Nojoto: Largest Storytelling Platform

New temple run 2 blazing sands Quotes, Status, Photo, Video

Find the Latest Status about temple run 2 blazing sands from top creators only on Nojoto App. Also find trending photos & videos about, temple run 2 blazing sands.

Stories related to temple run 2 blazing sands

Ravi Pandey

#Sands

read more
खुद से आए, मेरे जिंदगी में,
 बहार बन के! 
चले गए हमें भी, सबकी तरह 
तन्हा इस बार कर के !!
तुझ में अगर ठहराव नहीं!!
फिर क्यों आए
 मेरे सच्चा यार बन के।
तुमको आंधियों से बड़ा बनता होगा न,
वो भी आते हैं!
 बिन बताए तुम्हारी तरह
 और जाते हैं!!
घर बार उजाड़ कर के !!

©Ravi Pandey #Sands

Abhi raj

#Sands

read more
Red sands and spectacular sandstone rock formations जिसके पास दूसरा option हो
वो आपका कभी नहीं हो सकता.!!

©Abhi raj #Sands

"निश्छल किसलय" (KISALAY KRISHNAVANSHI)

#Sands

read more
Red sands and spectacular sandstone rock formations  गुफ़्तगू होती रही हम  दोनों के दरमियाँ, 
वो अपनी कहता गया  और मैं सुनाता रहा, 

ना रही  फ़िक्र उसको ज़माने की कभी 
मैं तो  ज़माने को हरदम आजमाता रहा, 

दिखती हैं मजबूरियाँ मेरी, उसकी आँखों में
फ़िर भी ज़माने की ख़ातिर नक़ाब लगाता रहा, 

ख़ूब होती है बातें बेज़ार रो लेता हूँ निश्छल
उसे अपनी नाकामियों से अवगत कराता रहा ,

जानता हूँ मुझसे ज़्यादा फ़िक्र उसको है मेरी 
सामने खड़े होकर मुझे  वो ढाढस बंधाता रहा ,

कोई आ नहीं सकता कभी हम दोनों के दरमियाँ 
 उससे मिलने के लिए सामने आईना लगाता रहा l

©"निश्छल किसलय" (KISALAY KRISHNAVANSHI) #Sands

Sashank

Thirupati Temple... #God #temple Love #Trending

read more
Unsplash Thirupati Temple

©Sashank Thirupati Temple...

#God #temple #Love #Trending

Ruineddevil

#Sands

read more
Red sands and spectacular sandstone rock formations Raasta nahi koi manzil.nahi,
Yahaan Chahaton ke shehar me,
Mera guzaara nahi!

©Ruineddevil #Sands

Subrat Kanungo

#Sands

read more
Red sands and spectacular sandstone rock formations _ "ଶେଷ ଦେଖା"_ 
****************

ଲୁହ ଝରେ ନାହିଁ ଆଖିରୁ ମୋ ଆଉ
ଝରୁଛି ରକତ ଧାର
ଠକି ଦେଇ ମୋର ହୃଦୟକୁ ପ୍ରିୟା
ହେଲୁ ତୁ ଆଉ କାହାର।

ମିଛ ପ୍ରତିଶ୍ରୁତି ଦେଇଥିଲୁ ପ୍ରିୟା
ମନରେ ରଖି ଛଳନା
ଭାଙ୍ଗି ଦେଇଗଲୁ ହୃଦୟକୁ ମୋର
ଭାବି ତୁ ମାଟି ଖେଳନା।

ସେ ଭଙ୍ଗା ହୃଦୟ କାନ୍ଦୁଛି ଆଜି ଲୋ
ପ୍ରିୟା ତୋ ସ୍ମୃତିକୁ ଝୁରି
ଶେଷ ଦେଖା କରି ଯିବୁ ତୁ ପ୍ରିୟାଲୋ
ଆୟୁଷ ଗଲେ ମୋ ସରି।

କାଠ ଖଣ୍ତେ ନେଇ ପକାଇ ଆସିବୁ
ଜଳନ୍ତା ଜୁଇରେ ମୋର
ଶେଷ ଦେଖା କରି ମଶାଣୀରୁ ଫେରି
ସୁଖରେ କରିବୁ ଘର।
***

©Subrat Kanungo #Sands

Subrat Kanungo

#Sands

read more
Red sands and spectacular sandstone rock formations ପାଖରେ ସବୁକିଛି ଥାଇ ବି 
ମୁଁ ଆଜି ଅଧୁରା ତୁମ ବିନା..
ଖୁସିର ପାହାଡ଼ ଉପରେ ଠିଆହେଇ ବି 
ମୁଁ ଲୁହର ବର୍ଷାରେ ଭିଜୁଛି ତୁମ ବିନା..
ବାସ୍ତବତାର ମହଲ ଭିତରେ ରହି ବି 
ମୋ ସ୍ଵପ୍ନ ଢେଉର ଆଘାତରେ ବାଲିଘର ପରି ଭାଙ୍ଗିଯାଏ ତୁମ ବିନା..
ଶବ୍ଦର ସହରରେ ହଜି ବି 
ମୁଁ ମୁକ ପାଲଟି ଯାଏ ତୁମ ବିନା..
ତମ ଠୁ ଦୁରରେ ରହି 
ମୁଁ ବିରହର ନିଆଁରେ 
ପ୍ରତି ମୁହୂର୍ତ୍ତରେ ଜଳୁଛି ତୁମ ବିନା..
ହଁ କେମିତି ବୁଝେଇବି ମୁଁ ତୁମକୁ
ମୋର ଅସ୍ତିତ୍ଵ, ମୋ ଖୁସି, ମୋ ବାସ୍ତବତା 
ଏମିତିକି ମୋ ଜୀବନ ବି 
ମୂଲ୍ୟହୀନ 
ବାସ୍ ତୁମ ବିନା...
******

©Subrat Kanungo #Sands

Subrat Kanungo

#Sands

read more
Red sands and spectacular sandstone rock formations 🫶🫶🫶 "ଅପେକ୍ଷା" 🫶🫶🫶
*********************
ସ୍ମୃତି ସିଏ ମୋର ଅଜଣା ସହର
ରଙ୍ଗୀନ ଆଲୋକ ମାଳା
ପହିଲି ଦେଖାରେ କିଣି ନେଇଥିଲା
ମୋତେ ସେ ସୁନ୍ଦରୀ ବାଳା
ତାର ମିଠା କଥା ମନଖୋଲା ହସ
ଏବେବି ପାରୁନି ଭୁଲି
କେଜାଣି କାହିଁକି ମୋତେ ଦେଖିସିଏ
ଚାହୁଁଥିଲା ବୁଲିବୁଲି
ଆଖିରେ ତାହାର ଆଖି ମିଶିଗଲା
ମନରେ ମିଶିଲା ମନ
କେମିତି କହିବି କି ସୁନ୍ଦର ଥିଲା
ଆହା ସେ ହଜିଲା ଦିନ
କଥା ଦେଇଗଲା ଅଗଣାରେ ମୋର
ଜାଳିବାକୁ ସଞ୍ଜବତୀ
ଅପେକ୍ଷାରେ କେତେ ଦିନ ଚାଲିଗଲା
ପାହିଗଲା କେତେ ରାତି
ଏବେବି ଚାହିଁଛି ତା ଫେରିବା ପଥ
କାଳେ ସେ ଆସିବ ଫେରି
ଏଇ ଫଗୁଣରେ ତାହାରି ସାଥୀରେ
ଖେଳିବି ପ୍ରୀତିର ଝୁରି

©Subrat Kanungo #Sands

GAYATRI AHIRWAR (pakhi)

#Run bhopal run

read more

Miss Mirzapur

#temple

read more
loader
Home
Explore
Events
Notification
Profile