Find the Latest Status about odia love kabita image from top creators only on Nojoto App. Also find trending photos & videos about, odia love kabita image.
Abhijeet Saha
fghugkvnvgncnj ©Abhijeet Saha no love no tension image
no love no tension image
read more℘ųཞŋą ƈɧąŋɖཞą ཞąŋą
ବୀର ସୁବାଷ *****†***** ହିନ୍ଦୁସ୍ଥାନ ବୀର ସୁବାଷ ଚନ୍ଦ୍ର ଦେଶ ମାତୃକାର ପ୍ରାଣ ଥିଲ ସ୍ବାଧୀନତା ସ୍ବାଦ ଦେଇଥିଲ ତୁମ୍ଭେ ଦେଶକୁ ବନ୍ଦୀରୁ ରକ୍ଷା କଲ ।। "ଜୟ ହିନ୍ଦ୍" ନାରା ଥିଲା ଯେ ନିଆରା ହିନ୍ଦୁସ୍ଥାନୀ ଥିଲେ ପ୍ରଭାବିତ ରକ୍ତ ଦିଅ ମତେ ସ୍ଵାଧୀନତା ଦେବି ଏହା ଥିଲା ବୀର ତୁମ ମତ ।। ବିଦେଶୀ ବଇରୀ ଛାଡି ପଳାଇଲେ ଦେଖି ତୁମ୍ଭ ନବ ରଣନୀତି ଆପାଦ ମସ୍ତକ କମ୍ପୁଥିଲା ତାଙ୍କ କରି ପାରିଲେନି କିଛି କ୍ଷତି ।। ହେ ସ୍ବାଧୀନ ବୀର ତୁମ୍ଭେ ଯେ ଅମର ସୁଜି ହେବ ନାହିଁ ତୁମ୍ଭ ଋଣ ମୋ ଭାରତ ମାଆ ଝୁରୁଛି ପୁଅକୁ ଆଉ ଥରେ ଲୋଡ଼ା ତୁମ୍ଭ ପ୍ରାଣ ।। ପୂର୍ଣ୍ଣଚନ୍ଦ୍ର ରଣା ହାଟସିଂହାପୁର , ଯାଜପୁର ମୋ.8872907086 ©℘ųཞŋą ƈɧąŋɖཞą ཞąŋą #SubashChandraBose#BirthDaySecial#Kabita
Farman Ansari
Unsplash tera har lamha tere yaad mai bitata hun mai janu sayer farman ansari ©Farman Ansari #lovelife sayri #Shorts #kabita