Find the Latest Status about yaari wallpaper from top creators only on Nojoto App. Also find trending photos & videos about, yaari wallpaper.
SILENT BABA
White सुनो सजनी 💖💖💖 इश्क़ की घड़ी को भी,,, तेरे सजदे मे रोक देंगे ,,, हम तो मोहब्बत की राह में ,,, कयामत को भी रोक देंगे ,,, ©SILENT BABA #wallpaper
`sanju sharan
White इस नाउम्मीद की रात में कब जगेगी उम्मीद तीस चांद की रात तीस अमावस्या की रात में उम्मीद टूटते हुए देखा कहीं भी आस का जुगनू नज़र ना आया मुझे एक उम्मीद की लौ जला दे मेरे प्रभु एक दूज का चांद दिखा दे फिर एक खुशनुमा सुबह का दर्शन करा दे प्रभु अब सहन नहीं होता अपनों की तकलीफ़ एक उम्मीद की झलक दिखला दे प्रभु दिखला दे प्रभु...... ©`sanju sharan #wallpaper
Subrat Kanungo
ଭଲଲାଗେ ************* ପୂର୍ଣ୍ଣମୀ ରାତିରେ ଜହ୍ନ ଠାରୁ ବେଶି ତମକୁ ଦେଖିବାକୁ ଭଲଲାଗେ.. ଅମାବାସ୍ୟା ର ଅନ୍ଧାରରେ ତମ ସହ ଲୁଚକାଳି ଖେଳିବାକୁ ଭଲଲାଗେ... ସାରା ସହର ଶୋଇଯିବା ପରେ ତମ ପାଇଁ ଉଜାଗର ରହିବାକୁ ଭଲଲାଗେ... ବାସ୍ତବତା ଠାରୁ କିଛି ସମୟର ବିରତି ନେଇ ତମ ସ୍ୱପ୍ନରେ ଭିଜିବାକୁ ଭଲଲାଗେ.. ବାର ବାର ନିଜକୁ ଖୋଜିବାର ମିଛ ଚେଷ୍ଟା କରି ହାରିଯିବା ପରେ ତମ ଭିତରେ ହଜି ଯିବାକୁ ଭଲଲାଗେ.. ସମସ୍ତଙ୍କ ଠାରୁ ଦୂରେଇ ବାସ୍ ତମ ବାହୁ ବନ୍ଧନରେ ଶୋଇଯିବାକୁ ଭଲଲାଗେ... ହଁ ତମ ସହ ଏଇ ପୁରା ପୃଥିବୀଟା କାଇଁ ଭାରି ଭଲଲାଗେ.... ****** ©Subrat Kanungo #Yaari
Reddy Awesome
నన్ను మరిచినా నా అక్షరాలు నీతో వుండాలని రాస్తున్న..✍️✍️ ©Reddy Awesome #wallpaper
sasmita sahoo
White 🥹ସ୍ବପ୍ନ 🥹 ବେଳେ ବେଳେ ଏମିତି କିଛି ସ୍ବପ୍ନ ଆସେ ଯେଉଁ ସ୍ଵପ୍ନ୍ ରେ ଆମ ଆଖି ଆଗରେ ଆପଣା ର ଲୋକ ଦୂରେଇଜାଉଥାଏ ଆଉ ଆମେ ଆଖିରୁ ଲୁହ ଗଡ଼ାଇ ନିସ୍ତବ୍ଧ ହୋଇବସି ରହିଥାଉ ହେଲେ କିଛି ବି କରିପାରୁନା, ଯେବେ ନିଦ ଭାଙ୍ଗି ଯାଇ ଆମେ ସ୍ବପ୍ନ ର ଦୁନିଆଁ ରୁ ବାହାରି ଆସୁ ସେତେବେଳେ ଅନୁଭବ ହୁଏ ସ୍ବପ୍ନ ରେ ଆପଣାର୍ ଲୋକ କୁ ଦୁରେଇ ଯିବାର ଦେଖି ଯଦି ହୃଦୟ ଏତେ ବିଚଳିତ ହୋଇ ଉଠୁଛି,ଆଖି ରୁ ଲୁହ ଧାର ଧାର ହୋଇବହି ଯାଉଛି .. ବାସ୍ତବରେ ଆପଣାର ଲୋକ ଠୁ ଦୂରେଇ ରହିବା କେତେ ଜେ କଷ୍ଟ ଓ ଯନ୍ତ୍ରଣା ଦାୟକ ହୋଇଥିବ ସତେ ?? ©sasmita sahoo #wallpaper
Ramya Prabhu
ಕನವರಿಕೆಯಲೂ ನಿನ್ನೊಲವ ರಾಗ ಕೇಳುತಿರೆ ಕಷ್ಟಗಳೆಲ್ಲಾ ಇಷ್ಟಗಳಾಗಿ ನೆಮ್ಮದಿಯ ನಿದ್ರೆಗೆ ಜಾರಿರೇ ನಗುನಗುತ್ತ ಹಾಯಾಗಿ ನಿನ್ನ ಮಡಿಲಲಿ ಮಗುವಾಗಿ ಮಲಗಿದೆ ನನ್ನೊಲವೇ...... ©Ramya Prabhu #Yaari