Nojoto: Largest Storytelling Platform

New quotes on lonely feeling Quotes, Status, Photo, Video

Find the Latest Status about quotes on lonely feeling from top creators only on Nojoto App. Also find trending photos & videos.

Subrat Kanungo

#lonely life quotes images

read more
"ବାପା "
------------
ଗୋଟେ ଶବ୍ଦ ନୁହେଁ 
ବରଂ ଶବ୍ଦକୋଷ ଟିଏ 
ତମାମ ଜୀବନର...
ଖୁବ ସହଜରେ ମିଳିଯାଏ ତାଙ୍କ ପାଖେ 
ସମାଧାନ ସବୁ ସମସ୍ୟାର...
ସେ ତ ଖୁବ ନିପୁଣ ଯୋଦ୍ଧା ଟିଏ 
ସଂସାର ରାଣାକ୍ଷେତ୍ରରେ...
ନିଜ ଦୁଃଖ କଷ୍ଟ ଭୁଲି ସେ ଯାଆନ୍ତି 
ଥାଆନ୍ତି ସଦା ସାଥିରେ...
ବେସ ଜଣା ତାଙ୍କୁ 
ଯେତେ ଦୁଃଖ ଆସୁ 
ଆକଣ୍ଠ ପାନ କରିବାର କଳା...
ସେ ଗଲା ପରଠୁ 
ସେମିତି ଝୁରୁଛି 
ସ୍ମୃତି ତାଙ୍କ ସ୍ନେହବୋଳା...
   
********

©Subrat Kanungo #lonely  life quotes images

Hari Charan

Subrat Kanungo

#lonely in life quotes

read more
🌹"Happy propose day"🌹

କାଲି ଦେଇଥିଲି ଗୋଲାପ ପ୍ରିୟାକୁ 
ଆଜି ଦେଉଅଛି ମନ 🌹
ଏଇ ଯେ ମୋର ମନ ଆକାଶରେ
ତୁମେ ମୋ ପୁନେଇଁ ଜହ୍ନ 🌹

ଦ୍ବିତୀୟ ଦିବସେ ପ୍ରସ୍ତାବ ଟେ ପ୍ରିୟା
ଆଣିଛି ମୁଁ ତୁମ ପାଇଁ 🌹
ରାଗ-ରୁଷା-ମାନ-ଅଭିମାନ ଭୁଲି
ଥିବା ଦୁହେଁ ସାଥି ହୋଇ 🌹

ସ୍ନେହ ଶ୍ରଦ୍ଧା ପ୍ରୀତି ମାଖି ଜୀବନରେ
ନିତି ହେଉଥିବା ଭେଟ 🌹
ପାଦରେ ପାଦକୁ ମିଶେଇ ଗୋ ପ୍ରିୟା
ଚାଲିବା ଜୀବନ ବାଟ 🌹

❤️❤️❤️"ଶୁଭ ସକାଳ"❤️❤️❤️ 
@Good.morning.all.of.you

©Subrat Kanungo #lonely  in life quotes

Hari Charan

@મારી ડાયરી મારો વિચાર

#lonely in life quotes

read more
જે જીવનની સજાને કાપી રહ્યું છે ધીરે ધીરે 
એને લોકો ભગવાનનો ડર બતાવી ડરાવવા માંગે છે

©@મારી ડાયરી મારો વિચાર #lonely  in life quotes

Hari Charan

Aj

library SAD Quotes lonely

read more
Unsplash నెంబర్లు అకౌంట్లు బ్లాక్ చేసినంత సులువు కాదు కదా జ్ఞాపకాల్ని ఆలోచనల్ని బ్లాక్ చెయ్యడం!

©Ajay #library #SAD #Quotes #lonely

Hari Charan

wquotes" class="text-blue-400" target="_blank">wquotes wquotes" class="text-blue-400" target="_blank">wquotes wquotes" class="text-blue-400" target="_blank">wquotes on love wquotes" class="text-blue-400" target="_blank">wquotes on life

read more

love you zindagi

confused sad broken feeling lonely

read more
हम सच थे तुमने झूठ कर दिया 
अपने से हमको बेगाना कर दिया 
खता कुछ थी तो बताते हमे .....
पहले चाहा फिर अचानक छोड़ दिया।।

@वकील साहब

©love you zindagi #confused #sad #broken #feeling #lonely

itvik

#love_shayari quotes on life quotes on friendship quotes loves quotes quotes on love

read more
White I wish you’d feel the weight of your words,
The breaking of promises, the silent hurts.

©Rtiw #love_shayari  quotes on life quotes on friendship quotes loves quotes quotes on love
loader
Home
Explore
Events
Notification
Profile