Nojoto: Largest Storytelling Platform
kishormajhi4609
  • 76Stories
  • 415Followers
  • 695Love
    0Views

Kishor majhi

ଭବାନୀପାଟଣା .କଳାହାଣ୍ଡି .ଖଜୁର ପଡା.

  • Popular
  • Latest
  • Video
445446a510e2061d0dceac31e59cf714

Kishor majhi

ହର୍ ବର୍  ନାଇ ହେବୁ 
               ତର୍ କି କିନା ଥିବୁ ,
 ହର୍ ବର୍ ହେଲୁ ବେଲେ
           ନିଶ୍ଚୟ ଖାଲେ ପଡବୁ ll
ମୋର କଥା କେ ମନେ 
             ରଖି ଥିବୁରେ ବାବୁ ,
ଅମାନିୟ ହେଲୁ ବେଲେ 
             ପକା ବର୍ ବାଦ୍ ହେବୁ ll ଅମାନିୟା

ଅମାନିୟା

11 Love

445446a510e2061d0dceac31e59cf714

Kishor majhi

ଛୁଆ ଦିନେ
~~~~~~~
ଝିପିରି ଜାପର୍ ପାନ୍ ବର୍ଷେ
କେତେ ନି କେତେ ପାନ୍ ଝର୍ ଝର୍ ,
ଦେକ୍ ତୋ ସତେ ପିଲା ଛୁଆ 
ଖେଲ୍ କୁଦ୍ ନ ହେଶନ୍ ତର୍ ବର୍ !!
ବୁଢା ବୁଢି ହେଲେ କାଏଁ କର୍ମା
ଦେଖୁ ଥିମା ଡୁଗ୍ ଡୁଗ୍ କରି ,
ନାତି ନତ୍ରା ଖେଲା ବୁଲା ଦେଖ୍'ଲେ
ମନ୍ କେ ଶୋର୍ ପଡସି ଛୁଆ ଦିନ୍ ପେର ଆଏଁତା 
ଘାଏଁ  ବୁଲ୍'ତୁ ଘିରି ଘିରି !! ଛୁଆ ଦିନେ

ଛୁଆ ଦିନେ #poem

10 Love

445446a510e2061d0dceac31e59cf714

Kishor majhi

କଲିଆ ବାଦଲ୍ ମେଘ୍ ଢାବି କରି
ଦେକ୍ ତୋ କଲା ନ ଅନ୍ଧାର୍ ,
କୁଆଁରୀ ନନୀ ନୂଆଁ ବିହା ହେଇଛେ
ଦେକ୍ ତୋ ସତେ ମୁନୁଷ କେ କରୁଛେ ବିଜାର୍ !! ବିଜାର୍

ବିଜାର୍

11 Love

445446a510e2061d0dceac31e59cf714

Kishor majhi

ଭାବନା
~~~~~~
ଜୀବନ ଟା ଗୋଟେକ୍  ହେଲେ 
ଭାବନା ଟା ସତେ ଅନେକ୍ ,
କାହିଁକିି କେ ଜାଣି ମନ ଛନ୍ ଛନ୍
ଉଛୁଲି ପଡେ କି .ସତେ ମୁଁ  
ବି ଦିନେ ଭଲ୍ ମଣିଷ  ହେଇଁ 
ଦୁନିଆକେ ଦେଖା ବି ଗୋଟେ ଚମକ୍ !!
ଭାବନା ଟା ଅନେକ୍ ହେଲେ 
ବୁଦ୍ଧି ନାଇଁ ନା ତାର ,
ଚାରି ଆଡେ କିନ୍ଧିରୀ ବୁଲ୍'ସି 
 ହାତ୍ ଗୋଡ୍ ଭାଙ୍ଗି ଯାଇଁଶି ତାର୍ !! ଭାବନା

ଭାବନା

12 Love

445446a510e2061d0dceac31e59cf714

Kishor majhi

ପ୍ରେମର ଆକାର ଠିକ୍ ଜ୍ନହଁ ପରି
ଗୋଲା କାର ରେ ବିୟାପି ଥାଏ ଦୁନିଆରେ ,
କାହିଁକି କେ ଜାଣେ ଅଜଣା ଅଥିତି 
ଅତି ଆପଣାର ହେଇଯାଏ 
ଏ ମାୟା ସଂସାରେ !!
ହଁ ମନରେ ବାଧା ଅସେ   ଅନ୍ୟ  ଦ୍ବାର
ଯିବାକୁ ପଡେ  ,
ସେ ଆଉ କେହିଁ ନୁହଁ ସ୍ନେହ କର୍ତା 
କେତେ ଲାଡ. ଗେଲ ଏକ ମାତ୍ର  ଝିଅ 
ହିଁ ପାଉଁଚ ଚଡେ !! ପ୍ରେମ

ପ୍ରେମ

11 Love

445446a510e2061d0dceac31e59cf714

Kishor majhi

ନିରଲା ଜାଗାରେ  ତୁମେ ଆଉଁ ମୁଁ
କେତେ କଥା ହେଉଁଥିଲା ଛୁଆ ଦିନେ ,
ସେ ଦିନ ଆଉଁ କାହିଁ ତୁ ଚାଲି ଗଲୁ
ତୋର ବାଟରେ .
ମୁଁ ତତେ ଚାହିଁ ଚାହିଁ 
ସତରେ ତୁମେ ମୋ ପାଖରେ  ଥିଲା ଲେଖେ  ବହୁତ ଭାବୁଛି ମନେ !! ଛୁଆ ଦିନେ

ଛୁଆ ଦିନେ

9 Love

445446a510e2061d0dceac31e59cf714

Kishor majhi

ଆଜି ରାତି ଜାଗର ଜାଲି 
ବସିଛି ଏକା ହଠାତ୍ ନିଦ ମାଢି
ଗଲା ଆସିଳା ଗୋଟେ ସ୍ବପନ  ,
ସ୍ବପନ ରେ  ଆସି ପ୍ରଭୁ 
ଜଗନ୍ନାଥ କହିଲେ ନିଶ୍ଚୟ 
ଦୁଃଖିର ଦୁଃଖ ହେବ ଖଣ୍ଡନ !! ଜୟ ଜଗନ୍ନାଥ

ଜୟ ଜଗନ୍ନାଥ #poem

11 Love

445446a510e2061d0dceac31e59cf714

Kishor majhi

କୋଶଲ ମାଟିର୍ ଜନ୍ମ ଆମେ
କେହିଁ ନାଇଁ ପାରେ କାଟି,
ଜେନ୍ତା ପାଏଲେ ହେନ୍ତା କର୍'ସୁ
ନାଚ୍ ଗୀତ୍ ରେ ଆଗେ ଅଛୁ
କେହିଁ ପାରନ୍ ଡାଟି !! କୋଶଲ ମାଟି

କୋଶଲ ମାଟି

11 Love

445446a510e2061d0dceac31e59cf714

Kishor majhi

ଚା ପିସନ୍ ଫୁକି ଫୁକି 
ରୁଟି ଖାଏସ ତରକାରୀ ନ ବୁତି ,
ଲକ୍ ଡାଉନ୍ ହେଲା ଦିନୁ 
ବୁଢି ଯାଉଁଛେ ଶଭ୍'କୋର୍ ଗତି !! ବୁଢି ଗଲା ଗତି

ବୁଢି ଗଲା ଗତି

12 Love

445446a510e2061d0dceac31e59cf714

Kishor majhi

ସଜ ବାଯ ହେଲେ 
କେତେ ସୁନ୍ଦର ,
ଝାଲ୍ ଟିକେ ନିତ୍ରି ପଢ୍'ଲେ 
କଲା ଦିସ୍'ସି ଦେହ ତାର !! ସଜ ବାଯ

ସଜ ବାଯ

11 Love

loader
Home
Explore
Events
Notification
Profile