Nojoto: Largest Storytelling Platform
satrujitsingh4533
  • 11Stories
  • 42Followers
  • 46Love
    160Views

satrujit singh

  • Popular
  • Latest
  • Video
852885413c340031c60e084db455018b

satrujit singh

शराब कभी "शराब" से मिलके बर्बाद नहीं हुआ
शराब किसी "बर्बाद" से मिलकर बर्बाद हुआ है

©satrujit singh शराब और बर्बाद 

#holdmyhand

शराब और बर्बाद #holdmyhand #शायरी

852885413c340031c60e084db455018b

satrujit singh

किसीने बेहत खूब कहा है..


"जीभ" जलने पर जब "चाय" नहीं छोड़ी
"दिल" जलने पर "इश्क़" क्या खाक छोड़ेंगे l

©satrujit singh
852885413c340031c60e084db455018b

satrujit singh

पति पत्नी के रिश्तेमे
"प्यार" हमेशा "आदत" बनना चाहिए, 
आदत हो जाने के बाद उसमे
 "प्यार" कभी कम होना नहीं चाहिए..

©satrujit singh प्यार वाला आदत

प्यार वाला आदत #लव

852885413c340031c60e084db455018b

satrujit singh

ସବୁ ପ୍ରେମ ଶାଶ୍ଵତ ନୂହେଁ
କି, ସବୁ ପ୍ରେମିକ ବିଶ୍ୱସ୍ତ ନୁହଁନ୍ତି..

©satrujit singh #OneSeason
852885413c340031c60e084db455018b

satrujit singh

"बड़े वो लोग होते हैं, 
जो दूसरों को छोटे नहिं समझते" ll #leaf
852885413c340031c60e084db455018b

satrujit singh

हमेशा हमारे नजरिए से नहिं
 दूसरों की नजरिए से देखो 
तो जिंदगी जीना आसान हो जाएगी... #BEACH_SIDE
852885413c340031c60e084db455018b

satrujit singh

# लबज़ #

मदहोश हो गए हैं
होश मे जो तुमने लिखा है, 
यकीन भी होने लगा है
अंदाजा जो तुम्हें ना था
क्या क्या सब लिख डाला है l

एक एक लबज़ करीब जो आए
छु कर दिल को गुजर गए
रुक भी जाते - छाती मे समेट लेते, 
रोक ना सका तुम्हें ना कभी
ये तो तुम्हारी लबज़ जो हैं l

📝.... शत्रुजीत 
22 अप्रैल ' 20 #कभीकभी_कवितायें

कभीकभी_कवितायें

852885413c340031c60e084db455018b

satrujit singh

Alone  **ସମ୍ପର୍କର ପ୍ରୌଢତ୍ୱ **

ହଁ,
ମୁଁ ଆସିଛି,
ଯଦିଓ ବିଳମ୍ବରେ l
ମୋର ସାକ୍ଷୀ କେହି ନାହିଁ 
ମୋ' ପାଇଁ "ମୁଁ " ହିଁ କାଫି l
ସମୟ ଠୁଁ ସମୟ ନେଇ
ସମ୍ପର୍କ ର ଦ୍ୱାହି ଦେଇ, ଆସିଛି
କଥା ହେବା - ଏକାନ୍ତରେ l

କେବେ 
ମଥା ଛୁଇଁ ଦେଇ ନଥିଲି କଥା
ହେଲେ, କଥାରେ କଥାରେ କଥା ରଖି
ଆସିଛି ପ୍ରତିଶ୍ରୁତି ପାଳନ କରି
ବିଶ୍ବାସ ନ ଭାଙ୍ଗିବା ର ଦୃଢ଼ୋକ୍ତି ନେଇ...

କହୁଥିଲ ପରା 
ହିସାବ ନିକାଶ ହବ- ଆମ ପ୍ରେମର 
ଆସିଲେ କେବେ ....?
ପ୍ରେମ କଣ ଏକ ସଉଦା ଯେ
ହିସାବ ନିକାଶ କରିବ..
ପ୍ରେମ - ଏକ ଅଦୃଶ୍ଯ ବିଶ୍ବାସ, 
ଏକ ଅନନ୍ୟ ଅନୁଭବ,
ସବୁକିଛି ସମର୍ପିଲା ପରେ ବି, 
କିଛି ନଦେଇ ପରିବାର ଅବଶୋଷ ହିଁ - ପ୍ରେମ l

ଭାବୁଛ କି ଆସିବିନି...?
ନା ନା ନା... 
ଆସିବି, ବାରମ୍ବାର ଆସୁଥିବି
ପ୍ରେମ ଯଚେଇବା ପାଇଁ ନୂହେଁ
ବରଂ, ହୃଦୟଙ୍ଗମ କରେଇବା ପାଇଁ l
ପବିତ୍ର ସମ୍ପର୍କର ଆଶ୍ୱସନା ନେଇ, 
ଆମ ପ୍ରେମର ଅୟୁତ ଆୟୁଷ କାମନା କରି l

ବଢିଲେ ବଢୁ - ପ୍ରେମର ବୟସ,
ହୁଏତ, ତୁମେ ବୁଝି-ବୁଝେଇ ଦବ
ଏଇ ପ୍ରେମର ଅନୁଭୂତି
ଆମ ସମ୍ପର୍କର ପ୍ରୌଢତ୍ୱ ରେ ll

©Satrujit Singh
07.04.2020 **ସମ୍ପର୍କର ପ୍ରୌଢତ୍ୱ **
#କେବେକେବେ_କବିତା

**ସମ୍ପର୍କର ପ୍ରୌଢତ୍ୱ ** #କେବେକେବେ_କବିତା

852885413c340031c60e084db455018b

satrujit singh

ଅଳ୍ପ ଶବ୍ଦରେ ବେଶୀ କଥା କହିବାଟା ହିଁ ସାହିତ୍ୟର ଆଧୁନିକତା... I

852885413c340031c60e084db455018b

satrujit singh

ତମେ ଗଲ ଯେ,
ଭଲ ହେଇଥାନ୍ତା
ଯଦି, ତୁମେ ସାଙ୍ଗରେ ନେଇ ଯାଇଥାନ୍ତ...
ଦୁହେଁ ମିଶି ବିତାଇଥିବା - ସମୟ
ସାଙ୍ଗ ହେଇ ଦେଖିଥିବା ଅଲୋଡା - ସପନ
ଓ, ସପନ ଗଣ୍ଠିଲି ରେ ବନ୍ଧା - ଭବିଷ୍ୟତ!!


🖋️Satrujit Singh.

loader
Home
Explore
Events
Notification
Profile