Nojoto: Largest Storytelling Platform

Best Sands Shayari, Status, Quotes, Stories

Find the Best Sands Shayari, Status, Quotes from top creators only on Nojoto App. Also find trending photos & videos aboutfootprints on the sands of time quote, temple run blazing sands in real life 590, prince of persia sands of time game cheats for pc 10, Prince of Persia: The Sands of Time, sands of time meaning in hindi,

  • 1815 Followers
  • 2445 Stories

Royal Thakur

#Sands shayari status

read more
Red sands and spectacular sandstone rock formations जिंदगी का कोई पता नहीं कब चली जाय इसी लिए हस्ते रहिए 
खुश रहिए

©Royal Thakur #Sands  shayari status

Ruineddevil

#Sands

read more
Red sands and spectacular sandstone rock formations Raasta nahi koi manzil.nahi,
Yahaan Chahaton ke shehar me,
Mera guzaara nahi!

©Ruineddevil #Sands

Subrat Kanungo

#Sands

read more
Red sands and spectacular sandstone rock formations _ "ଶେଷ ଦେଖା"_ 
****************

ଲୁହ ଝରେ ନାହିଁ ଆଖିରୁ ମୋ ଆଉ
ଝରୁଛି ରକତ ଧାର
ଠକି ଦେଇ ମୋର ହୃଦୟକୁ ପ୍ରିୟା
ହେଲୁ ତୁ ଆଉ କାହାର।

ମିଛ ପ୍ରତିଶ୍ରୁତି ଦେଇଥିଲୁ ପ୍ରିୟା
ମନରେ ରଖି ଛଳନା
ଭାଙ୍ଗି ଦେଇଗଲୁ ହୃଦୟକୁ ମୋର
ଭାବି ତୁ ମାଟି ଖେଳନା।

ସେ ଭଙ୍ଗା ହୃଦୟ କାନ୍ଦୁଛି ଆଜି ଲୋ
ପ୍ରିୟା ତୋ ସ୍ମୃତିକୁ ଝୁରି
ଶେଷ ଦେଖା କରି ଯିବୁ ତୁ ପ୍ରିୟାଲୋ
ଆୟୁଷ ଗଲେ ମୋ ସରି।

କାଠ ଖଣ୍ତେ ନେଇ ପକାଇ ଆସିବୁ
ଜଳନ୍ତା ଜୁଇରେ ମୋର
ଶେଷ ଦେଖା କରି ମଶାଣୀରୁ ଫେରି
ସୁଖରେ କରିବୁ ଘର।
***

©Subrat Kanungo #Sands

Vs Nagerkoti

#Sands यहां लोगों को समझना आपका एक वरदान है । जिससे आपको महसूस होता है कि यहां कोई अपना नहीं है । बल्कि अपने होने का जर्बदस्त नाटक कर रहे है ।

read more
Red sands and spectacular sandstone rock formations किस तरह आपको मिला हुआ वरदान
 भी आपके लिए श्राप साबित हो जाता 
 है । जब आपका लोगों को आसानी
 से पढ़ लेना ही आपको बेहद तकलीफ 
 देता है । जब आपको महशुश होता है 
की जिन्हे आप सबसे ज्यादा पसंद करते 
है वही आपसे सबसे ज्यादा नफरत
 करते है ।सोचो कैसा लगता होगा उस 
वक्त । मन की क्या दशा होती होगी ।
वो इंसान रोज आपके सामने एक ही 
 नाटक करता है।और आपको पता भी
 होता है। फिर भी आप कुछ नहीं कहते ।

©Vs Nagerkoti #Sands यहां लोगों को समझना 
आपका एक वरदान है । जिससे आपको 
महसूस होता है कि यहां कोई अपना नहीं है । बल्कि अपने होने का जर्बदस्त नाटक 
कर रहे है ।

Radhey Ray

#Sands

read more
Red sands and spectacular sandstone rock formations एक खत 
........................................ 
👉16/12/2024
हाँ डरता हु मै ये बिल्कुल सत्य है 
तुम पास खड़ी रहो और मै तमीज मे रहु ये तो
 मुमकिन नही। जरूर कुछ न कुछ बतिमीजी 
मै कर जाऊंगा। इसलिए थोड़ा दूरी ही बचाओ है। 
कुछ कहानी  कुछ सच्चाई है, कुछ तुम जानती हो
 कुछ मै जानता हु। बाकी जो बच गए वो सब
 मेरे एहसास है, तुम्हारा इसमें कुछ नही।
 जो है वो मेरा है....... 

इतने भी करीब मत आओ, 
मैं खुद को संभाल नही पाऊंगा, 
कितनी मुश्किल से ठहरा हु मै , 
तुम्हे छु के बहक जाऊंगा।।।।। 
🚫ADDICTED

©Radhey Ray #Sands

Subrat Kanungo

#Sands

read more
Red sands and spectacular sandstone rock formations ପାଖରେ ସବୁକିଛି ଥାଇ ବି 
ମୁଁ ଆଜି ଅଧୁରା ତୁମ ବିନା..
ଖୁସିର ପାହାଡ଼ ଉପରେ ଠିଆହେଇ ବି 
ମୁଁ ଲୁହର ବର୍ଷାରେ ଭିଜୁଛି ତୁମ ବିନା..
ବାସ୍ତବତାର ମହଲ ଭିତରେ ରହି ବି 
ମୋ ସ୍ଵପ୍ନ ଢେଉର ଆଘାତରେ ବାଲିଘର ପରି ଭାଙ୍ଗିଯାଏ ତୁମ ବିନା..
ଶବ୍ଦର ସହରରେ ହଜି ବି 
ମୁଁ ମୁକ ପାଲଟି ଯାଏ ତୁମ ବିନା..
ତମ ଠୁ ଦୁରରେ ରହି 
ମୁଁ ବିରହର ନିଆଁରେ 
ପ୍ରତି ମୁହୂର୍ତ୍ତରେ ଜଳୁଛି ତୁମ ବିନା..
ହଁ କେମିତି ବୁଝେଇବି ମୁଁ ତୁମକୁ
ମୋର ଅସ୍ତିତ୍ଵ, ମୋ ଖୁସି, ମୋ ବାସ୍ତବତା 
ଏମିତିକି ମୋ ଜୀବନ ବି 
ମୂଲ୍ୟହୀନ 
ବାସ୍ ତୁମ ବିନା...
******

©Subrat Kanungo #Sands

Subrat Kanungo

#Sands

read more
Red sands and spectacular sandstone rock formations ଜୀବନର ବ୍ୟସ୍ତତା ଭିତରୁ
 ଯେବେ ମୁଁ ବିରତି ନିଏ 
ଶବ୍ଦର ମେଳ ଭିତରେ ସେବେ ମୁଁ
 ନିଜକୁ ହଜେଇ ଦିଏ..
ପ୍ରେମ, ବିରହ, ସନ୍ଦେହ ର ଘେର ଭିତରେ 
ନିଜ ଭାବନାର ଅସ୍ତିତ୍ଵକୁ
 ଆକଳନ କରିବାର ଅପଚେଷ୍ଟା କରେ..
କିଛି ମନର ଭାଷାକୁ ସାଧା କାଗଜରେ ଲେଖି ଦିଏ 
ଆଉ ବାକି ସବୁ ଅକୁହା ହେଇ
 ହୃଦୟର କୋଣରେ ସବୁଦିନ ପାଇଁ 
ଗୋପନରେ ରହିଯାଏ...
ହଁ ତୁମକୁ ଭୁଲିବା ଆଳ ରେ ମୁଁ ପୁଣି ତୁମ ଭିତରେ ହଜିଯାଏ...

©Subrat Kanungo #Sands

Sippy Bansal

Red sands and spectacular sandstone rock formations जब तुम्हारा इरादा ठीक है तो सोचना क्यूँ
फर्क़ पड़ता है पर खुद को तकलीफ क्यूँ
तू सही है अपने हर काम मै
कोई गलत अंदाजा लगाले तो टूटना क्यूँ ?

©Sippy Bansal #Sands #Love #Dosti #Soch #matlab #pyaar

Subrat Kanungo

#Sands

read more
Red sands and spectacular sandstone rock formations 🫶🫶🫶 "ଅପେକ୍ଷା" 🫶🫶🫶
*********************
ସ୍ମୃତି ସିଏ ମୋର ଅଜଣା ସହର
ରଙ୍ଗୀନ ଆଲୋକ ମାଳା
ପହିଲି ଦେଖାରେ କିଣି ନେଇଥିଲା
ମୋତେ ସେ ସୁନ୍ଦରୀ ବାଳା
ତାର ମିଠା କଥା ମନଖୋଲା ହସ
ଏବେବି ପାରୁନି ଭୁଲି
କେଜାଣି କାହିଁକି ମୋତେ ଦେଖିସିଏ
ଚାହୁଁଥିଲା ବୁଲିବୁଲି
ଆଖିରେ ତାହାର ଆଖି ମିଶିଗଲା
ମନରେ ମିଶିଲା ମନ
କେମିତି କହିବି କି ସୁନ୍ଦର ଥିଲା
ଆହା ସେ ହଜିଲା ଦିନ
କଥା ଦେଇଗଲା ଅଗଣାରେ ମୋର
ଜାଳିବାକୁ ସଞ୍ଜବତୀ
ଅପେକ୍ଷାରେ କେତେ ଦିନ ଚାଲିଗଲା
ପାହିଗଲା କେତେ ରାତି
ଏବେବି ଚାହିଁଛି ତା ଫେରିବା ପଥ
କାଳେ ସେ ଆସିବ ଫେରି
ଏଇ ଫଗୁଣରେ ତାହାରି ସାଥୀରେ
ଖେଳିବି ପ୍ରୀତିର ଝୁରି

©Subrat Kanungo #Sands

Subrat Kanungo

#Sands

read more
Red sands and spectacular sandstone rock formations ଶୀତୁଆ ସଂଜ ରେ 
ଗରମ ଚା' ର ଉଷୁମ ଧୂଆଁ ରେ 
ସ୍ବପ୍ନ ଦେଖୁଥିବା ପ୍ରେମିକା ଟିଏ ସେ.. 
ଫାଜିଲ୍ ପବନ ଦୁଷ୍ଟାମୀ ରେ
ଆଙ୍କୁଥାଏ କେତେ ସ୍ବପ୍ନ..;

କେହି କହିଦେଲେ ଋଷି ଯାଏ
ମନେଇ ଦେଲେ ପୁଣି ମାନି ଯାଏ,
ଇନ୍ଦ୍ରଧନୁର ରଙ୍ଗ ନେଇ ପୁଣି 
ନିଜ କୁ ସଜେଇ ଦିଏ,।

ଅବୁଝା ନାୟିକା ସେ, 
ଅଭିମାନୀ ମୋ ପ୍ରିୟତମା 
ଜାଣିଛ,ପ୍ରେମିକା ପଣ ଟିଏ ଅଛି ବୋଲି ତ 
ଯେତେ ସବୁ ଯନ୍ତ୍ରଣା କୁ ସାଉଁଟି ନେଇ 
ନିନ୍ଦା,ଅପବାଦ କୁ ଆଡେଇ ଦେଇ 
ପ୍ରେମ ଦେଇଯାଏ ପ୍ରୀତି ରେ,ତୃପ୍ତି ରେ,.I

©Subrat Kanungo #Sands
loader
Home
Explore
Events
Notification
Profile