Nojoto: Largest Storytelling Platform

Best ଜୀବନଓମୃତ୍ୟୁମଝିରେ Shayari, Status, Quotes, Stories

Find the Best ଜୀବନଓମୃତ୍ୟୁମଝିରେ Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 1 Stories

Adyasha Priyadarshini D

ଗତ କିଛି ମାସ ଅବିନାଶ ଜୀବନର ସବୁ ଠାରୁ କଷ୍ଟଦାୟକ ସମୟ ଥିଲା । ପରିସ୍ଥିତିର ମାଡରେ ସେ ବ୍ୟସ୍ତ ଓ ବିବ୍ରତ ହୋଇ ଯାଇଥିଲା । କହିବ ବା କାହାକୁ , ପାଖରେ ବି କେହି ନାହାନ୍ତି । ପେଟ ପାଟଣା ପାଇଁ ଆସି ସୁଦୂର ଗୋଆରେ ଚାକିରି କରିଛି । ଏମିତି ସମୟରେ ହୁଏତ ବାପା କିଛି ବାଟ ଦେଖାଇ ପାରି ଥାନ୍ତେ । କିନ୍ତୁ ବାପା ବି ଏଇ ଛଅ ମାସ ତଳେ ମାଆଙ୍କ ଭାଷାରେ ଭଗବାନଙ୍କ ପାଖକୁ ଚାଲି ଗଲେ । ଘରର ବଡ ପୁଅ ବୋଲି ଘର ଓ ସାନ ଭାଇ ଭଉଣୀଙ୍କ ଦାୟିତ୍ବ ତାର । 'ଭଗବାନ ' ଏଇ ଶବ୍ଦ ଉପରୁ ଯେମିତି ତାର ସବୁ ଆସ୍ଥା ତୁଟି ଯାଇଥିଲା । ବଞ୍ଚିବାର ସବୁ ଇଛା ଉଦ୍ଦୀପନା ପରିସ୍ଥିତିର ଚୋରାବାଲିରେ ସମାଧିସ୍ଥ ହୋଇ ଯାଇଥିଲା ।

read more
କାହାଣୀ ଟି ଅନୁଶୀର୍ଷକ ରେ ।          ଗତ କିଛି ମାସ ଅବିନାଶ ଜୀବନର ସବୁ ଠାରୁ କଷ୍ଟଦାୟକ ସମୟ ଥିଲା । ପରିସ୍ଥିତିର ମାଡରେ ସେ ବ୍ୟସ୍ତ ଓ ବିବ୍ରତ ହୋଇ ଯାଇଥିଲା । କହିବ ବା କାହାକୁ , ପାଖରେ ବି କେହି ନାହାନ୍ତି । ପେଟ ପାଟଣା ପାଇଁ ଆସି ସୁଦୂର ଗୋଆରେ ଚାକିରି କରିଛି । ଏମିତି ସମୟରେ ହୁଏତ ବାପା କିଛି ବାଟ ଦେଖାଇ ପାରି ଥାନ୍ତେ । କିନ୍ତୁ ବାପା ବି ଏଇ ଛଅ ମାସ ତଳେ ମାଆଙ୍କ ଭାଷାରେ ଭଗବାନଙ୍କ ପାଖକୁ ଚାଲି ଗଲେ । ଘରର ବଡ ପୁଅ ବୋଲି ଘର ଓ ସାନ ଭାଇ ଭଉଣୀଙ୍କ ଦାୟିତ୍ବ ତାର । 'ଭଗବାନ ' ଏଇ ଶବ୍ଦ ଉପରୁ ଯେମିତି ତାର ସବୁ ଆସ୍ଥା ତୁଟି ଯାଇଥିଲା । ବଞ୍ଚିବାର ସବୁ ଇଛା ଉଦ୍ଦୀପନା ପରିସ୍ଥିତିର ଚୋରାବାଲିରେ ସମାଧିସ୍ଥ ହୋଇ ଯାଇଥିଲା ।

Follow us on social media:

For Best Experience, Download Nojoto

Home
Explore
Events
Notification
Profile