Nojoto: Largest Storytelling Platform
puspitadash5187
  • 377Stories
  • 59Followers
  • 5.4KLove
    2.5KViews

Puspita Dash

A Poet : A Dreamer

  • Popular
  • Latest
  • Video
c4e38abf68216ecf51f526727b91f86d

Puspita Dash

ଗୋଟିଏ ଆତ୍ମାର କ୍ରନ୍ଦନ ଖେଳୁ କୋଟିଏ ପ୍ରାଣେ,
ଏ ହେଉ ଅନ୍ତିମ ଯନ୍ତ୍ରଣା
ଶୋକ ରହୁ ଏ ମନେ।।ପୁଷ୍ପିତା ଦାଶ୍

©Puspita Dash ଗୋଟିଏ ଆତ୍ମାର କ୍ରନ୍ଦନ ଖେଳୁ କୋଟିଏ ପ୍ରାଣେ,
ଏ ହେଉ ଅନ୍ତିମ ଯନ୍ତ୍ରଣା
ଶୋକ ରହୁ ଏ ମନେ।।ପୁଷ୍ପିତା ଦାଶ୍

ଗୋଟିଏ ଆତ୍ମାର କ୍ରନ୍ଦନ ଖେଳୁ କୋଟିଏ ପ୍ରାଣେ, ଏ ହେଉ ଅନ୍ତିମ ଯନ୍ତ୍ରଣା ଶୋକ ରହୁ ଏ ମନେ।।ପୁଷ୍ପିତା ଦାଶ୍ #କବିତା

c4e38abf68216ecf51f526727b91f86d

Puspita Dash

New Year 2024-25 Another day, another chance to make your dreams come true. Believe in yourself and make today amazing!

©Puspita Dash #newyear2025
#mydiary 

Another day, another chance to make your dreams come true. Believe in yourself and make today amazing! 💪✨

#Newyear2025 #mydiary Another day, another chance to make your dreams come true. Believe in yourself and make today amazing! 💪✨ #ଜୀବନ

c4e38abf68216ecf51f526727b91f86d

Puspita Dash

"Many of life's failures are people who did not realize how close they were to success when they gave up." – Thomas Edison

©Puspita Dash #newyearresolutions "Many of life's failures are people who did not realize how close they were to success when they gave up." – Thomas Edison

#newyearresolutions "Many of life's failures are people who did not realize how close they were to success when they gave up." – Thomas Edison #କବିତା

c4e38abf68216ecf51f526727b91f86d

Puspita Dash

Unsplash "Self-care is how you take your power back." — Lalah Delia

©Puspita Dash #snow "Self-care is how you take your power back." — Lalah Delia

#snow "Self-care is how you take your power back." — Lalah Delia #କବିତା

c4e38abf68216ecf51f526727b91f86d

Puspita Dash

Unsplash "Time you enjoy wasting is not wasted time."

©Puspita Dash #snow "Time you enjoy wasting is not wasted time."

#snow "Time you enjoy wasting is not wasted time." #କବିତା

c4e38abf68216ecf51f526727b91f86d

Puspita Dash

ଆଦି ଶଙ୍କରାଚାର୍ଯ୍ୟଙ୍କ ଲିଖିତ ଭଜଗୋବିନ୍ଦମ୍ 

ସତ୍ ସଙ୍ଗତ୍ବେ ନିସଙ୍ଗତ୍ବଂ
ନିସ୍ସଙ୍ଗତ୍ବେ ନିର୍ମୋହତ୍ବମ୍
ନିର୍ମୋହତ୍ବେ ନିଶ୍ଚଳତତ୍ତ୍ବଂ
ନିଶ୍ଚଳତତ୍ତ୍ବେ ଜୀବନ୍ମୁକ୍ତିଃ

ସାରମର୍ମ ପଦ୍ୟରୂପ ଓଡିଆରେ

ସତ୍ ସଙ୍ଗେ ସଜ୍ଜନଙ୍କ 
      ସାଂସାରିକ ଆକର୍ଷଣ,
ସମାପ୍ତ ହୁଏ ଯେ ସବୁ 
      ଶୂନ୍ୟ ଗର୍ଭେ ହୁଏ ଲୀନ;
ଆକର୍ଷଣ ଚାଲିଗଲେ 
      ମୋହର ବି ହୁଏ ଅନ୍ତ,
ଅଜ୍ଞାନର ଶେଷ ହୁଏ 
      ଯେବେ ମୋହ ହୁଏ ନଷ୍ଟ;
ମନଟି ଏକାଗ୍ର ହୁଏ 
      ଅଜ୍ଞାନର ଅନ୍ତ କାଳେ,
ଏକାଗ୍ର ଚିତ୍ତର ବ୍ୟକ୍ତି 
      ମୁକ୍ତି ଅଧିକାରୀ ହେଳେ ।।

©Puspita Dash ଆଦି ଶଙ୍କରାଚାର୍ଯ୍ୟଙ୍କ ଲିଖିତ ଭଜଗୋବିନ୍ଦମ୍ 

ସତ୍ ସଙ୍ଗତ୍ବେ ନିସଙ୍ଗତ୍ବଂ
ନିସ୍ସଙ୍ଗତ୍ବେ ନିର୍ମୋହତ୍ବମ୍
ନିର୍ମୋହତ୍ବେ ନିଶ୍ଚଳତତ୍ତ୍ବଂ
ନିଶ୍ଚଳତତ୍ତ୍ବେ ଜୀବନ୍ମୁକ୍ତିଃ

ସାରମର୍ମ ପଦ୍ୟରୂପ ଓଡିଆରେ

ଆଦି ଶଙ୍କରାଚାର୍ଯ୍ୟଙ୍କ ଲିଖିତ ଭଜଗୋବିନ୍ଦମ୍ ସତ୍ ସଙ୍ଗତ୍ବେ ନିସଙ୍ଗତ୍ବଂ ନିସ୍ସଙ୍ଗତ୍ବେ ନିର୍ମୋହତ୍ବମ୍ ନିର୍ମୋହତ୍ବେ ନିଶ୍ଚଳତତ୍ତ୍ବଂ ନିଶ୍ଚଳତତ୍ତ୍ବେ ଜୀବନ୍ମୁକ୍ତିଃ ସାରମର୍ମ ପଦ୍ୟରୂପ ଓଡିଆରେ #କବିତା

c4e38abf68216ecf51f526727b91f86d

Puspita Dash

The greater the obstacle, the more glory in overcoming it.
- Moliere

©Puspita Dash #leafbook The greater the obstacle, the more glory in overcoming it.
- Moliere

#leafbook The greater the obstacle, the more glory in overcoming it. - Moliere #ଜୀବନ

c4e38abf68216ecf51f526727b91f86d

Puspita Dash

Unsplash Never Waste Your Feelings On People Who Don't Value Them.

©Puspita Dash #leafbook Never Waste Your Feelings On People Who Don't Value Them.

#leafbook Never Waste Your Feelings On People Who Don't Value Them. #କବିତା

c4e38abf68216ecf51f526727b91f86d

Puspita Dash

ଇଚ୍ଛାପତ୍ର

କବିତା ତ ମୋର କେଉଁ ଜନମର 
ଅଦେଖା ଅଲିଭା ସୂତ୍ର,
ଲକ୍ଷେ ଫଗୁଣର ରଙ୍ଗ ଚୋରାଇ 
ଜୀବନ ଗଢିବା ମନ୍ତ୍ର;

ପୁଷ୍ପ ଉପବନ ସ୍ନିଗ୍ଧ ମହକ 
ସବୁରି ଜୀବନେ ଥାଉ,
ବାସନ୍ତୀ ସନ୍ଧ୍ୟା ଶରତ ସକାଳ 
ଆନନ୍ଦ ବିଭୋର ହେଉ;

ଅଧରରେ ହସ ସଦା ଅମଳିନ
ରହିଥାଉ ଚିରନ୍ତନ,
ବକୁଳ ମହକେ ଗଭା ମହକିତ
ହସୁ ସଦା ଗୃହାଙ୍ଗନ;

ଝୁରିବା ଝରିବା ଇଏ ତ ଜୀବନ
ସୁଖ ଦୁଃଖ ଚକ୍ରଟିଏ,
ଏକ ପରେ ଆନ ଆସିବ ମୁହୂର୍ତ୍ତ 
ଭାଗ୍ୟ ଚକ୍ର ସୂତା ଖିଏ;

ଶୋକରେ ଆକୁଳ ହୁଅନାହିଁ କେବେ
ଆର୍ଦ୍ର ଲେଖନୀ ଚାଲେ ,
ତୀବ୍ର ଜୀଜୀବିଷା ଆଲୋକର ରେଖା
ଥାଉ ଏ ଜୀବନ ଧାରେ।

©Puspita Dash #leafbook ଇଚ୍ଛାପତ୍ର

କବିତା ତ ମୋର କେଉଁ ଜନମର 
ଅଦେଖା ଅଲିଭା ସୂତ୍ର,
ଲକ୍ଷେ ଫଗୁଣର ରଙ୍ଗ ଚୋରାଇ 
ଜୀବନ ଗଢିବା ମନ୍ତ୍ର;

ପୁଷ୍ପ ଉପବନ ସ୍ନିଗ୍ଧ ମହକ

#leafbook ଇଚ୍ଛାପତ୍ର କବିତା ତ ମୋର କେଉଁ ଜନମର ଅଦେଖା ଅଲିଭା ସୂତ୍ର, ଲକ୍ଷେ ଫଗୁଣର ରଙ୍ଗ ଚୋରାଇ ଜୀବନ ଗଢିବା ମନ୍ତ୍ର; ପୁଷ୍ପ ଉପବନ ସ୍ନିଗ୍ଧ ମହକ

c4e38abf68216ecf51f526727b91f86d

Puspita Dash

Happy Childrens Day 
କଳି ତୁମେ ବଗିଚାର

କୁନି କୁନି କଳି ତୁମେ 
      ଫୁଲ ହୋଇ ଫୁଟିବ
ପିଲେ ତୁମ ସୁରଭି ଯେ 
      ଦିଗ୍ ବିଦିଗେ ଛୁଟିବ,

ଲକ୍ଷ୍ୟ ତୁମ ଉଚ୍ଚ ରଖ 
      ବହୁ ଦୂର ତୁମେ ଯିବ
ଚକ୍ଷୁ ଭରା ସ୍ବପ୍ନ ତୁମ
      ସବୁ ସତ ହୋଇବ,
 
ଜବାହର ତୁମ ମଧ୍ୟେ 
      ଶାସ୍ତ୍ରୀ ଗାନ୍ଧୀ ସୁଭାଷ
ଡରିବନି ହାରିବନି 
      ବିତରିବ ସୁବାସ,

ଆଗରେ ଅନନ୍ତ ପଥ
      ଶିଶୁ ତୁମେ କୁନି ପାଦ
ଥକିବନି ରହିବନି 
       ନ ରହୁ ତ ବିଷାଦ।।

©Puspita Dash  Hinduism

very good morning to you all
Happy children's Day

କଳି ତୁମେ ବଗିଚାର

କୁନି କୁନି କଳି ତୁମେ

Hinduism very good morning to you all Happy children's Day କଳି ତୁମେ ବଗିଚାର କୁନି କୁନି କଳି ତୁମେ #କବିତା

loader
Home
Explore
Events
Notification
Profile