Nojoto: Largest Storytelling Platform

Best କିଛି Shayari, Status, Quotes, Stories

Find the Best କିଛି Shayari, Status, Quotes from top creators only on Nojoto App. Also find trending photos & videos about

  • 9 Followers
  • 11 Stories
    PopularLatestVideo

koushik lenka

#କିଛି ପ୍ରଶ୍ନ ର ସୌନ୍ଦର୍ଯ୍ୟ ଏତେ ବିଭୋର କରେ ଯେ, ତା'ର ଉତ୍ତର ଖୋଜିବାକୁ ଇଛା ହୁଏନା...!! _____________________________________________ ଲେଖନ୍ତୁ କିଛି ମନଛୁଆଁ ଲେଖା ଏହି ଶୀର୍ଷକରେ। #ଅନେକଦିନପରେ #Yqbhaina #yqodia #cinemagraph #Collab #YourQuoteAndMine Collaborating with YourQuote Bhaina

read more
ଅନେକ ଦିନ ପରେ!!
ଆଜି ପୁଣିଥରେ ସେଇ ପ୍ରଶ୍ନଟିଏ
"ମୁଁ" ସଭିଙ୍କ ପାଇଁ ପ୍ରଶ୍ନଚିହ୍ନ (?) ଟିଏ
ହେଇ ରହିଗଲି କାହିଁକି?
ହେଲେ କେବେ କେହି ଚେଷ୍ଟା
କରେନି ସେ ପ୍ରଶ୍ନଚିହ୍ନ ତଳେ
ବଳକା ବିନ୍ଦୁକୁ ନେଇ
କାହା ପୂର୍ଣ୍ଣତା ର ପୂର୍ଣ୍ଣଛେଦ ରେ
ଯୋଡ଼ିଦେବା ଲାଗି....!!
ଅବୁଝା ଅବସୋସ ର
ଶୋଷ ମେଣ୍ଟାଇବା
ଲାଗି ଉଧାର ଆଣିଥିବା ଉଦାହରଣ ବି
ଆଜି ମୌନ ମାନସାଙ୍କ ର
ଶେଷ କ୍ଳିଷ୍ଟ ହେଇ ଅବଧାନେ ଙ୍କ
ମୁଣ୍ଡଳା ଭିତରେ ରହିଗଲା.....!! #କିଛି ପ୍ରଶ୍ନ ର ସୌନ୍ଦର୍ଯ୍ୟ ଏତେ ବିଭୋର କରେ ଯେ, ତା'ର ଉତ୍ତର ଖୋଜିବାକୁ ଇଛା ହୁଏନା...!!
_____________________________________________
ଲେଖନ୍ତୁ କିଛି ମନଛୁଆଁ ଲେଖା ଏହି ଶୀର୍ଷକରେ।

#ଅନେକଦିନପରେ #yqbhaina #yqodia  #cinemagraph #collab  #YourQuoteAndMine
Collaborating with YourQuote Bhaina

Chandra Sekhar Bhol

ଯେଉଁ ହେତୁବାଦୀ ମାନେ ମନ୍ତବ୍ୟ ଦେଉଛନ୍ତି, ସନାତନ ସଂକୃତି ମିଥ୍ୟା, ଗ୍ରହ ନକ୍ଷତ୍ରର ପ୍ରଭାବ ବୋଲି କିଛି ନାହିଁ, ପଶୁ ପକ୍ଷୀ ମାନେ ତ ପରାଗ ଗ୍ରହଣ ସମୟରେ ଖାଉଛନ୍ତି, ସେମାନଙ୍କର କଣ ଅସୁବିଧା ହେଇ ଯାଉଛି? ଇତ୍ୟାଦି ଇତ୍ୟାଦି....
ମୋର ସେଇ ତଥାକଥିତ ହେତୁବାଦୀ ମାନଙ୍କୁ ନିବେଦନ, ଦୟାକରି ପୁର୍ଣିମା ଆଉ ଅମାବାସ୍ୟାରେ ସମୁଦ୍ର ଆଡେ ଟିକେ ବୁଲି ଆସନ୍ତୁ l ତାପରେ ବି ଯଦି ଆପଣମାନଙ୍କର ଜ୍ଞାନ ଉଦୟ ନହେଉଛି, ନିଜ ପିଲାଛୁଆଙ୍କୁ କହିଦିଅ, ମଲାପରେ  ତୁମ ଶବକୁ ସଂସ୍କାର ନକରି ଆବର୍ଜନା ପଡୁଥିବା ଜାଗାରେ ଫୋପାଡ଼ି ଦେବେ ଠିକ ଯେପରି ପଶୁ ପକ୍ଷୀ  ମାନଙ୍କର ଶରୀର ମଲାପରେ ଫୋପଡ଼ା ହୋଇଥାଏ (ମଣିଷକୁ ପଶୁ-ପକ୍ଷୀ ସହ ତୁଳନା କରିଥିବାରୁ ମୋର ଏଇପ୍ରକାର ମନ୍ତବ୍ୟ) ତାହାଲେ ଯାଇନା ହେତୁବାଦ ସମସ୍ତଙ୍କ ଦ୍ୱାରା ଆଦୃତ ହେବ 😂🤣

#କିଛି ଆସୁରୀ ପବୃତ୍ତି ମୂର୍ଖ ମାନଙ୍କର ସମାଜ ଆଗରେ ଜ୍ଞାନୀ ସାଜିବାର ଏକ ଅଭିନବ ପ୍ରୟାସ_ହେତୁବାଦ #astrology #astrologer #hinduism

BIKASH RANJAN

ଫେବୃଆରୀ  ପ୍ରେମ ସପ୍ତାହରେ କେଉଁ ଡେ ବୋଲି ଖୋଜୁ ଖୋଜୁ ମନେ ପଡିଗଲା ଶୀତ ସକାଳର ଆଉ ଟିକେ ଶୋଇ ଯିବାର ନିଦ ତୁ, ଲାଇନ ଚାଲିଗଲେ କୁନି ମହମବତୀ ଟିଏ ତୁ,  ପୁଣି ଗୁପଚୁପ ଖାଇସାରିଲା ପରେ ମାଗୁଥିବା ସେ ଶୁଖିଲାଟିଏର ଖୁସି ତୁ, ବର୍ଷା ପାଗରେ ଥଣ୍ଡା ଲାଗୁଥିବା ବେଳେ ଗରମ ଚା' ଢୋକେ ତୁ। ଫୋନ କରି ଯଦି ପଚାରେ କି ଏବେ କେଉଁ ସପ୍ତାହ, 'ମୁଁ ଜାଣିନି କଣ ଗୋଟେ ଭଲ ଦିନ ହେଇଥିବ ବୋଲି' କହୁଥିବା ହୁଣ୍ଡି ଟିଏ ତୁ। ଯେମିତି ନୂଆ ନୂଆ କଅଁଳ ଖରା ପଡି କାକର ମାନେ ଚକ ଚକ କରନ୍ତି,  ଅମାବାସ୍ୟା ରାତିର ଗାଢ଼ ନିଦ ପରେ ପହିଲି କିରଣ ତୁ। 

#କିଛି କଥା #valentinesweek 
#yqbhaina #yqodia

BIKASH RANJAN

ଫେବୃଆରୀ  ପ୍ରେମ ସପ୍ତାହରେ କେଉଁ ଡେ ବୋଲି ଖୋଜୁ ଖୋଜୁ ମନେ ପଡିଗଲା ଶୀତ ସକାଳର ଆଉ ଟିକେ ଶୋଇ ଯିବାର ନିଦ ତୁ, ଲାଇନ ଚାଲିଗଲେ କୁନି ମହମବତୀ ଟିଏ ତୁ,  ପୁଣି ଗୁପଚୁପ ଖାଇସାରିଲା ପରେ ମାଗୁଥିବା ସେ ଶୁଖିଲାଟିଏର ଖୁସି ତୁ, ବର୍ଷା ପାଗରେ ଥଣ୍ଡା ଲାଗୁଥିବା ବେଳେ ଗରମ ଚା' ଢୋକେ ତୁ। ଫୋନ କରି ଯଦି ପଚାରେ କି ଏବେ କେଉଁ ସପ୍ତାହ, 'ମୁଁ ଜାଣିନି କଣ ଗୋଟେ ଭଲ ଦିନ ହେଇଥିବ ବୋଲି' କହୁଥିବା ହୁଣ୍ଡି ଟିଏ ତୁ। ଯେମିତି ନୂଆ ନୂଆ କଅଁଳ ଖରା ପଡି କାକର ମାନେ ଚକ ଚକ କରନ୍ତି,  ଅମାବାସ୍ୟା ରାତିର ଗାଢ଼ ନିଦ ପରେ ପହିଲି କିରଣ ତୁ। 

#କିଛି କଥା #valentinesweek 
#yqbhaina #yqodia

Krishnaa (Krishnaa)

#କିଛି କଥା କିଛି ବ୍ୟଥା #କ୍ଷତାକ୍ତ_ଅତୀତ #yqodiakabita #Yqbhaina

read more
ତୁମେ ଚାଲିଗଲ ଅଜଣା ରାଇଜେ,
ମୁଁ ରହିଅଛି ଏଠି..
ତୁମେ ହଜିଗଲ ଅଗନା ବନସ୍ତେ,
ମୁଁ ଖୋଜୁଅଛି ଏଠି..
ଚାଲିଗଲ କିମ୍ବା ହଜିଗଲ ତୁମେ,
ପାରୁନି ତ ମୁଁ ଜାଣି..
ମିଛରେ କିମ୍ବା ସତରେ ତୁମେ,
ଯାଇନ ତ ଜାଣିଶୁଣି..
 #କିଛି କଥା କିଛି ବ୍ୟଥା #କ୍ଷତାକ୍ତ_ଅତୀତ #yqodiakabita #yqbhaina

Krishnaa (Krishnaa)

#କିଛି ଏଣୁତେଣୁ ଶବ୍ଦ ଓ ଭାବନାର ର ସମ୍ମିଶ୍ରଣ#ତୁମେ କି ସିଏ??

read more
ତୁମେ କି ସିଏ.??.
ଯିଏ ଛୁପି ଛୁପି ସ୍ୱପ୍ନେ ଆସି..
ମତେ ଛୁଇଁ ଦେଇ ଯାଏ..
ମୋ ନିଦ ଭାଙ୍ଗିଦେଇ..
ଯିଏ ଲୁଚି ଚାଲିଯାଏ...
 #କିଛି ଏଣୁତେଣୁ ଶବ୍ଦ ଓ ଭାବନାର ର ସମ୍ମିଶ୍ରଣ#ତୁମେ କି ସିଏ??

Jyotshna Rani Sahoo

- କ୍ଷମା କରିବେ,ମୁଁ ଦୁଇଦିନ ହେଲା ଡ଼ାକ୍ତରଖାନାରେ ଥିଲି।ଆପଣଙ୍କ ମେସେଜ ର ଆଉ ଉତ୍ତର ରଖିପାରିନି।ଫୋନ୍ ମୋ ବେଷ୍ଟ ଫ୍ରେଣ୍ଡ୍ ଶିବାନୀ ପାଖରେ ଥିଲା। ପ୍ରିୟଙ୍କା ମନେମନେ ଭାବିଥିଲା କି, ତା'ର ' ହେଲୋ ' ବଦଳରେ 'ହାଏ' ଆସିଲେ,ସେଇ 'ହେଲୋ ହାଏ'କୁ ସେଇଠି ପୂର୍ଣ୍ଣଚ୍ଛେଦ ଦେଇଦେବ।କିନ୍ତୁ ଡାକ୍ତରଖାନା କଥା ଦେଖି,ମାନବିକତା ଦୃଷ୍ଟିରୁ ଆଉଥରେ ଦେହ କଥା ପଚାରିବା ଉଚିତ୍ ଭାବିଲା।ଦେଖିଲା ସେ ଅନ୍ ଲାଇନ୍ ଅଛି। ଏଟା ଶେଷଥର।ଯଦି ଆଉଥରେ ବିଳମ୍ବରେ ଉତ୍ତର ଦେଲା,ତାକୁ ସିଧା ଅନ୍ ଫ୍ରେଣ୍ଡ୍ କରିଦେବ।ତା'ର ଏସବୁ ବ୍ୟବହାର, ଯାହାକି ସାମାନ୍ୟ ଥାଏ କିନ୍ତୁ ପ୍ରିୟଙ୍କାକୁ ବହୁତ୍ ହଇରାଣ କରିଲାଣି। ଆଉ ବିଳମ୍ବ ନକରି ତ #yqodia #କିଛି #କିଛିଠାରୁଅଧିକ

read more
#କିଛି ଠାରୁ ଅଧିକ#

ଦ୍ଵିତୀୟ ଭାଗ,,, - କ୍ଷମା କରିବେ,ମୁଁ ଦୁଇଦିନ ହେଲା ଡ଼ାକ୍ତରଖାନାରେ ଥିଲି।ଆପଣଙ୍କ ମେସେଜ ର ଆଉ ଉତ୍ତର ରଖିପାରିନି।ଫୋନ୍ ମୋ ବେଷ୍ଟ ଫ୍ରେଣ୍ଡ୍ ଶିବାନୀ ପାଖରେ ଥିଲା।

ପ୍ରିୟଙ୍କା ମନେମନେ ଭାବିଥିଲା କି, ତା'ର ' ହେଲୋ ' ବଦଳରେ 'ହାଏ' ଆସିଲେ,ସେଇ 'ହେଲୋ ହାଏ'କୁ ସେଇଠି ପୂର୍ଣ୍ଣଚ୍ଛେଦ ଦେଇଦେବ।କିନ୍ତୁ ଡାକ୍ତରଖାନା କଥା ଦେଖି,ମାନବିକତା ଦୃଷ୍ଟିରୁ ଆଉଥରେ ଦେହ କଥା ପଚାରିବା ଉଚିତ୍ ଭାବିଲା।ଦେଖିଲା ସେ ଅନ୍ ଲାଇନ୍ ଅଛି। ଏଟା ଶେଷଥର।ଯଦି ଆଉଥରେ ବିଳମ୍ବରେ ଉତ୍ତର ଦେଲା,ତାକୁ ସିଧା ଅନ୍ ଫ୍ରେଣ୍ଡ୍ କରିଦେବ।ତା'ର ଏସବୁ ବ୍ୟବହାର, ଯାହାକି ସାମାନ୍ୟ ଥାଏ କିନ୍ତୁ ପ୍ରିୟଙ୍କାକୁ ବହୁତ୍ ହଇରାଣ କରିଲାଣି।
ଆଉ ବିଳମ୍ବ ନକରି ତ

Tafizul Sambalpuri

#କିଛି ନୂଆ #କବିତା

read more
mute video

Riyu_aishu

# କିଛି ପୁରୁଣା ସ୍ମତି #ପିଲାଦିନ କଥା #କିଛି ଅଭୁଲା ଦିନ #ଓଡିଆ ଲେଖା nojoto odia #odia writing #Childhood memories

read more
'ମନେ ପଡେ କାଇଁ ଆଜି ସେ ପିଲା ଦିନ କଥା'
ସେଇ ଶ୍ରେଣୀ ଗୃହ କଥା
ଅବା  ପୁରୁଣା ସାଥି କଥା,
ଇଚ୍ଛା ହୁଏ କାଇଁ ଫେରି ଯିବାକୁ
ସେଇ ସାଂଗ ସାଥି ମେଳରେ,
ଇଚ୍ଛା ହୁଏ ମଜି ଯିବାକୁ
ସେଇ ଅତିତ ଖେଳରେ,
ନା କିଛି ଚିନ୍ତା ନା କିଛି ଦୁଃଖ
 ମନ ହୁଏ ଅତିତ ସ୍ମତି କୋଳରେ  ଫେରିବାକୁ ,
'ମନେ ପଡେ କାଇଁ ଆଜି ସେ ପିଲା ଦିନ କଥା' # କିଛି ପୁରୁଣା ସ୍ମତି #ପିଲାଦିନ କଥା
#କିଛି ଅଭୁଲା ଦିନ #ଓଡିଆ ଲେଖା
#nojoto odia #odia writing
#childhood memories

Swagatika Nayak

#କିଛି ମନ କଥା #poem

read more
mute video
loader
Home
Explore
Events
Notification
Profile