୁ ବଢ଼େନା, ନାରୀ ଓ ପୁରୁଷ ସେ ଗାଡ଼ିର ଦୁଇଟି ଚକ, ଦୁହେଁ ସମତଳ ରେ ଚାଲିବା ଦରକାର। ନହେଲେ ଗାଡ଼ି ଅଚଳ ହେଇଯିବ।

ଆଉ ଶେଷରେ ମୋର ଭଉଣୀ ମାନଙ୍କୁ ଗୋଟେ କଥା କହିବି। ଗଢ଼ିବା ପାଇଁ  ନାରୀଙ୍କର ଜନ୍ମ ଝିଅମାନେ ଘର ଗଢନ୍ତି କେବେ ଭାଙ୍ଗିବାକୁ ଚେଷ୍ଟା କରନ୍ତିନି। ଆଉ ଗଢ଼ିଲା ବେଳେ ଯଦି ବାଧା ଆସିବ, ସେ ପୁରୁଷ ହେଉ କିମ୍ବା ନାରୀ ହେଉ ତାର ପ୍ରତିପାଦ କରନ୍ତୁ। ଆଉ ପ୍ରତିରୋଧ କରନ୍ତୁ।

©Priyadarshini Senapati #together
1802913f44ee4b6f61fb069b72ca120f

Priyadarshini Senapati

କାହିଁକି କେଜାଣି......
ଏ ଭଲପାଇବା ଏତେ କଷ୍ଟ ଦିଏ।
ହସୁଥିବା ମଣିଷ ବି ଭଗବାନଙ୍କ ପାଖରେ 
ନିଜ ମରଣ ମାଗେ।

©Priyadarshini Senapati #Smile
loader
Home
Explore
Events
Notification
Profile