Nojoto: Largest Storytelling Platform

Best ମନ Shayari, Status, Quotes, Stories

Find the Best ମନ Shayari, Status, Quotes from top creators only on Nojoto App. Also find trending photos & videos about

  • 22 Followers
  • 48 Stories

Subha Subha

#ମନ 🥰💞🥳 #ଶାୟାରି

read more
ମନ କହେ ଉଡ଼ିଯିବ ଦୂର ଆକାଶକୁ
ଆବଶ୍ୟକ ହୁଏ କେବଳ ଡେଣାଟିଏ,
ମନ କହେ ଉଡ଼ିଯିବ ସାଗର ଗର୍ଭକୁ
ଥିଲେ ତାର ପାଖେ ସାଥିଟିଏ।

ଏ ମନ ଖୋଜେ....
ତା ପରି ଗୋଟେ ସୁନ୍ଦର ମନକୁ
ଯିଏ ବୁଝିପାରୁଥିବ....
ତା ହୃଦୟର ଧଡକନ୍ କୁ

ଚାଲୁଥିବ ପଦେ ତାର ପାଦକୁ ମିଳାଇ
ଅଧାବାଟେ କେବେ ତାର ହାତନ ଛାଡ଼ଇ,
ଯେତେ ପ୍ରତିଘାତ ଆସୁ ଜୀବନରେ ତାର
କରିବା ସାମ୍ନା ତାହାର ନ ଥିବରେ ଡର।


ଯେତେ ଭୁଲ କରେ ପଛେ ଧରିନ ବସିବ
ସୁନ୍ଦର ହୃଦୟେ ତାର ଏଡାଇ ସେ ଦବ,
ରହିଥିବା ସଦା ପାଖେ ସେ ମୋହର
ସାଥ ଦେଉଥିବ ସଦା ସାଥେ ମୋହର।

©Subha Subha #ମନ 🥰💞🥳

Nirlipta

koushik lenka

ହଜିଲା #ପିଲାଦିନ ଖୋଜୁଛି ଏ #ମନ ବାହୁଡ଼ି ଆ ରେ #ଶୈଶବ ମୁଁ ତୋ ପାଇଁ #ବିଭୋର #Yqbhaina #yqodia

read more
ଶୈଶବ ବେଳେ ଉଡାଜାହାଜ ଚିହ୍ନଉ ଥିବା ଲୋକ
ବାର୍ଦ୍ଧକ୍ୟ ରେ ଚପଳ ଶୈଶବ କୁ ପଚାରେ 
:_-କ'ଣ ଏମିତି ଶବ୍ଦ କରୁଛି?
          ଏଇତ ଜୀବନ! ହଜିଲା #ପିଲାଦିନ 
ଖୋଜୁଛି ଏ #ମନ 
ବାହୁଡ଼ି ଆ ରେ #ଶୈଶବ 
ମୁଁ ତୋ ପାଇଁ #ବିଭୋର  #yqbhaina  #yqodia

Diptimayee Nayak

#Kathakaar #ମନ #କଥା #ଶାୟାରି

read more

Diptimayee Nayak

JS Jyoti

#yqquotes #yqodiawriting #କ୍ଷତ #ମନ #ହୃଦୟ #Nihar #YourQuoteAndMine Collaborating with Nihar

read more

ଯଦି ଶବ୍ଦରେ ତୁମେ ଜଖମ
ତେବେ ପ୍ରେମ ମୋର ମଲମ
ଯେତେ ଯେତେ ତୁମେ ଜଖମ ହେବ
ସେତେ ସେତେ ମୋର ପ୍ରେମ ଲୋଡ଼ିବ
ସେଥିପାଇଁ ତ ମୁଁ କବିତା ଲେଖେ
କବିତାରେ ଖାଲି ତୁମକୁ ଦେଖେ । #yqquotes 
#yqodiawriting 
#କ୍ଷତ 
#ମନ #ହୃଦୟ 
#Nihar  #YourQuoteAndMine
Collaborating with Nihar

Sandhya Rani Das

କହିବେ ଆପଣ..... #ଠିକଣା #ବାଟବଣା #ମନ #yqodia #Yqbhaina #YourQuoteAndMine Collaborating with suryakant barik

read more
ଏ ହୃଦୟ ବହୁତ ନିଠୁର 
ମନ କାହାକୁ ଦେଇ 
କେବେ ହୋଇ ଯାଏ ଆତୁର ।। କହିବେ ଆପଣ.....
#ଠିକଣା
#ବାଟବଣା
#ମନ 
#yqodia 
#yqbhaina  #YourQuoteAndMine
Collaborating with suryakant barik

Sandhya Rani Das

କାହିଁକି ଏମିତି ଏ ମନ ଅବୁଝା ହେଉଛି??? #ମନ #ହୃଦୟ #ଆଖିରକଥା #ଲୁହ #YourQuoteAndMine Collaborating with suryakant barik

read more
ମୁଁ ଜାଣିଛି ତାର କାରଣ 
ହେଲେ ମୁଁ ହୃଦୟ ହୀନା କରିପାରୁନି ବାରଣ ।।  କାହିଁକି ଏମିତି ଏ ମନ ଅବୁଝା ହେଉଛି???
#ମନ 
#ହୃଦୟ 
#ଆଖିରକଥା 
#ଲୁହ  #YourQuoteAndMine
Collaborating with suryakant barik

Sandhya Rani Das

କହିବେ ଆପଣ..... #ଠିକଣା #ବାଟବଣା #ମନ #yqodia #Yqbhaina #YourQuoteAndMine Collaborating with suryakant barik

read more
ଏ ହୃଦୟ ବହୁତ ନିଠୁର 
ମନ କାହାକୁ ଦେଇ 
କେବେ ହୋଇ ଯାଏ ଆତୁର ।। କହିବେ ଆପଣ.....
#ଠିକଣା
#ବାଟବଣା
#ମନ 
#yqodia 
#yqbhaina  #YourQuoteAndMine
Collaborating with suryakant barik

Sandhya Rani Das

କାହିଁକି ଏମିତି ଏ ମନ ଅବୁଝା ହେଉଛି??? #ମନ #ହୃଦୟ #ଆଖିରକଥା #ଲୁହ #YourQuoteAndMine Collaborating with suryakant barik

read more
ମୁଁ ଜାଣିଛି ତାର କାରଣ 
ହେଲେ ମୁଁ ହୃଦୟ ହୀନା କରିପାରୁନି ବାରଣ ।।  କାହିଁକି ଏମିତି ଏ ମନ ଅବୁଝା ହେଉଛି???
#ମନ 
#ହୃଦୟ 
#ଆଖିରକଥା 
#ଲୁହ  #YourQuoteAndMine
Collaborating with suryakant barik
loader
Home
Explore
Events
Notification
Profile