Nojoto: Largest Storytelling Platform

Best niswarthaprema Shayari, Status, Quotes, Stories

Find the Best niswarthaprema Shayari, Status, Quotes from top creators only on Nojoto App. Also find trending photos & videos about niswarth prem quotes in marathi, niswarth ka paryayvachi, niswarth meaning in hindi, niswarth prem in english, niswarth meaning in english,

  • 2 Followers
  • 3 Stories

SHIVA KANT(Shayar)

Jyotshna Rani Sahoo

ମୁଁ ତ ଦେଖିଥିଲି ତୋ ରୂପରେ ଜୀବନସାଥି ଟିଏ ଗଢିଥିଲି ସପନ ରାଇଜେ ଆଶାଶୂନ୍ୟ ମୁଣ୍ଡଗୁଞ୍ଜା ଟିକି କୁଡ଼ିଆ ଟିଏ। ନ ଥିଲା ମୋ ସ୍ୱାର୍ଥ କିଛି ମନ ଖାଲି ତୋ କବଳେ ସୁଖ ଅଭିଜାତ୍ୟ ସବୁ #odiawritings #yqodia #Yqbhaina #odiakavita #munodia #yqodiawriting #niswarthaprema

read more
ମୁଁ ତ ଦେଖିଥିଲି ତୋ ରୂପରେ
ଜୀବନସାଥି ଟିଏ
ଗଢିଥିଲି ସପନ ରାଇଜେ
ଆଶାଶୂନ୍ୟ ମୁଣ୍ଡଗୁଞ୍ଜା
ଟିକି କୁଡ଼ିଆ ଟିଏ।
ନ ଥିଲା ମୋ ସ୍ୱାର୍ଥ କିଛି
ମନ ଖାଲି ତୋ କବଳେ
ସୁଖ ଅଭିଜାତ୍ୟ ସବୁ
ଲାଗିଥିଲା ତୁଚ୍ଛ ସେତେବେଳେ।
ତୋ ଭାବନା ମୋ ପାଇଁ ଅମୃତ
ପ୍ରେମ ଥିଲା ମୋ ପାଇଁ ପବିତ୍ର
ପ୍ରତିଶ୍ରୁତି ସବୁ ତୋର
ମୋ ପାଇଁ ବେଦର ଗାର।
ବନ୍ଧା ଥିଲା ମୋ ଆଖିରେ
ଅନ୍ଧପୁଟୁଳି ତୋ ପ୍ରେମର
ସାଜିଥିଲି ଗାନ୍ଧାରୀ ମୁଁ
ଭାବି ତତେ ଧୃତରାଷ୍ଟ୍ର।
 ମୁଁ ତ ଦେଖିଥିଲି ତୋ ରୂପରେ
ଜୀବନସାଥି ଟିଏ
ଗଢିଥିଲି ସପନ ରାଇଜେ
ଆଶାଶୂନ୍ୟ ମୁଣ୍ଡଗୁଞ୍ଜା
ଟିକି କୁଡ଼ିଆ ଟିଏ।
ନ ଥିଲା ମୋ ସ୍ୱାର୍ଥ କିଛି
ମନ ଖାଲି ତୋ କବଳେ
ସୁଖ ଅଭିଜାତ୍ୟ ସବୁ

Jyotshna Rani Sahoo

ମୁଁ ତ ଦେଖିଥିଲି ତୋ ରୂପରେ ଜୀବନସାଥି ଟିଏ ଗଢିଥିଲି ସପନ ରାଇଜେ ଆଶାଶୂନ୍ୟ ମୁଣ୍ଡଗୁଞ୍ଜା ଟିକି କୁଡ଼ିଆ ଟିଏ। ନ ଥିଲା ମୋ ସ୍ୱାର୍ଥ କିଛି ମନ ଖାଲି ତୋ କବଳେ ସୁଖ ଅଭିଜାତ୍ୟ ସବୁ #odiawritings #yqodia #Yqbhaina #odiakavita #munodia #yqodiawriting #niswarthaprema

read more
ମୁଁ ତ ଦେଖିଥିଲି ତୋ ରୂପରେ
ଜୀବନସାଥି ଟିଏ
ଗଢିଥିଲି ସପନ ରାଇଜେ
ଆଶାଶୂନ୍ୟ ମୁଣ୍ଡଗୁଞ୍ଜା
ଟିକି କୁଡ଼ିଆ ଟିଏ।
ନ ଥିଲା ମୋ ସ୍ୱାର୍ଥ କିଛି
ମନ ଖାଲି ତୋ କବଳେ
ସୁଖ ଅଭିଜାତ୍ୟ ସବୁ
ଲାଗିଥିଲା ତୁଚ୍ଛ ସେତେବେଳେ।
ତୋ ଭାବନା ମୋ ପାଇଁ ଅମୃତ
ପ୍ରେମ ଥିଲା ମୋ ପାଇଁ ପବିତ୍ର
ପ୍ରତିଶ୍ରୁତି ସବୁ ତୋର
ମୋ ପାଇଁ ବେଦର ଗାର।
ବନ୍ଧା ଥିଲା ମୋ ଆଖିରେ
ଅନ୍ଧପୁଟୁଳି ତୋ ପ୍ରେମର
ସାଜିଥିଲି ଗାନ୍ଧାରୀ ମୁଁ
ଭାବି ତତେ ଧୃତରାଷ୍ଟ୍ର।
 ମୁଁ ତ ଦେଖିଥିଲି ତୋ ରୂପରେ
ଜୀବନସାଥି ଟିଏ
ଗଢିଥିଲି ସପନ ରାଇଜେ
ଆଶାଶୂନ୍ୟ ମୁଣ୍ଡଗୁଞ୍ଜା
ଟିକି କୁଡ଼ିଆ ଟିଏ।
ନ ଥିଲା ମୋ ସ୍ୱାର୍ଥ କିଛି
ମନ ଖାଲି ତୋ କବଳେ
ସୁଖ ଅଭିଜାତ୍ୟ ସବୁ


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile