Nojoto: Largest Storytelling Platform

Best ବାପାବିମହାନ୍ Shayari, Status, Quotes, Stories

Find the Best ବାପାବିମହାନ୍ Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 6 Stories

Dev

ନିଜ ପାଇଁ ନୂଆ ଗାମୁଛା ଖଣ୍ଡେ ନ କିଣି ନିଜ ପିଲା ମାନଙ୍କୁ ପ୍ରତି ପର୍ବରେ ନୂଆ ପୋଷାକ କିଣି ଦେଉଥିବା ନିଃସ୍ଵାର୍ଥପର ଲୋକଟି ହେଲା "ବାପା"

#ବାପାବିମହାନ୍

©Dev #rayofhope

Dev

ଜୀବନର ପ୍ରତ୍ୟେକ ସ୍ତରରେ ସମସ୍ୟାକୁ ଜିତିବାର ପ୍ରୟାସ କରୁଥିବା ବ୍ୟକ୍ତି ଟି ନିଜ ସନ୍ତାନଙ୍କ ଖୁସି ଆଗରେ ହାରିଯିବାକୁ ପସନ୍ଦ କରେ।

#ଲିପ୍ସିତ
#ବାପାବିମହାନ୍

©Dev #rayofhope

Dev

ଛୋଟ ବେଳେ କହି ହୋଇଯାଏ ମାଆକୁ କେତେ ଭଲ ପାଉ ବୋଲି। କିନ୍ତୁ ବଡ଼ ହେଲା ପରେ ହୃଦୟଙ୍ଗମ ହୁଏ ବାପାଙ୍କୁ କେତେ ଭଲ ପାଉ ବୋଲି। 

#ବାପାବିମହାନ୍

©Dev #eveningtea

Dev

ଆମେ ତାଙ୍କର ଅଂଶ, ଆମେ ତାଙ୍କର ଭବିଷ୍ୟତ, ଆମେ ତାଙ୍କର ସ୍ବପ୍ନ, ଆମେ ତାଙ୍କର କଳ୍ପନା।
ଆଉ ସେ ଆମ ବାପା।

#ବାପାବିମହାନ୍

©Dev #colours

Dev

ତୁମ ସଫଳତାକୁ ନିଜ ସଫଳତା ଭାବି ଗର୍ବ କରନ୍ତି ସେ। ତୁମ ପରିଚୟରେ ପରିଚିତ ହେବାରେ ହିଁ ଆନନ୍ଦ ଥାଏ ତାଙ୍କର।


#ବାପାବିମହାନ୍

©Dev #diwali2020

Dev

ଜଣେ ହିଁ ବ୍ୟକ୍ତି ଯିଏ ଗୋଟିଏ ଝିଅକୁ ସାରା ଜୀବନ ଭଲ ପାଇବେ। ଯାହା ଉପରେ ଆଖି ବନ୍ଦ କରି ଜଣେ ଝିଅ ବିଶ୍ୱାସ କରିପାରିବ। ସେ ଝିଅର ରାଜା, ଝିଅର ବାପା।

#ବାପାବିମହାନ୍

©Dev #SunSet


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile