Nojoto: Largest Storytelling Platform

Best ଜଗନ୍ନାଥ Shayari, Status, Quotes, Stories

Find the Best ଜଗନ୍ନାଥ Shayari, Status, Quotes from top creators only on Nojoto App. Also find trending photos & videos about ଜଗନ୍ନାଥ quotes, ଜଗନ୍ନାଥ ମନ୍ଦିର jagannath temple,

  • 10 Followers
  • 16 Stories

Rajendra Behera

ଜଗନ୍ନାଥ #ଜଗନ୍ନାଥ #ସମାଜ

read more

koushik lenka

କହ କିଏ ଦେଲା ତୋ ନାଁ କାଳିଆ, ସେ ନାଁ ପାଇଁ ମୁଁ ହେଲିଣି ବାଇଆ....।।୧ କହ କିଏ ଗଢ଼ିଦେଲା ତୋ ପାଇଁ ଶିରୀ ମନ୍ଦିର, ତୋ ଦୁଆରେ ପାଦ ପକେଇବାକୁ #yqodia #Yqbhaina #ଜଗନ୍ନାଥ #munodia #କହିଦିଅଥରେ

read more
 { ଅ
   ନୁ
   ଶୀ
   ର୍ଷ
   କ
  ରେ
ସମ୍ପୂର୍ଣ୍ଣ
ପଢ଼ନ୍ତୁ }

 ✍️
 କୌ
  ଶି
  କ କହ କିଏ ଦେଲା
ତୋ ନାଁ କାଳିଆ,
ସେ ନାଁ ପାଇଁ
ମୁଁ ହେଲିଣି ବାଇଆ....।।୧

କହ କିଏ ଗଢ଼ିଦେଲା
ତୋ ପାଇଁ ଶିରୀ ମନ୍ଦିର,
ତୋ ଦୁଆରେ ପାଦ ପକେଇବାକୁ

Krishnaa (Krishnaa)

#ଜଗନ୍ନାଥ #Yqbhaina #yqodia @@@ Pic courtesy-my sister's art@@@

read more
ଆହେ ନୀଳାଦ୍ରିଶ,
ତୁମେ ଆତ୍ମାର ଅବ୍ଯର୍ଥ ଔଷଧି।।।।
ତୁମେ ପ୍ରେମର ପୂଣ୍ଯ ମହୋଦଧି।।।
ତୁମେ ଜୀବନର ସୁନ୍ଦର ଅବଧି।।।।
ତୁମେ ଜଗତର ଅମୂଲ୍ଯ ନିଧି।।।।।
ତୁମେ ଅଟ ବିଧାନ ଓ ବିଧି ।।।।।।



 #ଜଗନ୍ନାଥ 
#yqbhaina 
#yqodia 
@@@ Pic courtesy-my sister's art@@@

Krishnaa (Krishnaa)

#କୃଷ୍ଣପ୍ରେମ #କୃଷ୍ଣା #ଜଗନ୍ନାଥ #Yqbhaina #yqodiawriting #ମୋଭାବନା

read more
ତୁମେ ଅମର ଆମ ମରଣଶୀଳତା ରେ...
ତୁମେ ଅଭୟ ଆମ ଭୟଭରା ମନରେ...
ତୁମେ ଅଲଭ୍ୟ ଆମ ସର୍ବ ଲଭ୍ୟତାରେ...
ତୁମେ ଅନିନ୍ଦ୍ୟ ଆମ ନିନ୍ଦା ଭରା ଭାବନାରେ...
ତୁମେ ଅଜୟ ଆମ ଆତ୍ମ ପରାଜୟତାରେ...
ତୁମେ ଆନନ୍ଦ ଆମ ସର୍ବ ନିରାନନ୍ଦରେ...
ତୁମେ ଅଭାବ ଆମ ଭାବ ସବୁରେ...
ତୁମେ ତୁମେ ତୁମେ,
କେବଳ ତୁମେ ହିଁ ଚିର ସତ୍ୟ...
ତୁମ ମାୟାଭରା ସୃଷ୍ଟିରେ... #କୃଷ୍ଣପ୍ରେମ
#କୃଷ୍ଣା
#ଜଗନ୍ନାଥ
#yqbhaina
#yqodiawriting
#ମୋଭାବନା

Jharana Rout

#ଜୟ#ଜଗନ୍ନାଥ #କବିତା

read more

Rajguru

JayJagannath🙏 #rajguru #ଜଗନ୍ନାଥ Anshu writer Dhanraj Gamare Milly Dhyaan mira bhumika rani #ଜ୍ଞାନ

read more

Subhasish Pradhan

#ଜଗନ୍ନାଥ #ଜଗନ୍ନାଥ_ଶରଣମ୍ #yqodia #Yqbhaina

read more
ସମୟ ଚକ୍ରରେ ଜୀବନ ବନ୍ଦୀ
ମଣିଷ ଫାସରେ ଈଶ୍ୱର ବନ୍ଦୀ
ସତେକି ହେବ ଏ ବିଶ୍ଵ ଅନାଥ
ତ୍ରାହି ଜଗନ୍ନାଥ ତ୍ରାହି ଜଗନ୍ନାଥ #ଜଗନ୍ନାଥ #ଜଗନ୍ନାଥ_ଶରଣମ୍  #yqodia #yqbhaina

Subhasish Pradhan

#ଅନାଥ #ଜଗନ୍ନାଥ #ମୁଁଓଡ଼ିଆ #yqodia #yourquoteodia #yqbaba #Yqbhaina

read more
ମୁଁ ନୁହେଁ ଅନାଥ
ପିତା ମୋର ଜଗନ୍ନାଥ।। #ଅନାଥ #ଜଗନ୍ନାଥ #ମୁଁଓଡ଼ିଆ  #yqodia #yourquoteodia #yqbaba #yqbhaina

Jyotshna Rani Sahoo

Pic source - unknown #yqodia#ରଥଯାତ୍ରା#ଜଗନ୍ନାଥ

read more
ବାଜୁ ନ ବାଜୁ ଭକ୍ତି ମହୁରୀ
କାଳିଆ ଆସେ ଥିରି ଥିରି
ଟାହିଆ ସାଙ୍ଗରେ
ଟାହି ଟାପରା
ପିନ୍ଧି ନିନ୍ଦାର ଅଳଙ୍କାର
ତୁ ବିଞ୍ଚେ ପ୍ରେମ
ଦେ ପ୍ରମାଣ 
ତୋ ଅବସ୍ଥିତି ର
ବିଶ୍ଵ ଦରବାରୀ ରେ
ଯେବେ ହେଇଛୁ ଠାକୁର
ନିରାଶ୍ରା ର ରଥ ଚଢ଼ି
ବିତରେ ଆଶା ବଞ୍ଚିବାର
ତ୍ରାହି ତ୍ରାହି ଡାକରା
ରକ୍ଷା ରକ୍ଷା ଚିତ୍କାର
ୟା ଭିତରେ
ଶୁଭି ନପାରେ
ଶଙ୍ଖ ନାଦ,ଭଜନ
କିମ୍ବା ଶବଦ ଘୁଙ୍ଗୁରର
ତୁ କରିଦେ ଏଥର
ନ ମାଗିବା ଆଗରୁ ଚମତ୍କାର Pic source - unknown
#yqodia#ରଥଯାତ୍ରା#ଜଗନ୍ନାଥ

Jyotshna Rani Sahoo

ତୁ ଯଦି ମୋ ଭକ୍ତିର ପରୀକ୍ଷା କରୁଛୁ କହ ଏବେ ତୋର ବିଶ୍ବାସ କେତେ ମୋ ଉପରେ ଆଉ ତୁ କହିଛୁ ବା ବିଶ୍ୱାସ ହେଉଛି ମୂଳାଧାର ସବୁ ସମ୍ପର୍କର, ହେଲେ ସେ ପରୀକ୍ଷା ମୁଁ ଖାଲି ଦେବି କାହିଁକି କହ ବିନା ଦ୍ବିଧାରେ ପାରିବୁ କି ମୋ ଉପରେ ବିଶ୍ବାସ କରି #odiakabita #yqodia #Yqbhaina #ଜଗନ୍ନାଥ #ଭଜନ #munodia

read more
ତୁ ଯଦି ମୋ ଭକ୍ତିର ପରୀକ୍ଷା କରୁଛୁ
କହ ଏବେ ତୋର ବିଶ୍ବାସ କେତେ ମୋ ଉପରେ
ଆଉ ତୁ କହିଛୁ ବା ବିଶ୍ୱାସ ହେଉଛି
ମୂଳାଧାର ସବୁ ସମ୍ପର୍କର,
ହେଲେ ସେ ପରୀକ୍ଷା ମୁଁ ଖାଲି ଦେବି କାହିଁକି
କହ ବିନା ଦ୍ବିଧାରେ ପାରିବୁ କି
ମୋ ଉପରେ ବିଶ୍ବାସ କରି
ମତେ ଅଗ୍ନି ପରୀକ୍ଷା ରେ ଝାସ ଦବା ପୂର୍ବରୁ
ଭକ୍ତ ର ସ୍ଥାନ ଟିଏ ଦେଇ।
ମୁଁ ତତେ ଭଗବାନ ର ଉପାଧି ଦେଇଛି
କେବେଠୁ ଯୁଗ ଯୁଗରୁ ବହୁ କାଳରୁ,
ଯଦି ମୁଁ ତତେ ଖୁଦ ମୁଠାଏ ନ ଖୁଆଏ
କହ ହେଇ ପାରିବି କି ତୋ ପ୍ରିୟ ସଖା!
ଯଦି ମୁଁ ଭକ୍ତ ସାଲବେଗ ହେଇ ତୋ ଭଜନ ନ ଗାଏ
ଯଦି ମୁଁ ସବରୀ ହେଇ ଚାଖି ଚାଖି କୋଳି ନ ଖୁଆଏ
ଯଦି ମୁଁ ଦାସିଆ ବାଉରୀ ହେଇ ନଡ଼ିଆ ନ ଚଢାଏ
କହ ମୁଁ ହେଇ ପାରିବି କି ତୋ ଭକ୍ତ!
ଯୁଗ ଯୁଗ ପାଇଁ ତୋ ନାଁ ସାଙ୍ଗେ 
ମୋ ନାଁ ଯୋଡ଼ି ହବାର ଯୋଗ୍ୟ  ହେଇପାରିବ କି ମୁଁ?
କହ ଏବେ ମତେ କେତେ ପରୀକ୍ଷା ଦବାକୁ ପଡ଼ିବ
ତୋ ଭକ୍ତ ର ଆଖ୍ୟା ପାଇବାକୁ! ତୁ ଯଦି ମୋ ଭକ୍ତିର ପରୀକ୍ଷା କରୁଛୁ
କହ ଏବେ ତୋର ବିଶ୍ବାସ କେତେ
ମୋ ଉପରେ
ଆଉ ତୁ କହିଛୁ ବା ବିଶ୍ୱାସ ହେଉଛି
ମୂଳାଧାର ସବୁ ସମ୍ପର୍କର,
ହେଲେ ସେ ପରୀକ୍ଷା ମୁଁ ଖାଲି ଦେବି କାହିଁକି
କହ ବିନା ଦ୍ବିଧାରେ ପାରିବୁ କି
ମୋ ଉପରେ ବିଶ୍ବାସ କରି
loader
Home
Explore
Events
Notification
Profile