Find the Latest Status about odia jagannath shayari from top creators only on Nojoto App. Also find trending photos & videos about, odia jagannath shayari.
JKBMS
Larence Pradhan
ଆହେ ନୀଳ ଶଇଳ ... ପ୍ରବଳ ହେଲା ଗରମ ଗଗନ ରୁ ବୃଷ୍ଟି କରି ... ଲଘୁ କର ଯାତନ ଆହେ ନୀଳ ଶଇଳ ଫ୍ୟାନ ରେ ତ ନିଦ ନାହିଁ ... ଶୁଣି କଟୁ ଘର୍ଷଣ ସୁଖ ନିଦ୍ରା ପାଇଁ ପ୍ରଭୁ ... ଏସି କର ଯୋଗାଣ ଆହେ ନୀଳ ଶଇଳ ଗତ ମାସ ଦିନ କଥା...ହୁଏ ସ୍ମୃତିଚାରଣ ବର୍ଷା ପାଇଁ କେତେ ଖୁସି...ଥିଲା ବାତାବରଣ ଆହେ ନୀଳ ଶଇଳ ଚିର ଋଣୀ ହେବି ପ୍ରଭୁ ... କଷ୍ଟ କର ନିଦାନ ବର୍ଷା ପାଇଁ ଇନ୍ଦ୍ରଙ୍କୁ ଯେ ... ଆଦେଶନ୍ତୁ ଆପଣ ଆହେ ନୀଳ ଶଇଳ 🙏🙏🙏 #odia #odisha #jagannath #request #rain
Rakesh Kumar
କୌଣସି ସମୟ ଖରାପ ନୁହେଁ। ଭଲ ସମୟ ଖୁସି ଦିଏ। ଖରାପ ସମୟ ଶିକ୍ଷା ଦିଏ। Odia shayari