Nojoto: Largest Storytelling Platform
shashankasekharr4351
  • 368Stories
  • 50Followers
  • 3.2KLove
    0Views

shashanka sekhar Ray

  • Popular
  • Latest
  • Video
e60906d95f628d0a8f3cb983590f1f2e

shashanka sekhar Ray

ଚାରିଆଡେ ଖାଲି ଆଜି କୋଳାହଳ
ସେଥିରୁ ଶାନ୍ତି ଟିକକ ପାଇବାକୁ
ଆମେ ସମସ୍ତେ ପାଗଳ  ।
କିନ୍ତୁ ଶାନ୍ତି  ଯେ କାହିଁ
ଧରାଦେଉନି ହାତ ପାହାନ୍ତାରେ
ମରିଚିକାମୟ ଏଠି ସବୁ ସକାଳ ।



ଶଶାଙ୍କ  ଶେଖର ରାୟ

©shashanka sekhar Ray #rain
e60906d95f628d0a8f3cb983590f1f2e

shashanka sekhar Ray

ବହୁତଲୋକ ନିଜ ଭିତରେ ଥିବା ଅନ୍ୟ ପ୍ରତି 
ପ୍ରେମ ସମ୍ପର୍କକୁ କାହା ପାଖରେ ପରିପ୍ରକାଶ ନକରି ପାରି 
ସାରା ଜୀବନ କେବଳ ଜଳିପୋଡି ଯାଆନ୍ତି ସିନା କିନ୍ତୁ ଏ ସମାଜର ନାଲିଆଖି ଡରରେ କହି ପାରି ନଥାନ୍ତି ।




ଶଶାଙ୍କ ଶେଖର ରାୟ

©shashanka sekhar Ray #OneSeason
e60906d95f628d0a8f3cb983590f1f2e

shashanka sekhar Ray

କେହିଜଣେ ରାଗିଯାଇ କହିଲେ ଛି " ଏ ଦୁନିଆଁ ରେ ଆଉ ସତ ଭଲପାଇବା ଆଦୌ ନାହିଁ ହସି ହସି ତାଙ୍କୁ କହିଲି ଥରେ ଯାଇ ମା ଙ୍କୁ କୁହ ମା ମୋତେ ବହୁତ ଭୋକ ଲାଗୁଚି ।



ଶଶାଙ୍କ ଶେଖର ରାୟ

©shashanka sekhar Ray #WorldAsteroidDay
e60906d95f628d0a8f3cb983590f1f2e

shashanka sekhar Ray

ଏଇ ଜୀବନ ତ ଅଳ୍ପ ଦିନର ବନ୍ଧୁ ନିଜ ସ୍ଥିତି ସ୍ଥାନ ଓ ସଫଳତାକୁ ନେଇ ଗର୍ବ କରନ୍ତୁ ନାହିଁ ଗଲା ବେଳେ ସାଙ୍ଗରେ କେହି ଯିବେନି ଥିବ ଛଅଖଣ୍ଡ କାଠ ସାଢେ ତିନି ହାତ ଭୁଇଁ ।
                   

ଶଶାଙ୍କ ଶେଖର ରାୟ

©shashanka sekhar Ray #OneSeason
e60906d95f628d0a8f3cb983590f1f2e

shashanka sekhar Ray

ହଜାର ହଜାର ଫୁଲ ଦରକାର ହେଇଥାଏ ଗୋଟେ ମାଳ ତିଆରି କରିବା ପାଇଁ .... ହଜାର ହଜାର ଦୀପକ ଦରକାର ହେଇଥାଏ ଗୋଟିଏ ଆରତୀ ସଜେଇବା ପାଇଁ .... ହଜାର ହଜାର ବୁନ୍ଦା ପାଣି ଦରକାର ହେଇଥାଏ ଗୋଟିଏ ସମୁଦ୍ର ପାଇଁ .... କିନ୍ତୁ ଜଣେ ମା ' ହିଁ ଯଥେଷ୍ଟ ହେଇଥାନ୍ତି ପିଲାଙ୍କର ଜୀବନକୁ ସ୍ଵର୍ଗ ବନେଇବା ପାଇଁ ... ।


ଶଶାଙ୍କ ଶେଖର ରାୟ

©shashanka sekhar Ray #OneSeason
e60906d95f628d0a8f3cb983590f1f2e

shashanka sekhar Ray

ମନ ପସନ୍ଦର ମଣିଷ ଖୋଜିଲେ ଦୁନିଆରେ ହଜାରେ ମିଳିଯାଏ କିନ୍ତୁ .. ମା ପରି ମଣିଷଟିଏ ଖୋଜିଲେ କେଉଁଠାରେ ବି ମିଳି ନଥାଏ ..l


ଶଶାଙ୍କ ଶେଖର ରାୟ

©shashanka sekhar Ray #OneSeason
e60906d95f628d0a8f3cb983590f1f2e

shashanka sekhar Ray

ବିବାହ ଭୋଜିରେ ଖାଦ୍ୟ କୁ କେବେ ମଧ୍ୟ ଘୃଣା କରିବ ନାହିଁ , କାରଣ ଏହି ଗୋଟିଏ ଦିନ ପାଇଁ ଏକ ପିତା କେତେ ଯେ ବର୍ଷ ଅପେକ୍ଷା କରିଥାଏ ।

ଶଶାଙ୍କ ଶେଖର ରାୟ

©shashanka sekhar Ray #OneSeason
e60906d95f628d0a8f3cb983590f1f2e

shashanka sekhar Ray

ପିଲାମାନେ କିଛି ଅଇଁଠା କରି ଛାଡ଼ି ଦେଲେ ମା ଖାଇ ଥାଆନ୍ତି । ସ୍ବାମୀ କିଛି ଅଇଁଠା କରି ଛାଡ଼ି ଦେଲେ ସ୍ତ୍ରୀ ଖାଇ ଥାଆନ୍ତି ! ଭାଇ କିଛି ଅଇଁଠା କରି ଛାଡ଼ି ଦେଲେ ଭଉଣୀ ଖାଇ ଥାଆନ୍ତି ! ଯଦି ଜଣେମା ' , ଜଣେ ସ୍ତ୍ରୀ , ଜଣେ ଭଉଣୀ କିଛି ଅଇଁଠା କରି ଛାଡ଼ି ଦେଲେ , କେହି ପୁରୁଷ ଖାଇ ନ ଥାଏ । କାହିଁକି ନା ସହନଶୀଳତା ଆଉ ତ୍ୟାଗ ଭଗବାନ ଯାହାକୁ ଦେଇଛନ୍ତି ସେ ହେଉଛନ୍ତି ନାରୀ l
                   

ଶଶାଙ୍କ ଶେଖର ରାୟ

©shashanka sekhar Ray #OneSeason
e60906d95f628d0a8f3cb983590f1f2e

shashanka sekhar Ray

ଯିଏ ନିଜର ସ୍ବଧର୍ମ ଓ କୀର୍ତ୍ତିକୁ ପାଳନ ନକରେ ସେ ପାପରେ ଭାଗିଦାର ହୁଏ ।


ଶଶାଙ୍କ ଶେଖର ରାୟ

©shashanka sekhar Ray #Light
e60906d95f628d0a8f3cb983590f1f2e

shashanka sekhar Ray

ସ୍ବପ୍ନଦ୍ରଷ୍ଟା, ସ୍ବପ୍ନ ଜଗତ, ସ୍ବପ୍ନର ଅନୁଭବ, ଏ ସମସ୍ତ ବସ୍ତୁତଃ ଜାଗ୍ରତ ପୁରୁଷର ମନ ହିଁ ଅଟେ ।


ଶଶାଙ୍କ ଶେଖର ରାୟ

©shashanka sekhar Ray #AWritersStory
loader
Home
Explore
Events
Notification
Profile