Find the Best Odiatalks Shayari, Status, Quotes from top creators only on Nojoto App. Also find trending photos & videos about
Biswajit Nayak
କିଛି ଏମିତି ସମୟ ... ଯାହା ମନରେ ଭରିଦିଏ ଅସୁମାରି ଆଶା ଆଉ ଭରସା। ବଦଳାଇ ଦିଏ ବଞ୍ଚିବାର ଆଶା, ବଦଳାଇ ଦିଏ ନିତିଦିନିଆ ଚାଲିଚଳନ। ଏମିତି କିଛି ଦେଖାଇ ଦିଏ ଦୁନିଆର ସତ୍ୟତା, ଆଉ ଶିଖେଇ ଦିଏ ଦୁନିଆରେ ବଞ୍ଚିବା ର କୌଶଳ। ଏମିତି ଗୋଟେ ବାଙ୍କ ଯେଉଁଠି ଛାଡ଼ି ଦେବାକୁ ପଡେ ଜୀବନର କିଛି କିନ୍ତୁ ବହୁତ କିଛି। ଖୋଜି ଖୋଜି ପାଗଳ ହୋଇଯାଆନ୍ତି ସମସ୍ତେ, କିନ୍ତୁ ଆଉ ଫେରି ପାଆନ୍ତି ନାହିଁ । ....ଏମିତି କିଛି ଯୋଉଥିପାଇଁ ଦୁନିଆ ତାଙ୍କୁ ସବୁବେଳେ କୋସୁ ଥାଏ। #Odiatalks #abhulasmruti Niket kashyap Pîýûšh Păťêĺ ÂP 💗 Rabindra Raj mon2 raj Prabhaker Kumar Singh
#Odiatalks #abhulasmruti Niket kashyap Pîýûšh Păťêĺ ÂP 💗 Rabindra Raj mon2 raj Prabhaker Kumar Singh
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited