Find the Best 0diapoem Shayari, Status, Quotes from top creators only on Nojoto App. Also find trending photos & videos about0dia love shayari, free 0dia love saery photo dounlod, l0ve shayari 0dia, shayari 0dia, 0dia song,
Sandhya Rani Das
ହୃଦୟ ମୋର ନୁହେଁ ଏକ କାଚଘର ଯାହାକୁ ପ୍ରତିଥର ଆଘାତ ଦେଇ ପାର, ଭଲ ପାଇବା ଆଶା ରେ ମୁଁ ଜଳୁଛି ପ୍ରତିଥର ମୋତେ କରନ୍ତି ନାହିଁ କେହି ହୃଦୟରୁ ସ୍ୱୀକାର, ପଚାରେ ମୋ ମନକୁ କାହିଁକି ହୁଏ ଏମିତି ମୋତେ ସବୁବେଳେ ଭିଜିବାକୁ ହୁଏ ଲୁହ ରେ ସାରା ରାତି , ଉତ୍ତର ମିଳିନି ଏ ଯାଏ ସରିଗଲାଣି ମୋ ଦିନ ଅପେକ୍ଷା ଏ ମୃତ୍ୟୁର କାଳେ ଆଣିବ ସେ ନୂଆ ଦିନ । #ହୃଦୟ ମୋର ନୁହେଁ ଏକ କାଚଘର #0diapoem
#ହୃଦୟ ମୋର ନୁହେଁ ଏକ କାଚଘର #0diapoem
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited