Nojoto: Largest Storytelling Platform

ସେ ଠାଣିରେ ମୁଁ ଯେ ବାୟାଣି ରଂଗନାଗର ମୋ ମଉଡ଼ମଣି ଭବସାଗର

ସେ ଠାଣିରେ ମୁଁ ଯେ ବାୟାଣି
ରଂଗନାଗର  ମୋ ମଉଡ଼ମଣି
ଭବସାଗରୁ ଆଣିଛି ଛାଣି
ଆହା କି ସୁନ୍ଦର ତା ବାଙ୍କଚାହାଣୀ ||

©Rajguru
  #JayJagannath🙏 #Rajguru #ଜଗନ୍ନାଥ  Anshu writer Dhanraj Gamare Milly Dhyaan mira bhumika rani