Find the Latest Status about diptiranjan mahapatra from top creators only on Nojoto App. Also find trending photos & videos about, diptiranjan mahapatra.
Diptiranjan Sahoo
Kahin tum khafa na Kar betho dar sa lagta he ijhar Karne ko Dil ki baat, Na bol ke rakhne se v ho jaty buri halaaat. ©Diptiranjan Sahoo #andhere #dilkibaat #diptiranjan
#andhere #dilkibaat #Diptiranjan
read moreDiptiranjan Sahoo
ବେଳେ ବେଳେ କାହିଁକି କେଜାଣି ସମସ୍ତେ ପାଖରେ ଥିଲେ ବି ଖୋଜେ ଗୋଟେ ସାଥୀ କୁ ତାର ସଂଗତ କୁ।ଜାଣେନା ସେ ସତରେ ଥାଏ କି ମନର ଗୋଟେ ଭାବନାରେ ଆସେ, ହେଲେ ବି ସେ ତାକୁ ଖୋଜେ ତା ସାଥିରେ ବସେ ହସେ ଆଉ ବହୁତ୍ ଗପେ। ©Diptiranjan Sahoo #Khushiyaan #alone #diptiranjan
#Khushiyaan #alone #Diptiranjan #Poetry
read moreDiptiranjan Sahoo
ତତେ କହିବାକୁ ଚାହେଁ ହାୟେ ଗୋଟେ କାହାଣୀ ଯାହାକି ଆରମ୍ଭ ଫ୍ରୋମ ତୋର ଚାହାଣି। ଦେଖି ତୋର ହାଏ ଚୋରା ଚାହାଣି ହୃଦୟକୁ ମୋର ତୁ ଦେଇଚୁ ହାଣି। କାଜଲ ଗାର ରେ ନୟନ ତୋର ଘାଇଲା କରିଛି ହୃଦୟକୁ ମୋର। ©Diptiranjan Sahoo #dodil #chaprilove #lovebychance #diptiranjan
#dodil #chaprilove #lovebychance #Diptiranjan #Poetry
read moreDiptiranjan Sahoo
ଦେଖି ତୋର ସରୁ ଅଣ୍ଟା high ହିଲ ଚାଲି, teen age ହୃଦୟ ମୋ ଯାଉଚି ଚହଲି । କେବେ ଆସି ଦବୁ ଧରା କହିଦେଲେ ଖାଲି, ଚାଲିଯିବି ନେଇ ତତେ ଦୁବାଇ ମୁଁ ବୁଲି ।। ©Diptiranjan Sahoo #safar #diptiranjan #teen #loveindubai #love
#safar #Diptiranjan #teen #loveindubai love #Poetry
read moreDiptiranjan Sahoo
Diptiranjan Sahoo
Diptiranjan Sahoo
#romance #ଓଡ଼ିଆକବିତା #odiasayari #odia #Diptiranjan #priyaratulana #bhanarepriya #Poetry
read moreRajesh Nisika
GAYATRI BABY Bapi Mohanty Diles Meher Niranjan mahapatra debasis mahapatra #Quote
read more