Find the Latest Status about life is waste quotes in tamil from top creators only on Nojoto App. Also find trending photos & videos about, life is waste quotes in tamil.
Ranveer
“आधी ज़िन्दगी गुज़र दी हमने पढ़ते-पढ़ते और सीखा क्या, बस दूसरों को नीचा दिखाना?” life is important don't waste.......#nojoto #life#quotes
Iswar Meher
ସମୟ ଯାଇଛି ଚାଲି ଦିନେ ଆସିଥିଲା ସମୟ ପାଖକୁ କହିଲା ମୁଁ, ମୂଲ୍ୟବାନ ', ହସୁଥିଲି ହସ ସମୟ କି ବଡ଼ ନଦେଇ ତାହାକୁ ଧ୍ୟାନ । ପାଖେପାଖେ ଥିଲା ସଦା କହୁଥିଲା ସଦୁପଯୋଗ ମୋ କର, ଥରେ ଚାଲିଗଲେ ଆସିବିନି ଫେରି କହିବନି କଲା ପର । ଚଗଲା ମୋ ମନ ବୁଝିଲାନି କିଛି ସମୟ କି ବଡ଼ ମୋ ଠାରୁ ? କେତେ ଯେ ସମୟ ଗଲାଣିତ ଚାଲି କ'ଣ ହେଇଛି କି ସେଥିରୁ ? ଭର୍ସନା ଯେ କେତେ କରିଛି ତାହାକୁ କରିନି କେବେ ଖାତିରି, ହସି ଉଡାଇଛି ତାହାରି କଥାକୁ ଟିକିଏ ବି ଭାବିନାହି । ଆୟୁଷ ସିନା ମୋ ବଢ଼ି ବଢ଼ି ଗଲା ସମୟ ଚାଲିଲା ସରି.. ତଥାପି ସମୟ କହେ ଥର ଥର ଗଲେ ଆସିବିନି ଫେରି। ଧିକ୍ ରେ ଜୀବନ କଲୁ ଏ କି କାମ ବୁଝିଲୁ ନାହିଁ କି ତାକୁ, ଗୋଟିଏ ମୁହୂର୍ତ୍ତ ଅଟେ କି ଅମୂଲ୍ୟ ଫେରି ପାଇବୁକି ଆଉ । ହଜିଲା ସମୟ ଫେରି କି ଆସିବ ଥରେ ଚାଲିଗଲେ ଭାଇ, ସୁଖକୁ ଜାବୁଡ଼ି ଯେତେ ଧରିଥିଲେ ଦୁଃଖ ଆସିଯିବ ସେହି । ଦିନ ତ ଆସିବ ଏମିତି ହୋଇବ ସମୟକୁ ହେବୁ ଭାଲି, ଭାଗ୍ୟକୁ କହିବୁ ନିଜକୁ ନିନ୍ଦିବୁ ସମୟ ଯାଇଛି ଚାଲି । ©Iswar Meher TIME WASTE IS LIFE WASTE.. #ishu
Sai Angel Shaayari
What Is The Biggest Waste Of Time In Your Life. ©Sai Angel Shaayari What Is The Biggest Waste Of Time In Your Life.
What Is The Biggest Waste Of Time In Your Life.
read moreAryan Vikram
मुश्किलें केवल बेहतरीन लोगो के हिस्से में ही आती है, क्यूंकि वो लोग ही उसे बेहतरीन तरीके से अंजाम देने की ताकत रखते है !!Aryan Vikram 🙏राधे राधे 🙏 #life is beautiful #please don't waste food
#Life is beautiful #please don't waste food #Life_experience
read moreLost Love
WORST MAN IN PLANET LIFE IS A WASTE UNTIL YOU WIN
LIFE IS A WASTE UNTIL YOU WIN #thought
read moreAshwika Jaswal
शुक्रिया करो उस खुदा का जिसने.. यह सुंदर जिंदगी हमें बख्शी है, खुश रहो.. और औरों को भी खुश रखने की.. कम से कम थोड़ी कोशिश तो करो! (उड़ान_सपनो_की) Life is priceless, dont waste it #Morning
Payal firdosh
samay sabko milta h khud ko badlane ke liye par samay ko badlane ke liye koi waqt nhi hota ©Payal firdosh ##Time is Money so don't waste time because time is very important in life##❣️
##Time is Money so don't waste time because time is very important in life##❣️
read more