Nojoto: Largest Storytelling Platform

Best ହୋଲି Shayari, Status, Quotes, Stories

Find the Best ହୋଲି Shayari, Status, Quotes from top creators only on Nojoto App. Also find trending photos & videos about ହୋଲି quotes, ହୋଲି ରଚନା, ହୋଲି ଶୁଭେଚ୍ଛା, ହୋଲି ଫଟୋ,

  • 6 Followers
  • 5 Stories
    PopularLatestVideo

koushik lenka

ଶପଥ ର ସାରଣୀ, ଦେଲେ ବସେଇ ମୋ ଘରଣୀ।। ଘାରିଛି ତା'ଙ୍କୁ କରୋନା ଭୟ, ରଙ୍ଗ ଅବିର ଦେଖି ହୁଅନ୍ତି ଅଥୟ।। ରାତିରୁ ଯାଇଛନ୍ତି ଶୋଇ, ବେଳା ବୁଡ଼ିଲାଣି ପହଡ଼ ନ ଫିଟ‌ଇ।। #odiawritings #yqodia #Yqbhaina #ହୋଲି

read more
ଶପଥ ର ସାରଣୀ,
ଦେଲେ ବସେଇ ମୋ ଘରଣୀ।।

ଘାରିଛି ତା'ଙ୍କୁ କରୋନା ଭୟ,
ରଙ୍ଗ ଅବିର ଦେଖି ହୁଅନ୍ତି ଅଥୟ।।

ରାତିରୁ ଯାଇଛନ୍ତି ଶୋଇ,
ବେଳା ବୁଡ଼ିଲାଣି ପହଡ଼ ନ ଫିଟ‌ଇ।।

ସାନ ପୁଅ ମୋର ଥିରି ପଚାରିଲା,
ମମ୍ମି ରଙ୍ଗ ତୋର କି ବିଗାଡ଼ିଲା।।

ବଡ଼ ଝିଅ ଆଜି ପ୍ରଥମ ଥର ମା' ପଟ ନେଲା,
ଜାଣି ପାରୁନି କି ହୁଣ୍ଡା, ରଙ୍ଗ ସବୁ ଚାଇନା ପାଲା।।
    (ଚାଲନ୍ତୁ ହସିବା ଅନୁଶୀର୍ଷକ ରେ)

 ଶପଥ ର ସାରଣୀ,
ଦେଲେ ବସେଇ ମୋ ଘରଣୀ।।

ଘାରିଛି ତା'ଙ୍କୁ କରୋନା ଭୟ,
ରଙ୍ଗ ଅବିର ଦେଖି ହୁଅନ୍ତି ଅଥୟ।।

ରାତିରୁ ଯାଇଛନ୍ତି ଶୋଇ,
ବେଳା ବୁଡ଼ିଲାଣି ପହଡ଼ ନ ଫିଟ‌ଇ।।

Tafizul Sambalpuri

#ହୋଲି #କବିତା

read more
mute video

Subhasish Pradhan

#ରଙ୍ଗ #ଅବିର #ହୋଲି #yqodia #Yqbhaina #pinta_quote

read more
ଫିକା ଫିକା ଲାଗେ ସାତରଙ୍ଗ... ରଙ୍ଗ ଲାଗେ ଯେବେ ପ୍ରେମର।।
ଛୁଇଁଯାଅ ତୁମେ ଅଦୃଶ୍ୟ ପବନେ... ମହ ମହ ବାସେ ଅବିର ।। #ରଙ୍ଗ #ଅବିର #ହୋଲି #yqodia #yqbhaina #pinta_quote

bluemoon

#ହୋଲି

read more
दरवाज़ा 💐ହୋଲି ପର୍ବ💐
ଫାଲ୍ଗୁନ ମାସର ପୂର୍ଣ୍ଣିମା ଦିନ
ହୋଲି ଦିବସ ରୂପେ
ରଙ୍ଗବେରଙ୍ଗ ଅବିର ବୋଳି
ଖେଳନ୍ତି ମନ ଉଲ୍ଲାସେ।
                                                 ବାର ମାସରେ ତେର ପରବ
                                                  ଓଡ଼ିଶାର ଇଏ ବଡ଼ ଗୌରବ
                                             ଆବାଳବୃଦ୍ଧବନିତା ଗଣ
                                                        ଖୁସିରେ ବୋଳନ୍ତି ହୋଲିର ରଙ୍ଗ।
ଉତ୍କଳ ପ୍ରଦେଶେ ବିଭିନ୍ନ ସ୍ଥାନେ
ଦୋଳ ପାଳନ୍ତି ସଭିଙ୍କ ଘରେ
ରାଧାକୃଷ୍ଣଙ୍କୁ ଲଗାନ୍ତି ହୋଲି
ଭୋଗ ଖୁଆନ୍ତି ଘରକୁ ଆଣି।
                                                     ପୂର୍ବେ ହୋଲିକାକୁ ବିନାଶ କରି
                                                  ଆସିଲେ କୃଷ୍ଣ ଘରକୁ ଫେରି
                                                     ଦୋଳ ବିମାନରେ ତାଙ୍କୁ ବସାଇ
                                                  ସ୍ୱାଗତ କଲେ ନଗର ବାସୀ।
ଜାତି ଧର୍ମ ବର୍ଣ୍ଣ ସଭିଏଁ ମିଶି
ରଙ୍ଗ ଖେଳିବେ ହୋଇଣ ଖୁସି
ଏହି ପର୍ଵର ଗୋଟିଏ ଲକ୍ଷ
ଦୂର କରିବା ସମସ୍ତ ଦ୍ୱେଷ।

©Eti Shree #ହୋଲି

StoryatStudio

#Holi #होली #ହୋଲି

read more
ଏଇ ରଙ୍ଗ ପର୍ବରେ ଏତିକି ଶପଥ କର ଯେ,

କେବେବି କାହା ଜୀବନରୁ ସେ ରଙ୍ଗତକ ଛଡେଇ ନେବନି,
ଯୋଉ ରଙ୍ଗ ଟିକକ ପାଇଁ ସେ ବଞ୍ଚିଛି,

ଆଉ କାହା ଜୀବନରେ ଏମିତି ରଙ୍ଗ ଟିକେବି ଦେବନି, 
ଯୋଉଥି ପାଇଁ ସେ ଶାନ୍ତି ରେ ମରିବି ପାରିବନି। #holi #होली #ହୋଲି


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile