Nojoto: Largest Storytelling Platform

New odiya sayari Quotes, Status, Photo, Video

Find the Latest Status about odiya sayari from top creators only on Nojoto App. Also find trending photos & videos about, odiya sayari.

    LatestPopularVideo

bindass sriya

#odiya #Talk

read more
ବନ୍ଧୁତ୍ୱ କୌଣସି Special ଲୋକଙ୍କ
ସହିତ ହୋଇ ନଥାଏ..
ଯାହା ସହିତ ହୋଇଥାଏ ସେ ହିଁ
special ହୋଇଥାଏ। #odiya

bindass sriya

#odiya

read more
ଅସହ୍ୟ କରେନା  ଅସହ୍ୟ କରେନା
ଅନ୍ୟର ଦୁଃଖକୁ ଦେଖି ନିଜେ କରୁଛୁ ଖୁସିର ପ୍ରେମ ମିଳନ କିଏ ବା ଏମିତି କରେ ଅନ୍ୟର ଦୁଃଖକୁ ଦେଖି 
         ନିଜେ ଖେଳେ ପ୍ରେମର ଲହରୀ
ସେତିକି ମିଳିଥାଏ ସେତିକି ମିଳିଥାଏ
ଆଉ ଖେଳେନି ପ୍ରେମର ଏମିତି ଖେଳ 
        ସେତିକି ଥାଉ ତୋର ମିଳନସ୍ଥଳୀ
ଆରେ ପ୍ରେମୀ ଯୁଗଳ ତମ ମିଳନେ 
              ମରୁଛି ଅନେକ ତୁମର ସନ୍ତାନ
ଲାବଣ୍ୟ ରସ ପରି ଲାଗେ ତୋର ମିଳନ ତତେ
          କିନ୍ତୁ ମିଳନସ୍ଥଳୀରେ ହେଉଛି ମୃତ୍ୟୁ ତୋର ସନ୍ତାନର #odiya

bindass sriya

#odiya

read more
ଫୁଲ ଟିଏ ଫୁଟିଲେ ମହୁମାଛି ଯେମିତି ସନ୍ଧାନ କରି ଚାଲିଆସେ,ସେହିପରି ଆମେ ଯେତେବେଳେ ପ୍ରସିଦ୍ଧ ହେବା, କଠିନ ପରିଶ୍ରମ କରିବା ଲୋକ ଆମର ଗୁଣଗାନ କରିବେ #NojotoQuote #odiya

bindass sriya

#odiya

read more
ଯଦି କଲମ ହୋଇ କାହାର  ଲେଖିପାରୁନାହଁ ତେବେ ଚେଷ୍ଟାକର ରବର ହୋଇ କାହାର ଦୁଃଖ ଲିଭାଇବବାପାଇଁ #NojotoQuote #odiya

bindass sriya

#odiya

read more
ମେହେଦି ସତରେ ପ୍ରେମର ଭାଷା ବୁଝେ ଯଦି ସେ ପ୍ରେମର ଭାଷା ନ ବୁଝିଥାନ୍ତା ନୂଆ ଥିଲେ ସେ ସୁନ୍ଦର ଆଉ ପୁରୁଣା ହେଲେ..... #odiya

bindass sriya

#odiya

read more

ନିଜର ଦୋଷ ଦର୍ବଳତାକୁ ନ ଲୁଚାଇ ତାକୁ ଅସ୍ତ୍ର କରି ଜୀବନ ରାସ୍ତାରେ ଚାଲିଲେ ସଫଳତା ନିଶ୍ଚୟ ମିଳିବ   #NojotoQuote #odiya

bindass sriya

#odiya

read more
ସାଙ୍ଗ ଏମାନେ ନୁହଁନ୍ତି ଯେଉମାନେ ପକ୍ଷୀ ଭଲି ଦାନା ଖାଇ ଫୁରକିନା ଉଡିଯାନ୍ତି ପକୃତ ସାଙ୍ଗତ ସିଏ ଯିଏ ଖରାପ ସମୟରେ ପାଖରେ ଥାଇ ପାଣି ଭିତରେ ଝରି ପଡିଥିବା ଲୁହକୁ ଚିହ୍ନିପାରେ 

    #NojotoQuote #odiya

bindass sriya

#odiya

read more
ମଣିଷ ତା’ର ଶତ୍ରୁମାନଙ୍କୁ ଜାଣିଶୁଣି ତିଆରି କରି ନ ଥାଏ। ହେଲେ ବାସ୍ତବତା ହେଉଛି, ବହୁ ସମୟରେ ଶତ୍ରୁ ଆପଣଙ୍କ ବିନା ଅନୁମତିରେ ଆପଣଙ୍କ ଜୀବନକୁ ଆସି ଯାଇଥାନ୍ତି
      #NojotoQuote #odiya

bindass sriya

#odiya

read more
ଜୀବନରେ  ଯଦି କିଛି ହରାଇ ଦିଅ ତେବେ ମନ ଦୁଃଖ କରନାହିଁ ,ମନେରଖ ଗଛ ସେତେବେଳେ ପତ୍ରଝଡା ଦିଏ ଯେବେ ଗଛରେ ନୂତନ ପତ୍ର ସୁଷ୍ଟି ହୁଏ  #NojotoQuote #odiya

bindass sriya

#odiya

read more
ଜଣେ ଗରିବ ହେଉ କି କୋଟିପତି
ମରିବାଟା ସମସ୍ତଙ୍କ ପାଇଁ ସମାନ
ସାଧାରଣ ଲୋକ କି ପ୍ରଭାବଶାଳୀ
ସ୍ମଶାନଘାଟରେ ତାର ପରିଚୟ ଶବ
 #NojotoQuote #odiya
loader
Home
Explore
Events
Notification
Profile