Nojoto: Largest Storytelling Platform
padminiacharya2764
  • 3Stories
  • 0Followers
  • 0Love
    0Views

Padmini Acharya

  • Popular
  • Latest
  • Video
49040098a1b36576ac8ce3f4d99dcc45

Padmini Acharya

ସମ୍ପର୍କ:

ସମ୍ପର୍କ ସେ ପ୍ରେମ ର,
ସମ୍ପର୍କ ସେ ଜନ୍ମ ଜନ୍ମ ର,
ସମ୍ପର୍କ ସେ ସ୍ନେହ ର,

ଜୀବନ ର ସମୁଦ୍ର ରେ,
ସମ୍ପର୍କ ର ଢେଉ ରେ,
ଜୁଆ ର ତ ଆସେ,
ହେଲେ ସେଇ ଜୁଆର ଯେବେ ଶାନ୍ତ ହେଇଯାଏ,
ତାହା ଥାଏ ଏକ ନିଆରା ରୂପ।  #thirdquotebyme #loveforlifetime #relationships
49040098a1b36576ac8ce3f4d99dcc45

Padmini Acharya

As long as you are not trapped in the lotus swamp, 
You find it beautiful from afar.  #secondquotebyme #selfcomposed #passionforlife #passionforwriting
49040098a1b36576ac8ce3f4d99dcc45

Padmini Acharya

ମୋ କବିତା ର କବି ତୁମେ,
ମୋ ହ୍ରୁଦୟ ର ସ୍ପନ୍ଦନ ତୁମେ,
ମୋ ଖାଲି ସ୍ଥାନ କୁ ଭରିଦେଇଛ ତୁମେ ତୁମ ଭଲ ପାଇବା ରେ।

ମୁଁ ହ୍ରୁଦୟ ହେଲେ ତୁମେ ତୁମେ ମୋ ଶବ୍ଦ,
ମୁଁ କାଗଜ ହେଲେ ତୁମେ ମୋ କଲମ,
ମୁଁ ଲେଖିକା ହେଲେ ତୁମେ ମୋ କାହାଣୀ,
ମୁଁ ଗାୟକ ହେଲେ ତୁମେ ମୋ ସ୍ୱର,
ତୁମଠୁ ଆରମ୍ଭ ଆଉ ତୁମ ଠୀ ଅନ୍ତ।

ଜୀବନ ରେ ଆଗକୁ କେତେ ଯେ ବାଟ ଚାଲିବାର ଅଛି,
ତୁମେ ଥିଲେ ସାଥୀ ରେ ସବୁ ବାଟ ସୁନ୍ଦର,
ହାତ ଧରି ଚାଲିବ ମୁଁ ବାଟ ପଦ ରେ ପଦ ମିଶେଇ,
ନା ମୁଁ ପଛରେ ନା ତୁମେ ପଛରେ,
ଚାଲିବା ଏକାଠି ହୋଇ।  #firstquote #firstquoteofmine #selfmotivation #selfcomposed


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile