Nojoto: Largest Storytelling Platform
puspitadash5187
  • 187Stories
  • 59Followers
  • 5.3KLove
    2.5KViews

Puspita Dash

A Poet : A Dreamer

  • Popular
  • Latest
  • Video
c4e38abf68216ecf51f526727b91f86d

Puspita Dash

Unsplash "Self-care is how you take your power back." — Lalah Delia

©Puspita Dash #snow "Self-care is how you take your power back." — Lalah Delia

#snow "Self-care is how you take your power back." — Lalah Delia #କବିତା

c4e38abf68216ecf51f526727b91f86d

Puspita Dash

Unsplash "Time you enjoy wasting is not wasted time."

©Puspita Dash #snow "Time you enjoy wasting is not wasted time."

#snow "Time you enjoy wasting is not wasted time." #କବିତା

c4e38abf68216ecf51f526727b91f86d

Puspita Dash

ଆଦି ଶଙ୍କରାଚାର୍ଯ୍ୟଙ୍କ ଲିଖିତ ଭଜଗୋବିନ୍ଦମ୍ 

ସତ୍ ସଙ୍ଗତ୍ବେ ନିସଙ୍ଗତ୍ବଂ
ନିସ୍ସଙ୍ଗତ୍ବେ ନିର୍ମୋହତ୍ବମ୍
ନିର୍ମୋହତ୍ବେ ନିଶ୍ଚଳତତ୍ତ୍ବଂ
ନିଶ୍ଚଳତତ୍ତ୍ବେ ଜୀବନ୍ମୁକ୍ତିଃ

ସାରମର୍ମ ପଦ୍ୟରୂପ ଓଡିଆରେ

ସତ୍ ସଙ୍ଗେ ସଜ୍ଜନଙ୍କ 
      ସାଂସାରିକ ଆକର୍ଷଣ,
ସମାପ୍ତ ହୁଏ ଯେ ସବୁ 
      ଶୂନ୍ୟ ଗର୍ଭେ ହୁଏ ଲୀନ;
ଆକର୍ଷଣ ଚାଲିଗଲେ 
      ମୋହର ବି ହୁଏ ଅନ୍ତ,
ଅଜ୍ଞାନର ଶେଷ ହୁଏ 
      ଯେବେ ମୋହ ହୁଏ ନଷ୍ଟ;
ମନଟି ଏକାଗ୍ର ହୁଏ 
      ଅଜ୍ଞାନର ଅନ୍ତ କାଳେ,
ଏକାଗ୍ର ଚିତ୍ତର ବ୍ୟକ୍ତି 
      ମୁକ୍ତି ଅଧିକାରୀ ହେଳେ ।।

©Puspita Dash ଆଦି ଶଙ୍କରାଚାର୍ଯ୍ୟଙ୍କ ଲିଖିତ ଭଜଗୋବିନ୍ଦମ୍ 

ସତ୍ ସଙ୍ଗତ୍ବେ ନିସଙ୍ଗତ୍ବଂ
ନିସ୍ସଙ୍ଗତ୍ବେ ନିର୍ମୋହତ୍ବମ୍
ନିର୍ମୋହତ୍ବେ ନିଶ୍ଚଳତତ୍ତ୍ବଂ
ନିଶ୍ଚଳତତ୍ତ୍ବେ ଜୀବନ୍ମୁକ୍ତିଃ

ସାରମର୍ମ ପଦ୍ୟରୂପ ଓଡିଆରେ

ଆଦି ଶଙ୍କରାଚାର୍ଯ୍ୟଙ୍କ ଲିଖିତ ଭଜଗୋବିନ୍ଦମ୍ ସତ୍ ସଙ୍ଗତ୍ବେ ନିସଙ୍ଗତ୍ବଂ ନିସ୍ସଙ୍ଗତ୍ବେ ନିର୍ମୋହତ୍ବମ୍ ନିର୍ମୋହତ୍ବେ ନିଶ୍ଚଳତତ୍ତ୍ବଂ ନିଶ୍ଚଳତତ୍ତ୍ବେ ଜୀବନ୍ମୁକ୍ତିଃ ସାରମର୍ମ ପଦ୍ୟରୂପ ଓଡିଆରେ #କବିତା

c4e38abf68216ecf51f526727b91f86d

Puspita Dash

The greater the obstacle, the more glory in overcoming it.
- Moliere

©Puspita Dash #leafbook The greater the obstacle, the more glory in overcoming it.
- Moliere

#leafbook The greater the obstacle, the more glory in overcoming it. - Moliere #ଜୀବନ

c4e38abf68216ecf51f526727b91f86d

Puspita Dash

Unsplash Never Waste Your Feelings On People Who Don't Value Them.

©Puspita Dash #leafbook Never Waste Your Feelings On People Who Don't Value Them.

#leafbook Never Waste Your Feelings On People Who Don't Value Them. #କବିତା

c4e38abf68216ecf51f526727b91f86d

Puspita Dash

ଇଚ୍ଛାପତ୍ର

କବିତା ତ ମୋର କେଉଁ ଜନମର 
ଅଦେଖା ଅଲିଭା ସୂତ୍ର,
ଲକ୍ଷେ ଫଗୁଣର ରଙ୍ଗ ଚୋରାଇ 
ଜୀବନ ଗଢିବା ମନ୍ତ୍ର;

ପୁଷ୍ପ ଉପବନ ସ୍ନିଗ୍ଧ ମହକ 
ସବୁରି ଜୀବନେ ଥାଉ,
ବାସନ୍ତୀ ସନ୍ଧ୍ୟା ଶରତ ସକାଳ 
ଆନନ୍ଦ ବିଭୋର ହେଉ;

ଅଧରରେ ହସ ସଦା ଅମଳିନ
ରହିଥାଉ ଚିରନ୍ତନ,
ବକୁଳ ମହକେ ଗଭା ମହକିତ
ହସୁ ସଦା ଗୃହାଙ୍ଗନ;

ଝୁରିବା ଝରିବା ଇଏ ତ ଜୀବନ
ସୁଖ ଦୁଃଖ ଚକ୍ରଟିଏ,
ଏକ ପରେ ଆନ ଆସିବ ମୁହୂର୍ତ୍ତ 
ଭାଗ୍ୟ ଚକ୍ର ସୂତା ଖିଏ;

ଶୋକରେ ଆକୁଳ ହୁଅନାହିଁ କେବେ
ଆର୍ଦ୍ର ଲେଖନୀ ଚାଲେ ,
ତୀବ୍ର ଜୀଜୀବିଷା ଆଲୋକର ରେଖା
ଥାଉ ଏ ଜୀବନ ଧାରେ।

©Puspita Dash #leafbook ଇଚ୍ଛାପତ୍ର

କବିତା ତ ମୋର କେଉଁ ଜନମର 
ଅଦେଖା ଅଲିଭା ସୂତ୍ର,
ଲକ୍ଷେ ଫଗୁଣର ରଙ୍ଗ ଚୋରାଇ 
ଜୀବନ ଗଢିବା ମନ୍ତ୍ର;

ପୁଷ୍ପ ଉପବନ ସ୍ନିଗ୍ଧ ମହକ

#leafbook ଇଚ୍ଛାପତ୍ର କବିତା ତ ମୋର କେଉଁ ଜନମର ଅଦେଖା ଅଲିଭା ସୂତ୍ର, ଲକ୍ଷେ ଫଗୁଣର ରଙ୍ଗ ଚୋରାଇ ଜୀବନ ଗଢିବା ମନ୍ତ୍ର; ପୁଷ୍ପ ଉପବନ ସ୍ନିଗ୍ଧ ମହକ

c4e38abf68216ecf51f526727b91f86d

Puspita Dash

ବହୁତ ଦିନ ପରେ ସମୟ ମିଳିଛି କିଛି ଲେଖିବାକୁ
:)

କାଳାନ୍ତର
😊😊😊😊
ସମୟ କେବେ ବି ମାଡି ପଡିବନି 
ସରଳ କର୍ମ ପନ୍ଥା
ସତତ ଦୀପ୍ତ ଅନ୍ତର ତଳେ 
ଶବ୍ଦଙ୍କ ନୀରବତା

ସମୟ ସାଥିରେ ମିଳାଇବ ପଦ 
ନୀରବ ସାଧକ ଯିଏ
ଭାଇ ବନ୍ଧୁ ସଖା ବାଟ ଚାଲୁଥିଲେ 
ଭିନ୍ନ ଲକ୍ଷ୍ୟଟିଏ

ସମୟର ଗତି ଦୁନିର୍ବାର ଅତି 
କାଳ ମହାକାଳ ଲୀନ
ସ୍ନେହ ଓ ଶ୍ରଦ୍ଧାରେ ବନ୍ଧା ମଣିଷ 
ଆଡମ୍ବର ମୂଲ୍ୟହୀନ

ସମୟ ସରେନା ସରିଯାଏ ବାଟ 
କାଳ ନାହିଁ ମହାଶୂନ୍ୟେ
ଅସଂଖ୍ୟ ଆସନ୍ତି ଯାଆନ୍ତି ଧରାରୁ 
କିଏ ବା ରଖୁଛି ମନେ!!!

©Puspita Dash ବହୁତ ଦିନ ପରେ ସମୟ ମିଳିଛି କିଛି ଲେଖିବାକୁ
:)

କାଳାନ୍ତର
😊😊😊😊
ସମୟ କେବେ ବି ମାଡି ପଡିବନି 
ସରଳ କର୍ମ ପନ୍ଥା
ସତତ ଦୀପ୍ତ ଅନ୍ତର ତଳେ

ବହୁତ ଦିନ ପରେ ସମୟ ମିଳିଛି କିଛି ଲେଖିବାକୁ :) କାଳାନ୍ତର 😊😊😊😊 ସମୟ କେବେ ବି ମାଡି ପଡିବନି ସରଳ କର୍ମ ପନ୍ଥା ସତତ ଦୀପ୍ତ ଅନ୍ତର ତଳେ #କବିତା

c4e38abf68216ecf51f526727b91f86d

Puspita Dash

ଯଶସ୍ବୀ କବି ଶ୍ରୀଯୁକ୍ତ ବିପିନ୍ ନାୟକଙ୍କ ଏକ କବିତା ରେ ମୋ କମେଣ୍ଟ ଏଇଟି
ଆଶା ଭଲ ଲାଗିବ

ଡାକ

ଡାକିବିନି 
ଆଉ ଡାକିବିନି 
ଥରେ ବି ତୁମକୁ
ତମେ ଶୁଣୁଛ ତ!
ଚେଇଁ ଶୋଇ ପଡିଛ!!
ଖାସ୍ ସେଥିପାଇଁ 
ଆଉ ଡାକିବିନି
ନଈ ହେଲ ..ବହିଗଲ 
ହେଲ ପ୍ରତିବିମ୍ବଟିଏ 
କାହାର??
ମୋର...!!
ଛାଇ ହେଲ...କା ହେଲ
ମଝିନଈରେ କିଏ ମାଗିଲା ହୃତ୍ ପିଣ୍ଡ!!
ତାଳ ତମାଳ ବନରୁ ଡାକୁଛି ମୁଁ
ଉତ୍ତର ଦେଉଛି ପ୍ରତିଧ୍ବନି
ଶୂନ୍ୟତା ଦେଉଛି ପ୍ରତିଶ୍ରୁତି
ପବନରେ ଉଡୁଛି ଶବ୍ଦ
ଶାଳ୍ମଳୀ ବନରେ
କାଶଫୁଲର କେଶଗୁଚ୍ଛରେ
ହଜିଯାଉଛି 
ମିଶିଯାଉଛି..
ଚିଲିକା ବକ୍ଷରେ
ଧୀବର ଗୀତରେ
ରାମ ଯେ ଲଇକ୍ଷଣ ଗଲେ ମୃଗ ମାରି..

©Puspita Dash ଯଶସ୍ବୀ କବି ଶ୍ରୀଯୁକ୍ତ ବିପିନ୍ ନାୟକଙ୍କ ଏକ କବିତା ରେ ମୋ କମେଣ୍ଟ ଏଇଟି
ଆଶା ଭଲ ଲାଗିବ

ଡାକ

ଡାକିବିନି 
ଆଉ ଡାକିବିନି 
ଥରେ ବି ତୁମକୁ

ଯଶସ୍ବୀ କବି ଶ୍ରୀଯୁକ୍ତ ବିପିନ୍ ନାୟକଙ୍କ ଏକ କବିତା ରେ ମୋ କମେଣ୍ଟ ଏଇଟି ଆଶା ଭଲ ଲାଗିବ ଡାକ ଡାକିବିନି ଆଉ ଡାକିବିନି ଥରେ ବି ତୁମକୁ

c4e38abf68216ecf51f526727b91f86d

Puspita Dash

ଆଜି ଆରାଧନା ଦିବସ ।୨୪.୪.୨୪
ଭଗବାନ ଶ୍ରୀ ଶ୍ରୀ ସତ୍ୟନାରାୟଣଙ୍କର ଶ୍ରୀ ଶ୍ରୀ ସତ୍ୟସାଇବାବାଙ୍କର ଦେହତ୍ୟାଗର ଦିବସ।ସମସ୍ତ ସାଇଆଶ୍ରିତ ଭାଇଭଉଣୀଙ୍କୁ,ଅସଂଖ୍ୟ ବାଳବିକାଶ ଶିଶୁଙ୍କୁ ମୋର ସପ୍ରେମ ସାଇରାମ।ଈଶ୍ବରଙ୍କ କରୁଣାର ଛତ୍ରଛାୟାରେ ସମସ୍ତେ ରହନ୍ତୁ। ସାଇରାମ।।
ପୁଷ୍ପିତାଦାଶ
ବାଳବିକାଶ ଗୁରୁ
ଜିଲ୍ଲା ଶିକ୍ଷା ସଂଯୋଜିକା

କରୁଣାବତାର ସାଇହେ ତୁମେ କୃପା ବାରିଧି
ହୃଦୟେ ଆସୀନ ଭକ୍ତର ତୁମେ ଅମୂଲ୍ୟ ନିଧି

ଅମୃତ ତୁଲ୍ୟ ଏ ବିଭୂତି ଆମ ବିପଦ ହରେ 
ଦୁଃଖ ଶୋକକୁ ଏ ପ୍ରସାଦ ସଦା ଦୂର ହିଁ କରେ

ପାଦ ପଦ୍ମେ ରଖି ମତି ମୋ ବାହେ ଜୀବନ ଡଙ୍ଗା
ସୁଖ ଦୁଃଖ ସମ ଭାବରେ ବହେ ଜୀବନ ଗଙ୍ଗା

ରହିଛି ରହିବ ବିଶ୍ବାସ ତୁମେ ହୃଦୟ ସାଇଁ
ବିଷମ ସମୟେ ପ୍ରଭୁ ହେ ତୁମ ବିନା କେ ନାହିଁ

©Puspita Dash ଆଜି ଆରାଧନା ଦିବସ ।୨୪.୪.୨୪
ଭଗବାନ ଶ୍ରୀ ଶ୍ରୀ ସତ୍ୟନାରାୟଣଙ୍କର ଶ୍ରୀ ଶ୍ରୀ ସତ୍ୟସାଇବାବାଙ୍କର ଦେହତ୍ୟାଗର ଦିବସ।ସମସ୍ତ ସାଇଆଶ୍ରିତ ଭାଇଭଉଣୀଙ୍କୁ,ଅସଂଖ୍ୟ ବାଳବିକାଶ ଶିଶୁଙ୍କୁ ମୋର ସପ୍ରେମ ସାଇରାମ।ଈଶ୍ବରଙ୍କ କରୁଣାର ଛତ୍ରଛାୟାରେ ସମସ୍ତେ ରହନ୍ତୁ। ସାଇରାମ।।
ପୁଷ୍ପିତାଦାଶ
ବାଳବିକାଶ ଗୁରୁ
ଜିଲ୍ଲା ଶିକ୍ଷା ସଂଯୋଜିକା

କରୁଣାବତାର ସାଇହେ ତୁମେ କୃପା ବାରିଧି
ହୃଦୟେ ଆସୀନ ଭକ୍ତର ତୁମେ ଅମୂଲ୍ୟ ନିଧି

ଆଜି ଆରାଧନା ଦିବସ ।୨୪.୪.୨୪ ଭଗବାନ ଶ୍ରୀ ଶ୍ରୀ ସତ୍ୟନାରାୟଣଙ୍କର ଶ୍ରୀ ଶ୍ରୀ ସତ୍ୟସାଇବାବାଙ୍କର ଦେହତ୍ୟାଗର ଦିବସ।ସମସ୍ତ ସାଇଆଶ୍ରିତ ଭାଇଭଉଣୀଙ୍କୁ,ଅସଂଖ୍ୟ ବାଳବିକାଶ ଶିଶୁଙ୍କୁ ମୋର ସପ୍ରେମ ସାଇରାମ।ଈଶ୍ବରଙ୍କ କରୁଣାର ଛତ୍ରଛାୟାରେ ସମସ୍ତେ ରହନ୍ତୁ। ସାଇରାମ।। ପୁଷ୍ପିତାଦାଶ ବାଳବିକାଶ ଗୁରୁ ଜିଲ୍ଲା ଶିକ୍ଷା ସଂଯୋଜିକା କରୁଣାବତାର ସାଇହେ ତୁମେ କୃପା ବାରିଧି ହୃଦୟେ ଆସୀନ ଭକ୍ତର ତୁମେ ଅମୂଲ୍ୟ ନିଧି #କବିତା

c4e38abf68216ecf51f526727b91f86d

Puspita Dash

24th April 

ଫେରିଆସ ସାଇ ମୋର
~~~~~~~~~~~
~~~~~~~~~~~~

ନର ଦେହେ ନାରାୟଣ 
           ଆସିଥିଲ ଅବତରି
ଦୁଃଖ ଦୁର୍ଦ୍ଦିନରେ ପ୍ରଭୁ 
          ନିଅ ତୁମେ ହାତ ଧରି

ଏ ଭବ ସଂସାର ତୁଚ୍ଛ 
          ଅଳୀକ ଏ ମୋହ ମାୟା
ଜୀବନ ଏ ମରୁଭୂମି 
          ତୁମେ ଘଞ୍ଚ ତରୁଛାୟା

କରୁଣାରେ ପୂର୍ଣ୍ଣ ଚକ୍ଷୁ 
            ବରଦ ହସ୍ତ ମୋ ଶିରେ
ସୁକୋମଳ ପଦ୍ମପାଦ 
           ଅଙ୍କିତ ଏ ହୃଦୟରେ

ନାବ ତୁମେ ନାବିକ ମୋ 
             ସଂସାର ଜଳଧି ଜଳେ
ପଥ ପ୍ରଦର୍ଶକ ସାଇ 
           ଭବ ଘଞ୍ଚ ବନାନୀରେ

ଥିଲ,ଅଛ,ଥିବ ତୁମେ 
          ଜୀବନରେ ମାତୃସମା
ସବୁରି ହୃଦୟେ  ଥାଉ 
          ସତ୍ୟ, ଦୟା,ଶାନ୍ତି,କ୍ଷମା

ତୁମେ ସାଇ ପିତାମାତା,
          ବନ୍ଧୁ,ସଖା ତୁମେ ମୋର
ରୋଗ,ଦୁଃଖ,ଭୟ,କଷ୍ଟ 
          ଜଗତରୁ କର ଦୂର।।

©Puspita Dash 24th April 

ଫେରିଆସ ସାଇ ମୋର
~~~~~~~~~~~
~~~~~~~~~~~~

ନର ଦେହେ ନାରାୟଣ 
           ଆସିଥିଲ ଅବତରି

24th April ଫେରିଆସ ସାଇ ମୋର ~~~~~~~~~~~ ~~~~~~~~~~~~ ନର ଦେହେ ନାରାୟଣ ଆସିଥିଲ ଅବତରି #କବିତା

loader
Home
Explore
Events
Notification
Profile