Nojoto: Largest Storytelling Platform
shekharbishi9524
  • 8Stories
  • 7Followers
  • 40Love
    830Views

shekhar....

  • Popular
  • Latest
  • Video
3c4b6416260a2f608841936fab7b1085

shekhar....

ଭୁଲ୍ କୁ ଭୁଲିଯାଅ କିନ୍ତୁ ସେ ଭୁଲ୍ ଯେଉଁ ଶିକ୍ଷା ଦେଇଯାଇଛି ତାକୁ କେବେ ଭୁଲ ନାହିଁ ।

©khameswari....
3c4b6416260a2f608841936fab7b1085

shekhar....

ଜୀବନରେ ସଂମ୍ପର୍କ କେବେବି ସରେନି  କଥା ନହେଲେ ମଧ୍ୟ ଆଖିରେ ରହିଥାଏ ଆଖିରୁ ଦୁରେଇ ଗଲେ ବି ମନରେ ରହିଯାଏ ..

©khameswari....
3c4b6416260a2f608841936fab7b1085

shekhar....

ଯେଉଁ ସମ୍ପର୍କରେ କଳି ନାହିଁ , ଝଗଡ଼ା ନାହିଁ , ଅଭିମାନ ନାହିଁ ... 
ସେ କି ସମ୍ପର୍କ ...... 
ସମ୍ପର୍କ ସେତେବେଳେ ନିବିଡ଼ ହୁଏ 
ଯେତେବେଳେ ଜଣେ ରାଗିବାରେ Export ଥାଏ , 
ଆଉ ଜଣେ ମନେଇବାରେPerfect ଥାଏ ...... 
ଏହା ହେଉଛି ପ୍ରକୃତ ସମ୍ପର୍କ

©Pinky...
3c4b6416260a2f608841936fab7b1085

shekhar....

ବିଶ୍ୱାସ ଗୋଟେ ଏମିତି ଜିନିସ,,
ଯାହା ଥରେ ଭାଙ୍ଗିଲେ ,,
ଯୋଡି ହୁଏ ସତ କିନ୍ତୁ ସନ୍ଦେହ ଥାଏ 
କାଲେ ଠକି ଦବ ,,

©Pinky...
3c4b6416260a2f608841936fab7b1085

shekhar....

ଜୀବନରେ ବହୁତ ଲୋକଙ୍କ ସହ ମିଶିଲି ବହୁତ ଲୋକଙ୍କ ସହ କଥା ହେଲି .. ବହୁତ ଲୋକଙ୍କୁ ଭରଷା କରି ଦେଖିଲି . କିନ୍ତୁ ଶେଷରେ ଜୀବନ ଗୋଟେ କଥା ସିଖେଇ ଦେଲା ଆମେ କାହା ପାଇଁ ବି ସବୁଦିନ ପାଇଁ ଖାସ୍ ହୋଇ ରହିପାରିବା ନାହିଁ

©Shekhar Bishi
3c4b6416260a2f608841936fab7b1085

shekhar....

papa love you 

#Flute

papa love you #Flute

3c4b6416260a2f608841936fab7b1085

shekhar....

Jay koshal

#Kathakaar

Jay koshal #Kathakaar

3c4b6416260a2f608841936fab7b1085

shekhar....

#Diwali


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile