Nojoto: Largest Storytelling Platform

Best nojotoଓଡ଼ିଆ Shayari, Status, Quotes, Stories

Find the Best nojotoଓଡ଼ିଆ Shayari, Status, Quotes from top creators only on Nojoto App. Also find trending photos & videos about nojoto app kya hai, nojoto kya hai, nojoto love poetry, nojoto love shayari, nojoto love quotes,

  • 6 Followers
  • 23 Stories
    PopularLatestVideo

Saipada Brajamohan

#myvoice #କେବେଠୁଅଛିମୁଁଏକା nojotoଓଡ଼ିଆ #odiakabita

read more
mute video

Saipada Brajamohan

#RathYatra #ରଥ #ରଥଯାତ୍ରା #ଜୟଜଗନ୍ନାଥ nojotoଓଡ଼ିଆ Ruchi sharma Sai Swarup The Dancer

read more
ରଥ ଯାତ୍ରା ରେ ଜଣେ ରାଜା ସୁନା ର ଖଡ଼ିକା ରେ ଛେରା ପହଁରା କରନ୍ତି;
କାହିଁକି ନା ନାମ ଏବଂ ସମ୍ପତ୍ତି ର ବଡ଼ିମା କୁ ବି ସେ ବଡ଼ ଠାକୁର ର ପାଦ ତଳେ ସମର୍ପଣ କରାଯାଏ ।
🙏 ଜୟ ଜଗନ୍ନାଥ 🙏
@suvam@ #RathYatra #ରଥ #ରଥଯାତ୍ରା #ଜୟଜଗନ୍ନାଥ #nojotoଓଡ଼ିଆ #Nojoto  Ruchi sharma Sai Swarup The Dancer

Saipada Brajamohan

#alone #ସ୍ୱାର୍ଥ #ସ୍ୱାର୍ଥପର #ଓଡ଼ିଆ nojotoଓଡ଼ିଆ #kabita Ruchi sharma Sai Swarup The Dancer

read more
ସ୍ୱାର୍ଥପର ଦୁନିଆଁର ସ୍ୱାର୍ଥପର ପ୍ରେମ,
ସ୍ବାର୍ଥ ରେ ସାର୍ଥକତା କୁ କରେ ବଦନାମ;
ସ୍ବାର୍ଥ ଥିବା ଭାଇଚାରା ସ୍ବାର୍ଥ ଗଲେ ନାହିଁ,
ସ୍ବାର୍ଥ ପାଇଁ ଜୀବନ କୁ ବ୍ୟର୍ଥ କର ନାହିଁ .........
@suvam@ #alone #ସ୍ୱାର୍ଥ #ସ୍ୱାର୍ଥପର #ଓଡ଼ିଆ #nojotoଓଡ଼ିଆ #kabita  Ruchi sharma Sai Swarup The Dancer

Saipada Brajamohan

#Fearless #Fear #ଡର #ହଁମୁଡ଼ରେ # nojotoଓଡ଼ିଆ Sai Swarup The Dancer Ruchi sharma #poem

read more
mute video

PRAVAT Unspoken

#Rhtdm #odianojoto nojotoଓଡ଼ିଆ #Sa sudam mallick Gufran khan Trilochan Karjee RJ Raju official Anuj Kumar Niranjan mahapatra Saubhagyalaxmi Juliet❣️ Sangha Mitra Raiguru

read more
mute video

Ravi Narayan

mute video

PRAVAT Unspoken

#Rhtdm ଚାଲୁଛିnojoto #odianojoto #poem #Talk nojotoଓଡ଼ିଆ RJ Raju official #bittu Trilochan Karjee Sunita patel saubhagyalaxmi paramanik

read more
mute video

PRAVAT Unspoken

#Passion nojotoଓଡ଼ିଆ #odia #poem

read more
ଭୁଲିଯିବୁ ଭୁଲିଯିବୁ କେତେ ତୁ କହୁଛୁ ,
କେତେ ତୁ ଭୁଲିଛୁ ମୋତେ
ଯେତେଥର ତୁ ଭୁଲାଉଛୁ ମୋତେ 
ତତେ ମୁ ଚାଁହୁଛି ସେତେ। #Passion #nojotoଓଡ଼ିଆ #Nojoto #odia

ChittaranjanSahoo

Odia #Sky nojotoଓଡ଼ିଆ #ଓଡ଼ିଆ #poem #nojotoodia

read more
ନୀଳ ଆକାଶର ବଉଦମାଳା ତୁ
ଉଗ୍ର ବ୍ୟଗ୍ର ହୋଇ ଯେବେ
ମାଟିକୁ ଚୁମ୍ବନ କରିବା ପାଇଁକି
ଧାଇଁଆସୁ ବେଗେ ବେଗେ
ତୋର ପ୍ରିୟ ଏଇ ମାଟି
ତୋ ଅପେକ୍ଷାରେ ବିତାଇ ଦେଇଛି
କେତେଦିନ କେତେରାତି #NojotoOdia #Sky #nojotoଓଡ଼ିଆ  #ଓଡ଼ିଆ

PRAVAT Unspoken

କଣ୍ ଥିଲା ସେ ସମୟnojoto #odianojotonojotoଓଡ଼ିଆ #poem #Talk Gufran khan Anuj Kumar A P Subhakanta Niranjan mahapatra Suman Zaniyan

read more
mute video
loader
Home
Explore
Events
Notification
Profile