Nojoto: Largest Storytelling Platform

New wiz khalifa quotes about friends Quotes, Status, Photo, Video

Find the Latest Status about wiz khalifa quotes about friends from top creators only on Nojoto App. Also find trending photos & videos about, wiz khalifa quotes about friends.

    LatestPopularVideo

Rana king

#true friends bonding#great friends #Videos

read more

Mourougane Mourougane

about friends #Friendship

read more

Monisri

ଶ୍ରଦ୍ଧାଶିଷ୍......

friends #Love

read more
ବନ୍ଧୁତା.......ଛୋଟ ଶବ୍ଦଟିଏ... 
କିନ୍ତୁ କେତେ ଯେ ଗଭୀର ତା ଅର୍ଥ ଯେ
ତାକୁ କଳନା କରିବା ଅସମ୍ଭବ।
ବୟସ ବଢିବା ସଂଗେସଂଗେ ବନ୍ଧୁ ବନ୍ଧୁ ମଧ୍ୟରେ 
ଦୂରତା ସିନା ବଢିଯାଏ ..... 
କିନ୍ତୁ ହୃଦୟର ବନ୍ଧନଟା ଅଦୃଶ୍ୟ ଥିଲେ ହେଁ 
ସର୍ବଦା ଅତୁଟ ରହିଥାଏ।
କିଞ୍ଚିତ ମୁହୁର୍ତ୍ତ ପାଇଁ ହେଉ ନା କାହିଁକି ଯଦି 
ସେ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇଯାଏ.... 














ତେବେ ପୁଣି ଥରେ ସ୍କୁଲ ହତାର
ଅପାଶୋରା ସ୍ମୃତି ସବୁ ଭାଷି ଉଠନ୍ତି...
ଆଖି ଆଇନାର ପ୍ରଚ୍ଛଦପଟରେ 
କିଛି ନୂଆଁ ପରିଚୟ ନେଇ, କିନ୍ତୁ ପୁରୁଣା ଭାବ ସହିତ.....
ସତେ ଯେ କେତେ ମଧୁର ଥିଲା ସେ ପିଲାଦିନ.........
କେବଳ ତା କଳ୍ପନାରେ ମନେ କେତେ 
ଅସରନ୍ତି ଖୁସିର ଜୁଆର ଉଠେ ଯେ...
ତାର କଳନା ନାହିଁ.......କି ସେ ବନ୍ଧୁତାର କିଛି ତୁଳନା ନାହିଁ.....
ଖୁସି ଲାଗେ କି ଦୁଃଖ ଯେ ଜାଣି ହୁଏନି
କେବଳ ଖାଲି ଇଚ୍ଛା ହୁଏ.... 
ପୁଣି ଥରେ ଫେରିଯିବା ପାଇଁ....
ସେଇ ଅଫେରା ସମୟକୁ.....

©ଶ୍ରଦ୍ଧା...... friends

Khushi Raj

#friends #Life

read more

ANSH NEGI

friends #Videos

read more

Navin Kumar

life about #Poetry

read more

suwarta

Dimple Kumar

Shashank

loader
Home
Explore
Events
Notification
Profile