Nojoto: Largest Storytelling Platform
chandrasekharbho6484
  • 147Stories
  • 0Followers
  • 0Love
    0Views

Chandra Sekhar Bhol

  • Popular
  • Latest
  • Video
bf3a20f1b8db11764a902b65c7c2d79b

Chandra Sekhar Bhol

ଯେଉଁ ହେତୁବାଦୀ ମାନେ ମନ୍ତବ୍ୟ ଦେଉଛନ୍ତି, ସନାତନ ସଂକୃତି ମିଥ୍ୟା, ଗ୍ରହ ନକ୍ଷତ୍ରର ପ୍ରଭାବ ବୋଲି କିଛି ନାହିଁ, ପଶୁ ପକ୍ଷୀ ମାନେ ତ ପରାଗ ଗ୍ରହଣ ସମୟରେ ଖାଉଛନ୍ତି, ସେମାନଙ୍କର କଣ ଅସୁବିଧା ହେଇ ଯାଉଛି? ଇତ୍ୟାଦି ଇତ୍ୟାଦି....
ମୋର ସେଇ ତଥାକଥିତ ହେତୁବାଦୀ ମାନଙ୍କୁ ନିବେଦନ, ଦୟାକରି ପୁର୍ଣିମା ଆଉ ଅମାବାସ୍ୟାରେ ସମୁଦ୍ର ଆଡେ ଟିକେ ବୁଲି ଆସନ୍ତୁ l ତାପରେ ବି ଯଦି ଆପଣମାନଙ୍କର ଜ୍ଞାନ ଉଦୟ ନହେଉଛି, ନିଜ ପିଲାଛୁଆଙ୍କୁ କହିଦିଅ, ମଲାପରେ  ତୁମ ଶବକୁ ସଂସ୍କାର ନକରି ଆବର୍ଜନା ପଡୁଥିବା ଜାଗାରେ ଫୋପାଡ଼ି ଦେବେ ଠିକ ଯେପରି ପଶୁ ପକ୍ଷୀ  ମାନଙ୍କର ଶରୀର ମଲାପରେ ଫୋପଡ଼ା ହୋଇଥାଏ (ମଣିଷକୁ ପଶୁ-ପକ୍ଷୀ ସହ ତୁଳନା କରିଥିବାରୁ ମୋର ଏଇପ୍ରକାର ମନ୍ତବ୍ୟ) ତାହାଲେ ଯାଇନା ହେତୁବାଦ ସମସ୍ତଙ୍କ ଦ୍ୱାରା ଆଦୃତ ହେବ 😂🤣

#କିଛି ଆସୁରୀ ପବୃତ୍ତି ମୂର୍ଖ ମାନଙ୍କର ସମାଜ ଆଗରେ ଜ୍ଞାନୀ ସାଜିବାର ଏକ ଅଭିନବ ପ୍ରୟାସ_ହେତୁବାଦ #astrology #astrologer #hinduism
bf3a20f1b8db11764a902b65c7c2d79b

Chandra Sekhar Bhol

ଭଗବାନ, ଗୁରୁଜନ, ଶତ୍ରୁ ଏବଂ ତମକୁ ଘୃଣା କରୁ ଥିବା ପ୍ରତିଟି ବ୍ୟକ୍ତି....
ସର୍ବଦା ଉଚ୍ଚ ଆସନ, ତଥା ଉଚ୍ଚ ସମ୍ମାନ ପାଇବା ଯୋଗ୍ୟ....

 #respect

0 Love

bf3a20f1b8db11764a902b65c7c2d79b

Chandra Sekhar Bhol

Now a days, most of the people are prefering temporary attachments over life time commitment;
Unfortunately, their bonding occurs with the pure hearts!! #fakepeople #fakelove #fakeworld
bf3a20f1b8db11764a902b65c7c2d79b

Chandra Sekhar Bhol

ଜୀବନର ନିଃସଙ୍ଗତାକୁ ଦୂର କରିବାକୁ ଯାଇ,
ହୃଦୟଟି ଅନେକ ବାର ସାଥିଟିଏ ଖୋଜିଛି.....

ସାଥିଟିଏ ମିଳିଗଲା ପରେ.....
କେଜାଣି କାହିଁକି?
ହୃଦୟଟି ପୁଣି ଥରେ ଶୂନ୍ୟତାକୁ ଅନୁଭବ କରିଛି !!

ଖାସ, ସେଇଥି ପାଇଁ ତ.....
ହୃଦୟଟା ଆଜି ନିଃସଙ୍ଗତାକୁ,
ଜୀବନସାଥୀ ରୂପେ ବାଛି ନେଇଛି !!

ଜୀବନର ନିଃସଙ୍ଗତାକୁ ଦୂର କରିବାକୁ ଯାଇ.....



 #selflove #selflovefirst #loveyourself
bf3a20f1b8db11764a902b65c7c2d79b

Chandra Sekhar Bhol

Pani se pyas na bujha, hum amrit dhundne main nikle... 
Dil jab bhagban ki talash main nikla, raste main Gurudev app mile... 
# Guru Poonam 2022 #gurupurnima #guru
bf3a20f1b8db11764a902b65c7c2d79b

Chandra Sekhar Bhol

I was confused whether it is true love or just an attraction for you.....

But the pain of missing confirmed me again and agian, my hearts feels for you ❤ #lovequotes #missingyou #missingsomeone
bf3a20f1b8db11764a902b65c7c2d79b

Chandra Sekhar Bhol

ଉଠିପଡ ରାଇମୋହନ...
ଆଉ ସମସ୍ତଙ୍କୁ ଚକିତ କରି କହିଦିଅ,
"ହେଇ ଅନାନି.....ମୋର ଅଭିନୟଟା କେମିତି ଲାଗିଲା ବା....
ହାଃ ହାଃ ହାଃ "

ଓଁ ଶାନ୍ତି 💐 #RIP Raimohan

#RIP Raimohan

0 Love

bf3a20f1b8db11764a902b65c7c2d79b

Chandra Sekhar Bhol

Just like there is a qualifying mark in an exam, there is a qualifying criteria in everyones' life before which death can't strike...
And that qualifying criteria is inclusive of various responsibilities which differs from person to person just like questions vary in different exams... #life #death #responsibilities
bf3a20f1b8db11764a902b65c7c2d79b

Chandra Sekhar Bhol

According to some persons view, successful people have full of humanity. They are well behaved, down to earth, kind hearted etc. Where as some others describe successful people, exactly the opposite as earlier written...
For me, both of them are correct....
Because for some persons, success is determined and for some success is destinated...
 #success #successful #successfulperson #successful_life
bf3a20f1b8db11764a902b65c7c2d79b

Chandra Sekhar Bhol

The war will be end...
The sky will be clear...
Markets, offices and institutes will reopen...
The economy will be stable...
The presidents and other dignitaries will shake hand and hug each other...
In the mean time, somewhere a parent will keep waiting for their martyred son, a wife will wait for his lovable husband and some little innocents will miss their heroic father to play with...
Praying for peace....
  #stopwar #spreadlove #spreadpeace #spreadloveandjoy
loader
Home
Explore
Events
Notification
Profile