Nojoto: Largest Storytelling Platform

New dipti ocean terraces Quotes, Status, Photo, Video

Find the Latest Status about dipti ocean terraces from top creators only on Nojoto App. Also find trending photos & videos about, dipti ocean terraces.

    LatestPopularVideo

Dipti Kirodiwal

dipti... #प्रेरक

read more

Diptilekha Mishra

#Dipti

read more
ବିନ୍ଦୁ ବିନ୍ଦୁ ମିଶି ହୁଏ ସାଗର
ସେମିତି ଗଢା ଆମ ଶରୀର ॥
DLM
. #dipti

Diptilekha Mishra

#Dipti

read more
ପ୍ରତିଦିନ ଭୋଜନରେ
ଚିକ୍କଣ ବା ତେଲ କମ କର
ଲୁଣ ଚିନି ଭୂଲିଯାଇ
ଗୁଡକୁ ଆପଣା କର ॥ #dipti

Diptilekha Mishra

#Dipti

read more
ମାନବ ଶରୀର ଅଟେ ଦୁର୍ଲ୍ଲଭ
ତା ଯତନ କଲେ ପାଇବା ଲାଭ ॥DLM #dipti

Diptilekha Mishra

#Dipti

read more
ତମାଖୁ ଗୁଟଖା ଯଦି ଖାଇବା ନାହିଁ
କୋରନା ଆମକୁ ଛୁଇଁବ ନାହିଁ ॥DLM #dipti

Diptilekha Mishra

#Dipti

read more
ଏକରେ ଏକ ମିଶିଲେ ଦୁଇ
ନିଜ ସ୍ବାସ୍ଥ୍ୟ କଥା ଭୂଲିବା ନାଇଁ ॥DLM #dipti

Diptilekha Mishra

#Dipti

read more
ଫାଷ୍ଟଫୁଡ ଖାଦ୍ଯ ବିଷ ସହ ସମାନ
ଘର ଖାଦ୍ଯ କୁ ଅମୄତ ମଣ ॥
ଦିପ୍ତୀଲେଖା ମିଶ୍ର #dipti

Diptilekha Mishra

#Dipti

read more
ଆଖି ,ନାକ,ପାଟି ଯେବେ ଛୁଇଁବ
ହାତଧୂଆ ନିଶ୍ଚେ ମନେ ରଖିବ ॥DLM #dipti

Diptilekha Mishra

#Dipti

read more
ସାବୁନରେ ହାତ ଧୂଆ କର
କୋରନା କରିବ ଦୂରୁ ଜୁହାର ॥DLM #dipti

Diptilekha Mishra

#Dipti

read more
ଗୋଟିଏ ଗଛ ଅଟେ
 ମଣିଷଟି ପାଇଁ
ବରଷକେ ଗଛ ଏକ ଲଗାଅ ଭଉଣୀଭାଇ॥DLM #dipti
loader
Home
Explore
Events
Notification
Profile