Nojoto: Largest Storytelling Platform
tapankumarsahu9721
  • 42Stories
  • 132Followers
  • 288Love
    341Views

ତପନ

ଓଡ଼ିଆ କବିତା.. ଆଉ କୋଶଲି କବିତା

  • Popular
  • Latest
  • Video
5ec00a57c9123de9f4d09fcc64fa90a5

ତପନ

ଆଖି ଆଉ ଲୁହ ଦୁହେଁ ଏକା ନିଜର ଏବେ 
ମୋର ପରିଚୟ 
ତୁମେ ଯେ ଅଶାନ୍ତ ଆକାଶ ll #Moon
5ec00a57c9123de9f4d09fcc64fa90a5

ତପନ

::+ଅବ୍ୟକ୍ତ ::/

କହିପାରିବିନି ବୋଲି  ଦିଅ ମୋତେ କଷ୍ଟ 
ସତ୍ୟ କହିବାର ପରିଣାମ ହେଲି ଆଜି ଦୁଷ୍ଟ ll. 
ଆଖିର ନିଦ ଲିଭିଛି ଯେତେକ ମୋର 
ଭରଣ କିଏ ଅବା କେବେ ବା କରିବା ll
ତଥାପି ତୁମକୁ ପାଉଛି ପାଇବି ଭଲ 
ହେଇଯିବି ପଛେ ଫାଶୀ ସାଙ୍ଗେ ଗେଲ ll 
ତପନ #Love
5ec00a57c9123de9f4d09fcc64fa90a5

ତପନ

ଆକାଶ ଆଉ ତୁମ ଭିତରର. ଫରକ ଟା କଣ ଯେ 
କୁହ ତୁମେ ବି ମା 
ଆଉ ମୋତେ ଜନ୍ମ ଦେଇଛିଯେ ସେ ବି ମା #Earth_Day_2020
5ec00a57c9123de9f4d09fcc64fa90a5

ତପନ

#nojotorap
5ec00a57c9123de9f4d09fcc64fa90a5

ତପନ

 luha
5ec00a57c9123de9f4d09fcc64fa90a5

ତପନ

5ec00a57c9123de9f4d09fcc64fa90a5

ତପନ

5ec00a57c9123de9f4d09fcc64fa90a5

ତପନ

 ଜୟ ମା ସରସ୍ବତୀ

ଜୟ ମା ସରସ୍ବତୀ #nojotophoto

5ec00a57c9123de9f4d09fcc64fa90a5

ତପନ

ନଦୀ ଆରପଟେ ଧୋକାବାଜ ପ୍ରେମିକ ର ଘର 
ତଥାପି ତାହାରି ପ୍ରେମେ ପଡନ୍ତି ହଜାର ହଜାର 
ଫରକ ଖାଲି ବୁଝିବା ରହିଛି 
ହଁ ଠିକ କହିଛି ନା 
ଫରକ ଟା  ଆମ ମନ ରେ ଅଛି  ll 
ଏବେ ବି ଏ ଶବ୍ଦ ସବୁ ଫରକ ଫରକ
ସେହି  ଉତେଇ ବାଲିଆ ମାଟିର 
ଲିପାପୋଛା ଭିତରେ 
ଫଟା ଫରକ ପିନ୍ଧା ଷୋଡ଼ଶୀ ସୁନ୍ଦରୀ 
ଅଧାଗଢ଼ା ସ୍ବପ୍ନ କୁ ଦେଖୁ ଦେଖୁ 
ଆରପଟ ପ୍ରେମିକ ହାବୁଡେ ରେ  
ତା ଜୀବନ ଜୀଇଁ ବାର ଆଶା ଭରସା 
ବାସ ଏତିକି ତ ଫରକ 
କେବେ ସେ ପିନ୍ଧିଥିଲା ଫରକ 
ଆଉ ପ୍ରତାରଣା ହାତରେ ଥିଲା 
ଫରକ ର ନୂଆ ନାମ ଫ୍ରକ ll ଉତେଇ

ଉତେଇ #poem

5ec00a57c9123de9f4d09fcc64fa90a5

ତପନ

loader
Home
Explore
Events
Notification
Profile