Find the Latest Status about tua from top creators only on Nojoto App. Also find trending photos & videos about, tua.
Subrat Kanungo
ଦିନେ ଜଣେ ବନ୍ଧୁ ପଚାରିଲେ ମୋତେ ପ୍ରେମ ମାନେ କଣ କହିବ କି ? ହସି ହସି କହିଲି ମୁଁ... ଆଗ ମୋତେ କୁହ କୋଉ ପ୍ରେମ କଥା ଶୁଣିବ ? ଆଗକାଳେ ପ୍ରେମ ଜାତ ହେଉଥିଲା ସଜଳ ଆଖିର ଲୁହରେ, ମରିଯାଉଥିଲା କେଉଁ କିଶୋରୀର ଅଦେଖା ଛାତିର କୋହରେ... ଏବେ ପ୍ରେମ ହୁଏ ଉଦ୍ଭ୍ରାନ୍ତ ମାନଙ୍କର Mobile missed call ରେ, ଶେଷ ହୁଏ police ର ମାଡ଼ରେ ଆଉ ଅନ୍ଧାରି ହାଜତ ଘରେ... ******** ©Subrat Kanungo #Tuaurmain
Subrat Kanungo
"ପ୍ରେମ ଓ ପ୍ରତାରଣା" ---------------------------- ପବିତ୍ର ପ୍ରେମଟା କଳଙ୍କିତ ଆଜି ପ୍ରତାରଣା ବିଷ ଭରି ସବୁ ବୁଝିପାରି ଏ ସଭ୍ୟ ମଣିଷ ଦ୍ୱନ୍ଦ୍ୱେ ହୁଏ ଖାଲି ଘାରି। ପ୍ରେମ ଫଗୁଣର ଅବିର ରଙ୍ଗଟା ଲାଗେ ଆଜି ଫିକାଫିକା ମିଛ ପ୍ରତାରଣା ସନ୍ଦେହ ଘେରରେ ବଞ୍ଚିବାକୁ ହୁଏ ଏକା। ପ୍ରକୃତ ପ୍ରେମର ସଂଜ୍ଞା ବଦଳିଛି ନାହିଁ ଆଉ ଆକର୍ଷଣ କାମନା ନିଶାରେ ବାଟବଣା ଆଜି ପ୍ରେମିକ ପ୍ରେମିକା ଗଣ। ପ୍ରେମରେ ମିଶିଲେ ପ୍ରତାରଣା ଝୁଲ ଜୀବନଟା ହୁଏ ନଷ୍ଟ ପ୍ରେମୀ ଏକା ଜାଣେ ପ୍ରତାରଣା ପାଇଁ ଭୋଗିବାକୁ ପଡ଼େ କଷ୍ଟ। ପ୍ରେମ ଦୁନିଆରେ ଠିକଣା ହଜେଇ କରନାହିଁ ପ୍ରତାରଣା ବିଶ୍ୱାସ ଭରସା ଗହଣା ପିନ୍ଧି କି ଠିକ୍ ରଖ ବୁଝାମଣା। ©Subrat Kanungo #Tuaurmain
Subrat Kanungo
♥️"ସ୍ବପ୍ନ ନାୟିକା"♥️ ******************* ଲେଖିଦେଲି ନାଁ ତୋର ମନ କାଗଜରେ ହଜେଇଲି ନିଜକୁ ମୁଁ ପ୍ରେମର ସହରେ ଜ୍ୟୋତ୍ସ୍ନାର ରାତି ଥାଏ ମିଛେ ଋଷି ବସେ ସିଏ ଲୁଚି ଲୁଚି ହସୁଥାଏ ନିଆରା ଠାଣିରେ ମତୁଆଲା କରେ ତାର ଚୋରା ଚାହାଣିରେ ସ୍ବପ୍ନ ପୁଣି ଭାଙ୍ଗିଯାଏ ତାକୁ ପୁଣି ଖୋଜିହୁଏ ଜାଣେନା ମୁଁ କିଏ ସିଏ ଯାହାକୁ ମୁଁ ଖୋଜୁଥାଏ ସେଇ ନିଝୁମ ରାତିରେ ସେଇ ନିସ୍ତବ୍ଧ ପ୍ରହରେ ******** ©Subrat Kanungo #Tuaurmain
Subrat Kanungo
ମୁଁ ଶୁଣିଛି ସମସ୍ତଙ୍କ ହୃଦୟରେ ଇଶ୍ୱର ରୁହନ୍ତି ।। (ହୃଦୟ ବି ଏକ ମନ୍ଦିର ସମାନ) ଏବେ ତୁ କହ ହେ ମୋର ନିର୍ଦ୍ଦୟୀ ପ୍ରେମିକା ... ତୁ କେମିତି ଭାଙ୍ଗିଲୁ ମୋ ହୃଦୟରେ ଥିବା ପ୍ରେମର ମନ୍ଦିର... ତୋ ହୃଦୟରେ କଣ ଇଶ୍ୱର ନାହାନ୍ତି ?? ©Subrat Kanungo #Tuaurmain
अनुज
दोस्त जब प्रेमिका बन जाए तो जन्मो जन्मो तक रिश्ते निभाए ©अनुज #Tuaurmain लव स्टोरी
#Tuaurmain लव स्टोरी
read moreHIMMAT Singh Rajput
Tajmahal unke liye bakwaas h jinki roj badalti mumtaaj h ©HIMMAT Singh Rajput #Tuaurmain
HIMMAT Singh Rajput
dheere dheere khaa jaayega isaq ka rog bewafa h jindagi matherchod h log ©HIMMAT Singh Rajput #Tuaurmain
ख्वाहिश _writes
तेरे साथ कहीं दूर चली जाऊं, न किसी को फ़िर मैं नज़र आऊं, तुझमें छुप जाऊं, तुझे ख़ुद में छुपाऊं, कहां हूं, कहां नहीं, किसी को कभी न बताऊं, तुझमें खो कर, तुझ ही को पाऊं, तेरे साथ हर लम्हा बिताऊं, कोई बात किए बिना ही, तेरी हर बात समझ जाऊं, तु जो हंस दे ज़रा सा, तुझ से मैं हर बार शरमाऊं, छू ले अगर तु हाथ मेरा, मैं तुझमें बिखर जाऊं..!! - Kiran ✍🏻❤️🧿 ©ख्वाहिश _writes #Tuaurmain
KRISHNA
*हमारे बिना ना मुकम्मल होगा अफसाना तेरा* *चाहे पूरा शहर ही क्यों ना हो दीवाना तेरा ..l ❤️🌼* Happy day... 🩵 *"....Good moring..."* ©KRISHNA #Tuaurmain
KRISHNA
बस एक तुम्हारा नाम लेने की इजाज़त नही है .. बाकी .. लिखता तो सब कुछ तुम्हारे लिए हूं मैं ..!! ©KRISHNA #Tuaurmain