Find the Best jsjyoti Shayari, Status, Quotes from top creators only on Nojoto App. Also find trending photos & videos about jsj diesel sales reviews, jsj diesel sales florida, jsj diesel sales, jsj diesel engines, richard yot light for visual artists,
Virat ka fan
JS Jyoti
ତୁମେ ରଙ୍ଗୋଲି ବର୍ଣ୍ଣାଳୀ ଜାଜ୍ବଲ୍ୟ ଦୀପାଳୀ ନୂଆ ଆଶା ଆଲୋକର, ମୁଁ ଦିୱାଲୀ ଶେଷର ସଳିତା ପାଉଁଶ ଅଙ୍ଗାରର ଧାରେ ଗାର। #ଦିୱାଲୀ #yqbhaina #yqodia #jsjyoti
JS Jyoti
तुझे भुल जाने की इरादों में, फिर एक रात गुज़र गई तेरी यादों में... #रातऔरयादें #yqdidi #yqbaba #yqhindi #hindishayari #jsjyoti
JS Jyoti
ଆକାଶଟା ଆଜି ମେଘ ନଈ, ଅନ୍ଧାର ଭିଜୁଛି ସଂଜ ହୋଇ, ଆସିଛ କି' ତମେ ଆମ ସହରକୁ ଛତା ଭୁଲି ଗଭା ଖୋଲିଦେଇ? ଅନ୍ଧାର ଖେଳୁଛି ଲୁଚକାଳି ବିଜୁଳି ସାଥିରେ କରି କଳି, ଆସିଛ କି' ତମେ ଆମ ଗଳି ଆଡ଼େ ନୀଳ ସାଲ୍ୱାର ପିନ୍ଧି କରି? ବର୍ଷା କି' ଚାହୁଁଛି ଛୁଇଁବାକୁ ତମରି ଗୋଲାପୀ ଅଧରକୁ, ଆସିଛ କି' ତମେ କଲେଜ ଛକକୁ ନିରୋଳାରେ ଟିକେ ଭିଜିବାକୁ? Image-google #yqbhaina #yqodia #odiawritings #odiaquotes #jsjyoti