Find the Best New_Year_2022 Shayari, Status, Quotes from top creators only on Nojoto App. Also find trending photos & videos about new year new life quotes, sad poetry for new year in urdu, whatsapp status in hindi love new, happy new year 2019 gif download, best new year shayri in hindi 30,
R.R Sahoo
ପାହି ଆସୁଅଛି ରାତି, ହେବାକୁ ଯାଉଛି ସକାଳ ସରିଯିବ ବରଷ ଆସିବ ପୁଣି ନୂଆ ସକାଳ ଶେଷ ଏ ସମୟ, ଶେଷ ତ ସବୁ ସମୟ ବିତି ଯାଏ ସତ ସ୍ମୃତି ରହିଯାଏ ସବୁ ଦିନକୁ କିଛି ସ୍ବପ୍ନ ମୋର ପୂରଣ ହୋଇଛି କିଛି ରହିଅଛି ବାକି ଚାଲିବାକୁ ହେବ ବାଟ ଯେ ଅନେକ ଯେବେ ନପଡ଼ିଛି ଥକି। ବିଦାୟ ଦୁଇ ହଜାର ଏକୋଇଶ ସ୍ଵାଗତମ ନୂଆ ବରଷ। #happy_new_year #newbeginning #New_year_2022#welcome #farewell #lilywritting
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited