Nojoto: Largest Storytelling Platform
mana4691155337724
  • 2Stories
  • 4Followers
  • 11Love
    0Views

Mana

As like Indian Army love and Leave myself

  • Popular
  • Latest
  • Repost
  • Video
401a9afd4dfe0424977912335488f00b

Mana

#ଭାବନା ମୋ କବିତାରେ#

କେତେବେଳେ କେତେ ଭାବନା ଦେଇ ଆସୁଥିଲେ ସେ
ଅପଲକ ଦୃଷ୍ଟିରେ ତାଙ୍କ ଭାବନାରେ ମୁଁ
ମୋ କାନକୁ ଶୁଭେ ତାଙ୍କ ମୋହିତ ସ୍ୱର
ନିଜକୁ ମୁଁ ପ୍ରଶ୍ନ କରେ 
କଣ ସତରେ ସେ......ଆସିଛନ୍ତିକି?

ମୁଁ ଶୁଣୁଥିବା ସ୍ୱର ସତ ନା ଭ୍ରମ?
ଏସବୁ ସମସ୍ତଙ୍କ ପାଇଁ ଭ୍ରମ !!
କିନ୍ତୁ, ମୋ ପାଇଁ ଇଏ ପ୍ରେମ

ତୁମେ କଥା ଦେଇଥିଲ ଆସିବ ପୂର୍ଣ୍ଣିମା ଆଲୁଅରେ
ବିଗତ କେତେ ପୂର୍ଣ୍ଣିମା ର ଅନ୍ତ ହେଲାଣି
ତୁମେ କାହିଁକି ଆସୁନ?
ତୁମେ କଣ ଜାଣିନ......
ମୁଁ ତୁମ ପ୍ରେମ ପାଗଳିନୀ
ତୁମ ସ୍ନେହ କାଙ୍ଗାଳିନୀ
ଆଉ କେତେ ଯେ ପ୍ରମାଣ ଦେବାକୁ ପଡିବ ଏସବୁର!!

ପ୍ରେମରେ ପ୍ରମାଣ ନଥାଏ
ଥାଏ କେବଳ ବିଶ୍ୱାସ
ସେହି ବିଶ୍ୱାସ ର ଅନ୍ତ ଘଟିନି
ଅନ୍ତ ଘଟିନି ତୁମକୁ ଅନୁଭବର
ତୁମ ଅପେକ୍ଷାରେ ମୋ ବିଶ୍ୱାସ

ତୁମେ ନିଶ୍ଚୟ ଆସିବ ନେଇଯିବ ମୋ ହାତଧରି ତୁମପାଖକୁ
 ତୁମ ମଧୁର ମୁରଲୀ ଧ୍ୱନି
ଏଇ ମତେ ଶୁଣାଗଲାଣି
ସତେକି ତୁମେ ଆସିଲ ପୂର୍ଣ୍ଣମୀ ଚାନ୍ଦ ଉଇଁଲାଣି।⭐

##ମନ

©Mana ହୃଦୟରୁ

ହୃଦୟରୁ #Poetry #ମନ #ଭାବନା

401a9afd4dfe0424977912335488f00b

Mana

Intezar bola to 
tumhari pyar aye
Ikarar bola to 
tumnhari gum aye
Humsafar bola to 
tumhari tasveer aye
Najane kyun bekarar dilko puchha tumhari baat, 
to dilne kaha dekho tumhari 
dildar aye.

©Mana Love with

#Love

Love with Love #Quotes


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile