Nojoto: Largest Storytelling Platform

New flower poem Quotes, Status, Photo, Video

Find the Latest Status about flower poem from top creators only on Nojoto App. Also find trending photos & videos about, flower poem.

    PopularLatestVideo

ਰੂਹਾਨੀਅਤ

mute video

kartikey berwal

बर्बाद हो जाये हर वो गुलिशतां जिसका फूल वो न तोड़े,
अज़ब का जादू है उनके हाथों में, कत्ल भी कर दे तो आदम की जात जिंदा खड़ी हो जाये।
#ख़्याल #river #flower #poem #love

ChittaranjanSahoo

ମୁଁ ଆଉ ତୁମେ

ଫୁଲ ଯେବେ ଦୋଳି ଖେଳେ
     ମୁଁ, ତୁମକୁ ନୃତ୍ୟାୟିତ ଛନ୍ଦରେ 
ନିମଗ୍ନ ଥିବାର ଦେଖେ
    ଫୁଲ ଯେବେ ପବନରେ 
ତା'ର ସୁରଭିକୁ ବିତରଣ କରେ
ମୁଁ, ତୁମର ଦେହର ବାସ୍ନାକୁ
ମୋ ଶ୍ବାସ ପ୍ରଶ୍ୱାସରେ ଅନୁଭବ କରେ
ଫୁଲ ଯେବେ ଈଶ୍ୱରଙ୍କୁ
ସମର୍ପିତ ହେଇଯାଏ
ମୁଁ ନିଜକୁ ତୁମର ସାନିଧ୍ୟରେ ପାଏ
ପରିଶେଷରେ
ଫୁଲ ଯେବେ ମଉଳିଯାଇ
ମନ୍ଦିରର ଜଳାଶୟରେ ବିସର୍ଜିତ ହୁଏ
ସେ ଦିନର ନିଷ୍ଠୁର ସମୟେ
ଆମ ବିଚ୍ଛେଦ କାହାଣୀ ଦୃଶ୍ୟମାନ ହୁଏ
ତୁମକୁ ମୁଁ ଏତେ ଭଲ ପାଏ!
ଚିତ୍ତରଞ୍ଜନସାହୁ #Love #Flower #poem #Quotes

sujeetkumar0786

mute video

trilokibhogta

कुचला था तुमने बड़े ही शौक़ से जिसे
खुशबूएं फिज़ा में उनकी अब भी है

©trilokibhogta #Flower #poem #poetry #nojotohindi #gazal #trilokibhogta

Moksha

mute video

@official.radikha134

तरक्की मिल रही है शायरी में हमे,
 
उसका ज़िक्र मेहंगा बिक रहा हैं।।
#GoodMorning❤️

©@official.radikha134 #Flower #poem #shaadi #Ja #i #filhaal #anjan

Kamal Chandra Lenka

I HOPE you find your LOVE,
a STAR that shines for you,
a FLOWER only you can see,
a POEM only you can read,
a HEART that wraps you tight
inside and guards you while
your SOUL runs wild and free. #heart #yqkick #hope #flower #poem #soul #yqbaba #yqtales

Snigdharani Panda


ଗଙ୍ଗଶିଉଳି ସେ ଜହ୍ନର ପ୍ରେମିକା
ଦେଇଛି ମୁଁ ତା'ର ନାମ ଅନାମିକା।
ଭଲ ପାଏ ବୋଲି ଜହ୍ନକୁ ସେ ବେଶି
ରାତିରେ ଫୁଟଇ ଜଗତକୁ ବାସି।
ସକାଳେ ତାକୁ ମାଟି ନିଏ କୋଳେଇ
ଖେଳେ ଯେମିତି ସେ ଭଉଣୀ ଭାଇ।
ବାସ୍ନାରେ ମହକି ଯାଏ ଆକାଶ
ତାକୁ ନେଇ ସର୍ବେ ହୁଅନ୍ତି ବେଶ। #nightjasmine #flower #poem #odiawritings #kavita #yourquote YourQuote Bhaina

Adyagni_Durgapriya

mute video
loader
Home
Explore
Events
Notification
Profile