Find the Latest Status about short message on peace from top creators only on Nojoto App. Also find trending photos & videos about, short message on peace.
Subhasmita Sahoo
ଏମିତି ନିୟମ କରିଛି କିଏ ? ଯଦି ଝିଅ ଟି ଦଶମ ପାସ କି ଫେଲ ହଉ । କିନ୍ତୁ ପୁଅ ଟି ଚାକିରୀ କରିଥିବ । ତାହେଲେ ଘର ଲୋକ ବାହାଘର ପାଇଁ ରାଜି । କିନ୍ତୁ ଯଦି ପୁଅ ଟି କମ ସେ କମ plus 2 pass ,ଝିଅ ଟି plus 3 pass କରିଛନ୍ତି l ଘରଲୋକ ବାହାଘର ପାଇଁ ରାଜି ନୁହଁ love ହଉ କି arrange । କଣ ପାଇଁ ଏମିତି ? ଝିଅ ହେଲେ ଚଲିବ ପୁଅ ଏମିତି ହେଲେ ଚଳିବନି ................ ©Subhasmita Sahoo short message plzz think that true or false....