Nojoto: Largest Storytelling Platform

New lonely quotes malayalam Quotes, Status, Photo, Video

Find the Latest Status about lonely quotes malayalam from top creators only on Nojoto App. Also find trending photos & videos about, lonely quotes malayalam.

Stories related to lonely quotes malayalam

Subrat Kanungo

#lonely life quotes images

read more
"ବାପା "
------------
ଗୋଟେ ଶବ୍ଦ ନୁହେଁ 
ବରଂ ଶବ୍ଦକୋଷ ଟିଏ 
ତମାମ ଜୀବନର...
ଖୁବ ସହଜରେ ମିଳିଯାଏ ତାଙ୍କ ପାଖେ 
ସମାଧାନ ସବୁ ସମସ୍ୟାର...
ସେ ତ ଖୁବ ନିପୁଣ ଯୋଦ୍ଧା ଟିଏ 
ସଂସାର ରାଣାକ୍ଷେତ୍ରରେ...
ନିଜ ଦୁଃଖ କଷ୍ଟ ଭୁଲି ସେ ଯାଆନ୍ତି 
ଥାଆନ୍ତି ସଦା ସାଥିରେ...
ବେସ ଜଣା ତାଙ୍କୁ 
ଯେତେ ଦୁଃଖ ଆସୁ 
ଆକଣ୍ଠ ପାନ କରିବାର କଳା...
ସେ ଗଲା ପରଠୁ 
ସେମିତି ଝୁରୁଛି 
ସ୍ମୃତି ତାଙ୍କ ସ୍ନେହବୋଳା...
   
********

©Subrat Kanungo #lonely  life quotes images

Subrat Kanungo

#lonely in life quotes

read more
🌹"Happy propose day"🌹

କାଲି ଦେଇଥିଲି ଗୋଲାପ ପ୍ରିୟାକୁ 
ଆଜି ଦେଉଅଛି ମନ 🌹
ଏଇ ଯେ ମୋର ମନ ଆକାଶରେ
ତୁମେ ମୋ ପୁନେଇଁ ଜହ୍ନ 🌹

ଦ୍ବିତୀୟ ଦିବସେ ପ୍ରସ୍ତାବ ଟେ ପ୍ରିୟା
ଆଣିଛି ମୁଁ ତୁମ ପାଇଁ 🌹
ରାଗ-ରୁଷା-ମାନ-ଅଭିମାନ ଭୁଲି
ଥିବା ଦୁହେଁ ସାଥି ହୋଇ 🌹

ସ୍ନେହ ଶ୍ରଦ୍ଧା ପ୍ରୀତି ମାଖି ଜୀବନରେ
ନିତି ହେଉଥିବା ଭେଟ 🌹
ପାଦରେ ପାଦକୁ ମିଶେଇ ଗୋ ପ୍ରିୟା
ଚାଲିବା ଜୀବନ ବାଟ 🌹

❤️❤️❤️"ଶୁଭ ସକାଳ"❤️❤️❤️ 
@Good.morning.all.of.you

©Subrat Kanungo #lonely  in life quotes

@મારી ડાયરી મારો વિચાર

#lonely in life quotes

read more
જે જીવનની સજાને કાપી રહ્યું છે ધીરે ધીરે 
એને લોકો ભગવાનનો ડર બતાવી ડરાવવા માંગે છે

©@મારી ડાયરી મારો વિચાર #lonely  in life quotes

Firdous

#Freestyle malayalam comedy movies

read more
White 

Use my Referral Code: firdous1045
Join & Get Cash Now 😍

Join Now:
👉 https://nojoto.page.link/UwBy3

©Firdous #Freestyle  malayalam comedy movies

Aj

library SAD Quotes lonely

read more
Unsplash నెంబర్లు అకౌంట్లు బ్లాక్ చేసినంత సులువు కాదు కదా జ్ఞాపకాల్ని ఆలోచనల్ని బ్లాక్ చెయ్యడం!

©Ajay #library #SAD #Quotes #lonely

Vismaya Creation

#RIP #malayalam

read more
Malayalam actor Dileep Shankar found dead in Thiruvananthapuram hotel room

©Vismaya Creation #RIP #malayalam

FR68

Babu Sharma

#leafbook malayalam comedy movies

read more
Unsplash love sarkaghat

©Babu Sharma #leafbook  malayalam comedy movies

VIKAS G V

VIKAS G V

wlove" class="text-blue-400" target="_blank">wlove wloves quotes #kumbalanginights #malayalam wlove" class="text-blue-400" target="_blank">wlove" title="Best wlove" class="text-blue-400" target="_blank">wlove Shayari, Status, Quotes, Stories">#wlove" class="text-blue-400" target="_blank">wlove #LoveStory #lovestatus #Hindi #tamil #Telugu #mallu

read more
loader
Home
Explore
Events
Notification
Profile